Sign in
Sign in
Recover your password.
A password will be e-mailed to you.
୪ କୋଟି ଟଙ୍କା ଠକେଇ ଅଭିଯୋଗରେ ବିଲ୍ଡର ଗିରଫ…
ଭୁବନେଶ୍ବର : ୪ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଓଡବ୍ଲ୍ୟୁ ଜଣେ ବିଲ୍ଡରଙ୍କୁ ଗିରଫ କରିଛି। ତାଙ୍କ ନାଁ ଦୀପକ କୁମାର ଛୋଟରାୟ। ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗରେ।ଅନୀଲ କୁମାର ପଣ୍ଡା ଓ ଅନ୍ୟ ୩୪ ଜଣ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ଦୀପକ କୁମାର ଛୋଟରାୟଙ୍କୁ ଗିରଫ!-->…
ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ୍ ପ୍ରଦାନ ଶିବିର ଉଦଯାପିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଛାତ୍ରୀଙ୍କୁ ଆତ୍ମରକ୍ଷା ତାଲିମ୍ ପ୍ରଦାନ ଶିବିରର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ.ମଧୁସୂଦନ ମହାପାତ୍ର,!-->…
ଭୁବନେଶ୍ୱରରୁ ନିଖୋଜ ଦୁଇ ଛାତ୍ରୀ ପୁରୀରୁ ଉଦ୍ଧାର
ଭୁବନେଶ୍ବର :ଗତକାଲି ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିବା ଦୁଇ ସ୍କୁଲ ଛାତ୍ରୀଙ୍କୁ ଆଜି ପୁରୀରୁ ଉଦ୍ଧାର କରାଯାଇଛି। ଦୁଇ ଛାତ୍ରୀଙ୍କୁ ପୁରୀରୁ ଉଦ୍ଧାର କରାଯାଇଥିବା ନେଇ ଭରତପୁର ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ନିଖୋଜ ଦୁଇ ଛାତ୍ରୀ ନାବାଳିକା।ଗତକାଲି ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି!-->…
ଦାଦନ ଖଟିବାକୁ ଯାଇ ନାବାଳକ ସହ ବୟସ୍କଙ୍କ ମୃତ୍ୟୁ
ଉମରକୋଟ (ସପ୍ର ): ନବରଙ୍ଗପୁର ଜ଼ିଲ୍ଲାର ଶ୍ରମ ବିଭାଗ ଦାଦନ ଶ୍ରମିକ ରଖିବାରେ ବିଫଳ l ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଗରିବ ଖଟିଖିଆ ନିଜ ରାଜ୍ୟରେ କାମ ଧନ୍ଧା ନ ପାଇଁ ନିୟନ୍ତ ହୋଇ ବାହାର ରାଜ୍ୟରେ କାମ କରିବାକୁ ଯିବା ଅଧିକାଂଶ ସମୟରେ ପରିଲୋକ୍ଷିତ। ଦାଦନ ଖଟିବାକୁ ଯାଇ ସେମାନଙ୍କର ମଡ଼!-->…
ରାଇଘର ଠାରୁ ରତନଗୁଡ଼ା ପର୍ଯନ୍ତ ମୁଖ୍ୟ ସଡ଼କ ଅବସ୍ଥା ଶୋଚନୀୟ, ପ୍ରଶାସନ ନିରବଦ୍ରଷ୍ଟା…
ଉମରକୋଟ : (ନିପ୍ର )ସୂଚନା ପ୍ରକାରେ ଦୀର୍ଘପ୍ରାୟ ୩ବର୍ଷ ହେବ ରାଇଘର ଠାରୁ ରତନଗୁଡ଼ା ପର୍ଯନ୍ତ ମୁଖ୍ୟ ସଡ଼କ ଟି ଅତି ଶୋଚନୀୟ ହୋଇ ପରିଛି | ବଡ଼ ବଡ଼ ଗାତରେ ପଥର ସହ ପଥର ଗୁଣ୍ଡ ପକାଇ ଥିଲେ, ବର୍ତ୍ତମାନ ସେଗୁରିକ ପାଉଡର ହୋଇ ଉଡ଼ୁଛି | ପଥର ଗୁଡ଼ାକ ଏପଟେ ସେପଟେ ବିଛାଡି ହୋଇପରିଛି, ଯାହା!-->…
ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଡାଇଲିସିସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ବଣାଇ: ବଣାଇ ଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ଅଭାସି ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଣାଇ ଉପଖଣ୍ଡ ଚିକିତ୍ସାଳୟ ସମେତ ୧୬ ଗୋଟି ଡାଇଲିସିସ ସେଣ୍ଟର ଉଦଘାଟନ କରିଛନ୍ତି।
ବଣାଇଁ ବିଡିଓ ଦିବ୍ୟ ଶଙ୍କର ଜୟପୁରିଆଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ହୋଇଥିବା…
ବଢ଼ିଲା ମାହାଙ୍ଗା ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା…
କଟକ : ହାଇକୋର୍ଟ ଆଜି ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି କରିଛନ୍ତି। ଏହି ସୁରକ୍ଷା ମିଆଦ ଫେବୃଆରୀ ୧୩ ଯାଏଁ ବୃଦ୍ଧି କରିଛନ୍ତି ହାଇକୋର୍ଟ। ଫଳରେ ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ…
ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ…
ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଅଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଶୁକ୍ରବାର ସକାଳ ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ ଏବଂ ପରବର୍ତ୍ତୀ ୨୪ ଘଣ୍ଟାରେ ଯାଜପୁର, ବାଲେଶ୍ବର,…
ସ୍ଥାଣୁ ଆର୍ଡିଏ ଓ ଗୃହନିର୍ମାଣ ସଂସ୍ଥା: ପ୍ରସ୍ତାବରେ ଅଟକିଛି ବାସଗୃହ ପ୍ରକଳ୍ପ
ରାଉରକେଲା: ଦେଶର ସ୍ମାର୍ଟସିଟି ତାଲିକାରେ ସ୍ଥାନ ପାଇଛି ରାଉରକେଲା। କିନ୍ତୁ ସହର ଯେତିକି ସ୍ମାର୍ଟ ହେବା କଥା, ଆଜି ପର୍ଯ୍ୟନ୍ତ ତାହା ହୋଇପାରିନି। ପ୍ରାୟ ୭ ଲକ୍ଷ ଲୋକ ବାସ କରୁଥିବା ଇସ୍ପାତ ସହରରେ ବାସଗୃହ ବଡ଼ ସମସ୍ୟାଭାବେ ଉଭା ହୋଇଛି। ରାଉରକେଲା ଉନ୍ନୟନ…
ରେଳ ବଜେଟରୁ ଓଡ଼ିଶାକୁ ମିଳିବ ୧୦,୫୩୬ କୋଟି : ବୈଷ୍ଣବ…
ନୂଆଦିଲ୍ଲୀ: ୟୁପିଏ ସରକାର ଅମଳରେ ରେଳ ବଜେଟରେ ଓଡ଼ିଶା ପରି ଗୁରୁ୍ତ୍ବପୂର୍ଣ୍ଣ ରାଜ୍ୟକୁ କ୍ରମାଗତଭାବେ ଅବହେଳା କରାଯାଉଥିଲା । କିନ୍ତୁ ମୋଦୀ ସରକାର ଅମଳରେ ଓଡ଼ିଶାରେ ଦ୍ରୁତ ଗତିରେ ରେଳ ବିକାଶ କାମ ଆଗେଇ ଚାଲିଛି ବୋଲି ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ କହିଛନ୍ତି ।…