ମଧୁଦାସ ପୀଠର କାଞ୍ଜିପାଣି ପେଟଜନିତ ରୋଗ ପାଇଁ ସର୍ବୋଷଧି

ରାଜନଗର : ଆଜି କାଲି ବିଭିନ୍ନ ପ୍ରକାରର ଅତ୍ୟା ଧୁନିକ ଖାଦ୍ୟ ପାଇଁ ଆମର ଭିନ୍ନ ଭିନ୍ନ ପେଟ ଜନିତ ରୋଗ ଦେଖା ଦେଉଛି। ଆମେ ଏହା ପାଇଁ ମେଡ଼ିକାଲ ର ଦ୍ବାରସ୍ଥ ହୋଇଥାଇ। କେନ୍ଦ୍ରାପଡା ଜିଲ୍ଲା ର କନ୍ତିଆ ମଧୁ ଦାସ ପୀଠ ରେ ବହୁ ପ୍ରାଚୀନ କାଞ୍ଜି ପାଣି ଯେଉଁମାନେ ପିଅନ୍ତି, ସେମାନଙ୍କର ପେଟ

ଅଯୋଧ୍ୟାର ରାମଲାଲାଙ୍କ ମନ୍ଦିର ଶିଳ୍ପୀଙ୍କୁ ସମ୍ବର୍ଦ୍ଧନା

ରାଜନଗର : ସମାଜରେ ସମସ୍ତେ ଜାଣିଥିବେ ଗତ ମାସ ତା 22.01.24 ରିଖ ଦିନ ବହୁ ପ୍ରତିକ୍ଷିତ ରାମଲାଲl ଙ୍କ ମନ୍ଦିର ଅଯୋଧ୍ୟା ରେ ଦୀର୍ଘ ଦିନର ପ୍ରତୀକ୍ଷା ର ଅନ୍ତ ଘଟାଇ ପ୍ରତିଷ୍ଠା ହୋଇଛି l ଏହି ବିଶ୍ଵ ପ୍ରସିଦ୍ଧ ମନ୍ଦିର ନିର୍ମାଣ ରେ ଦେଶ ର କୋଣ ଅନୁକୋଣ ରୁ ଅନେକ ପଥର ଶିଳ୍ପୀ ଦିନ ରାତି

ରାଜନଗର ବ୍ଲକ ଯୋଗାଣ ଅଧିକାରୀଣି ଓ ଡିଲରଙ୍କ ମଧୁଚନ୍ଦ୍ରିକାରେ ଗରିବ ହିତାଧିକାରୀ କ୍ଷତିଗ୍ରସ୍ତ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଯୋଗାଣ ଅଧିକାରୀଣି ଓ ଡିଲରଙ୍କ ମଧୁଚନ୍ଦ୍ରିକାରେ ଗରିବ ହିତାଧିକାରୀଙ୍କ ୪ମାସର ରେସନ ଚାଉଳକୁ ୩ମାସର ଦେଇ ବଳକା ହଡପ କରିଥିବା ଜୁନସୁନଗର, ମଧୁପୁରୁ ଓ ବଳରାମପୁରୁ ହିତାଧିକାରୀ ଅଭିଯୋଗ କରିଛନ୍ତି । ରଙ୍ଗଣି, ପଟ୍ଟାପାରିଆ, ସମେତ ଏନେଇ ବହୁ

ଉପଭୋକ୍ତାଙ୍କ ସପକ୍ଷରେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗଙ୍କ ରାୟ

ବ୍ରହ୍ମପୁର : ବିଦ୍ୟୁତ୍ ଭିଜିଲାନ୍ସ ବିଭାଗ ଦ୍ୱାରା ଆଦାୟ କରାଯାଇଥିବା ଦେୟକୁ ପ୍ରତିମାସ ୬% ସୁଧ ଉପଭୋକ୍ତାଙ୍କ ଭବିଷ୍ୟତ ବିଲ୍ ରେ ଆଡଜଷ୍ଟମେଣ୍ଟ କରିବା ସହ ଉପଭୋକ୍ତା କେଟୋଗୋରିକୁ ସାଧାରଣ ବର୍ଗ ରୁ ପରିବର୍ତ୍ତନ କରି ଘରୋଇ ବର୍ଗ କରିବା ପାଇଁଁ ରାୟ ଦେଲେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ

