ବ୍ରାହ୍ମଣୀ ଗାଁ ବନାଞ୍ଚଳ ଅଧିକାରୀ ଭାବେ ହରିହର ବେହେରାଙ୍କ ଦାୟିତ୍ୱ ଗ୍ରହଣ

ଦାରିଙ୍ଗବାଡି,୩୧/୧ : ବାଲିଗୁଡ଼ା ବନଖଣ୍ଡ ଅଧୀନ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ଭାବେ ହରିହର ବେହେରା ମଙ୍ଗଳବାର ଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ଅନୁଗୁଳ ଜିଲ୍ଲାର କଦଳିଗଡ଼ କେଏଲ୍ ବନାଞ୍ଚଳରେ ବନାଞ୍ଚଳ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ତତ୍କାଳୀନ

ଦକ୍ଷିଣାଞ୍ଚଳ ଆଇଜି ଭାବେ ଆଜି ଦାୟିତ୍ବ ନେଇଛନ୍ତି ବରିଷ୍ଠ ଆଇପିଏସ ଅଫିସର ଜୟନାରାୟଣ ପଙ୍କଜ

ବ୍ରହ୍ମପୁର : ଆଜି ପୂର୍ବାହ୍ନ ୧୧ଟା ସମୟରେ ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜୟନାରାୟଣ ପଙ୍କଜ । ସେଠାରେ ପୂର୍ବତନ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କ ଠାରୁ ଜୟନାରାୟଣ ପଙ୍କଜ ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବତନ

ଗୁପ୍ତିରେ ଲୁଣା ଜଙ୍ଗଲ ନିଆଁ ସମନ୍ଧୀୟ ପ୍ରଶିକ୍ଷଣ ଓ ଜନ ସଚେତନତା ଶିବିର

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ସଦର ବନାଞ୍ଚଳର ଗୁପ୍ତି ଫରେଷ୍ଟର ଶ୍ରୀ ବିଭୁତି ଭୂଷଣ ତରାଇଙ୍କ ଆୟୋଜନ ତଥା ରେଞ୍ଜର ଶ୍ରୀ ଚିତ୍ତରଞ୍ଜନ ବେହୁରାଙ୍କ ସଂଯୋଜନାରେ ଗୁପ୍ତି ସିସିଆରସି ଗୃହରେ ଜଙ୍ଗଲ ନିଆଁ ସମନ୍ଧୀୟ ପ୍ରଶିକ୍ଷଣ ଓ ସଚେତନତା ଶିବିର ଆଜି ଅନୁଷ୍ଠିତ

ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟ ପକ୍ଷରୁ ସାମୁହିକ ବ୍ରତୋପନୟନ

ହିଞ୍ଜିଳିକାଟୁ ୩୧/୧ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସୁନ୍ଦର ମାଧବ ବେଦ କର୍ମକାଣ୍ଡ ବିଦ୍ୟାଳୟ ଆନୁକୁଲ୍ୟରେ ମାଁ ଶ୍ୟାମଳାଇ ମନ୍ଦିର ପରିସରରେ ବୁଧବାର ଅନୁଷ୍ଠିତ ହୋଇଛି ବାର୍ଷିକ ଗଣ ବ୍ରତୋପନୟନ । ବିଦ୍ୟାଳୟ ପକ୍ଷରୁ ବିଗତ ତିିନି ବର୍ଷରେ ୫୦ରୁ ଉର୍ଦ୍ଧ ଜଣ ବ୍ରହ୍ମଚାରୀଙ୍କୁ

ଜନ୍ମ ସମୟରେ ଲିଙ୍ଗଗତ ବ୍ୟବଧାନ ନିମନ୍ତେ ରାଜ୍ୟସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି ମାଲକାନଗିରି ଜିଲ୍ଳା

