Sign in
Sign in
Recover your password.
A password will be e-mailed to you.
ପରିତ୍ୟକ୍ତ ଅବସ୍ଥାରେ ୬ଦିନ ଶିଶୁ ପୁତ୍ରଙ୍କୁ ଉଦ୍ଧାର କଲେ ସିସିଡି ସ୍ବେଚ୍ଛାସେବୀ ଅନୁଷ୍ଠାନ
ଆର,ଉଦୟଗିରି (ମନୋଜ କୁମାର ପାଢୀ) : ପରିତ୍ୟକ୍ତ ଅବସ୍ଥାରେ ୬ଦିନ ଶିଶୁ ପୁତ୍ରଙ୍କୁ ଉଦ୍ଧାର କଲେ ସିସିଡି ସ୍ବେଚ୍ଛାସେବୀ ଅନୁଷ୍ଠାନ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ସ୍ଥିତ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଯାତ୍ରୀ!-->…
ସାଇନାଥ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ
ହିଞ୍ଜିଳିକାଟୁ୪/୨ : ହିଞ୍ଜିଳିକାଟୁ ନିକଟସ୍ଥ ପୋଚିଲିମା ଛକ ଠାରେ ଆସନ୍ତା କୃଷ୍ଣ ଅଷ୍ଟମୀ ଇଁରାଜୀ ତିଥି ୪!୩ତାରିଖ ସୋମବାର ଶ୍ରୀ ସାଇନାଥ ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ସୋମବାର ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ନିକଟସ୍ଥ ପୋଚିଲିମା ଛକ!-->…
ଶିଶୁ ସୁରକ୍ଷା ପ୍ରତି ବେଫିକର ନୟାଗଡ଼ ବ୍ଲକ ପ୍ରଶାସନ…
ନୟାଗଡ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ସୁଅଂସହିରେ ୨୦୧୨ ମସିହା ଜୁଲାଇ ୯ ତାରିଖରେ ଅଙ୍ଗନବାଡ଼ି କାନ୍ଥ ଭୁଶୁଡ଼ି ୭ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ସମୟ ରେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ ଶିଶୁ ସୁରକ୍ଷା ପ୍ରତି ବେଫିକର୍ ମାନବୃତ୍ତି ଚିନ୍ତାର କାରଣ ହୋଇଛି।!-->…
ଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପଭିତ୍ତିକ ପରିଭ୍ରମଣ କାର୍ଯ୍ୟକ୍ରମ…
ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସରଣକୁଳ ସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରଛାତ୍ରୀଙ୍କ ଦ୍ଵାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ!-->!-->!-->…
ପିଇଓ ବିଜୟ ସେଠିଙ୍କ କଳାକାରନାମା ପଛରେ ସରପଞ୍ଚଙ୍କ ହାତ..! ମିଳିମିଶି ଫଲସ୍ ବିଲକରି ଲୁଟୁଛନ୍ତି ଲକ୍ଷ ଲକ୍ଷ…
ରାଜନଗର -: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ପଞ୍ଚାୟତରେ ସରପଞ୍ଚଙ୍କ ସହ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ସେଠୀ ପଞ୍ଚାୟତର ବିଭିନ୍ନ କାର୍ଯ୍ୟ କରାନଯାଇ ଏବଂ ନାମକୁ ମାତ୍ର କାର୍ଯ୍ୟ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ଆସୁଥିବା ଵେଳେ ଏଵେ ଜଗନ୍ନାଥଙ୍କ ପରିକ୍ରମା ପାଇଁ!-->…
ଓଡ଼ିଆ ଭାଷା ଆଇନ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଭାଷା ଆଇନ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥଙ୍କ ସମ୍ପାଦିତ ଏହି ପୁସ୍ତକରେ ୧୯୪୮ରୁ ୨୦୧୮ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଆଇନର ଇତିହାସକୁ!-->…
ବ୍ଲକ ସ୍ତରୀୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ
ଉମରକୋଟ : ସୂଚନାପ୍ରକାରେ ଆଜି ଉମରକୋଟ ସ୍ଥାନୀୟ ନୋଡାଲ ଏସ.ଏସ. ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି | ଏହି ଉପଲକ୍ଷେ ଆୟୋଜିତ ଚିତ୍ରାଙ୍କନ, କୁଇଜ, ବକୃତା,ନାଚ, ଗୀତର ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ ମୁଖ୍ୟ ଅତିଥି!-->…
ଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ସହରର ବିକାଶ ପାଇଁ ଆଲୋଚନା କଲେ ରାୟଗଡ଼ା ପ୍ରେସ କ୍ଳବ୍ ସଦସ୍ୟ…
ରାୟଗଡ଼ା : ରାୟଗଡ଼ା ପ୍ରେସ କ୍ଲବ ପକ୍ଷରୁ ଶନିବାର ଦିନ ନୂତନ ଜିଲାପାଳ ମନୋଜ ସତ୍ୟୱାନ ମହାଜନ ଓ ଏସପି ହରିଶ ବି.ସି.ଙ୍କୁ ଭେଟି ସ୍ୱାଗତ ଜଣାଇବା ସହିତ ସହରର ବିଭିନ୍ନ ସମସ୍ୟା ନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ପ୍ରେସ କ୍ଲବର ସଭାପତି ଯୋଗେଶ୍ୱର ଦାସ ଏବଂ ସମ୍ପାଦକ ରଞ୍ଜନ ରଥଙ୍କ!-->…
ବ୍ଲକସ୍ତରୀୟ ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ
ଦେବଗଡ଼,୪ା:ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ଶିକ୍ଷା ବିଭାଗ ଆନୁକୂଲ୍ୟରେ ତିଲେଇବଣି ସ୍ଥିତ ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବକୁ ତିଲେଇବଣି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଦୀପ ପ୍ରଜ୍ୱଳନ!-->…
କରଲଗା କପ୍ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ଡେରେଙ୍ଗ ସଂଗ୍ରାମ ଫାଇଟର ଚମ୍ପିୟାନ
ଦେବଗଡ଼ : ରିଆମାଳ ବ୍ଲକ କରଲଗା ଗ୍ରାମ ପଂଚାୟତ ସଦର ମହକୁମାରେ କରଲଗା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ୬ ଦିନିଆ କରଲଗା କପ୍ କ୍ରିକେଟ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି ।ଆଜିର ଫାଇନାଲ ମ୍ୟାଚରେ ଅନୁଗୁଳ ଜିଲା ବାଗଡିଆ ର ବିସିଏକୁ ୨୭ ରନରେ ପରାସ୍ତ କରି ଅନୁଗୁଳ ଜିଲା ଡେରେଙ୍ଗ!-->…