ଲୋକପ୍ରିୟ ଯୁବନେତା ତଥା ବିଜେପି ଗଞ୍ଜାମ ଜିଲ୍ଲାର ସାଧାରଣ ସମ୍ପାଦକ ଏନ୍.ରାଜେନ୍ଦ୍ର କୁମାରଙ୍କ ଅକାଳ ବିୟୋଗ

ବ୍ରହ୍ମପୁର, ୩/୨ : ଲୋକପ୍ରିୟ ଯୁବ ନେତା ତଥା ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର ସାଧାରଣ ସମ୍ପାଦକ ଏନ୍.ରାଜେନ୍ଦ୍ର କୁମାରଙ୍କ ୪୬ ବର୍ଷ ବୟସ ହୃଦଘାତରେ ଅକାଳ ବିୟୋଗ ଘୋଟିଛି । ଏହି ଦୁଃଖଦ ଖବର ସମଗ୍ର ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ସ୍ତବ୍ଧ

ଫେବ୍ରୁୟାରୀ ୭ରେ ଘୁମୁସର ଗୋପଳ ସମୂହ ଗାଈଗୋରୁ ଧରି ରାଜ ରାସ୍ତାରେ କରିବେ ଧର୍ମଘଟ

ଭଞ୍ଜନଗର : ଚାରଣ ଭୂମି , ଗୁହାଳ ବାସ -ଚାଷର ଘୋର ଅଭାବ ଓ ୨୦ଗୋଟି ଅଭିଯୋଗର ନଶୁଣିବା ପ୍ରତିବାଦରେ ଘୁମୁସରୀ ଗୋପଳ ସମିତି ତରଫରୁ ସାମ୍ବାଦିକ ସମ୍ମିଳନୀ ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଆୟୋଜନ କରାଯାଇ ଆଗାମୀ ଫେବ୍ରୁୟାରୀ ୭ରେ ଘୁମୁସରୀ ଗୋପଳ ସମୂହ ଗାଈଗୋରୁ ଧରି ରାଜ ରାସ୍ତାରେ

ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ : ସାହିତ୍ୟିକ ସମାବେଶ ଓ କବିତା ପାଠୋତ୍ସବ

ହିଞ୍ଜିଳିକାଟୁ : ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ପାଳନ ଅବସରରେ ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ସାହିତ୍ୟିକ ସମାବେଶ ଓ କବିତା ପାଠୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ବହୁ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ୩ ଦିନ ଧରି ଏହି

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗାନ କରାଗଲା…

ବ୍ରହ୍ମପୁର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଆଜି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ ଘଣ୍ଟିକାରେ ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀର୍, ଅତିରିକ୍ତ

ଦାବୀ ପୂରଣରେ ବିଳମ୍ବତାର ପ୍ରତିବାଦ : ନୂଆଁଡିହୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲା ଜିଲା କୃଷକ ସଂଘର୍ଷ…

ଦେବଗଡ଼ : ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମୀହିନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀ ପୁରଣରେ ବିଳମ୍ବତା ଦେଖାଦେଇଛି । ଏଣୁ ଏହାର

ବ୍ଲକସ୍ତରୀୟ ‘ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪’

ଦେବଗଡ଼ : ତିଲେଇବଣୀ ବ୍ଲକ କାର୍ଯ୍ୟାଳୟରେ ବ୍ଲକ ପ୍ରସାଶନ ତରଫରୁ ଶନିବାର ବ୍ଲକ ସ୍ତରୀୟ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅତିଥି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀଙ ଭୋଇ ଏବଂ ଉପାଧ୍ୟକ୍ଷ - ଆରତୀ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ସୁମନ୍ତ୍ର କୁମାର