ମାଲକାନଗିରି, ୩୧/୧/୨୪ : ରାଜ୍ୟ ଓ ଦେଶରେ ପରିଲକ୍ଷିତ ହେଉଥିବା ଶିଶୁକନ୍ୟା ସନ୍ତାନ ଜନ୍ମହାର ହ୍ରାସ ଏକ ଚିନ୍ତାର ବିଷୟ ପାଲଟିଛି,ଏଣୁ କନ୍ୟା ସନ୍ତାନ ସୁରକ୍ଷା କଥା ଲିଙ୍ଗ ନିରୂପଣ ଏବଂ ଏହି ନିୟମ ଅନ୍ତର୍ଗତ ଦଣ୍ଡ ବିଧାନ ବିଷୟରେ ଗୋଷ୍ଠୀ ସ୍ତରରେ ପ୍ରଚାର ଓ ପ୍ରସାର ମଧ୍ୟ

ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଦାରିଙ୍ଗବାଡ଼ି,୩୧/୧ : ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ବକ୍ତା ଭାବେ

ବିଜେପିର ଗାଁ କୁ ଚାଲ କର୍ମଶାଳା

ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲାର "ଗାଁ କୁ ଚାଲ" ଅଭିଯାନ କର୍ମଶାଳା ଜିଲ୍ଲା ସଭାପତି ଡ଼ା.ସୁବାଷ ସାହୁଙ୍କ ସଭାପତିତ୍ବରେ ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ୍ ଛକ ସ୍ଥିତ ରାଜସ୍ବ ଡ଼ାକ ବଙ୍ଗଳା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ

ମାତାଲ ଡ଼୍ରାଇଭରଙ୍କ ସିରିଜ ଦୁର୍ଘଟଣା

ହିଞ୍ଜିଳିକାଟୁ, ୩୧/୧: ବୁଧବାର ରାତ୍ର ପ୍ରାୟ ସାଢେ ୮ ଘଣ୍ଟା ସମୟରେ ଜଣେ ମଦ୍ୟପ କାର ଚାଳକ ସିରିଜ ଦୁର୍ଘଟଣା ଘଟାଇଥିବା ଜଣାପଡିଛି। ଦୁର୍ଘଟଣାରେ ବଡ ଧରଣର କ୍ଷୟକ୍ଷତି ଘଟିନଥିଲେ ମଧ୍ୟ ଦୁର୍ଘଟଣାଗ୍ରସ୍ତ କାରଟି କ୍ଷତିଗ୍ରସ୍ତ ହୋଇଛି। ପ୍ରକାଶ ଯେ, ବୁଧବାର ରାତ୍ର ପ୍ରାୟ ସାଢେ ୮ଘଣ୍ଟା

ଗଞ୍ଜେଇ ଚାଲାଣର ଭୂସ୍ବର୍ଗ ପାଲଟିଛି ରାଇଘର ଅଞ୍ଚଳ, ଟେର ପାଇପାରୁ ନାହଁ ସୀମାନ୍ତ ପୋଲିସ୍

ଉମରକୋଟ : ସପ୍ର (୩୧/୦୧/୨୦୨୪) ଗଞ୍ଜେଇ ଚାଲାଣର ଭୂସ୍ବର୍ଗ ପାଲଟିଛି ରାଇଘର ବ୍ଲକର କୁନ୍ଦେଇ ଥାନା କାଉଡୋଳା ପଞ୍ଚାୟତ ଅନ୍ତର୍ଗତ ଧୂଙ୍ଗୀ୍ୟାଡିହିର ଖାଳେପାରା ଗ୍ରାମ । ଟେର ପାଇପାରୁ ନାହିଁ ସୀମାନ୍ତ ପୋଲିସ୍। ବିଷସ୍ତସୂତ୍ରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ସୂଚନା ପାଇଁ ଓ ନିର୍ଦେଶ କ୍ରମେ

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାସମ୍ପର୍କିତ ସଚେତନତା ତାଲିମ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନବିଭାଗ କାର୍ଯ୍ୟାଳୟ ସଭାଗୃହରେ ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସମ୍ପର୍କିତ ସଚେତନ ତାଲିମ ଏବଂ ମିଳିତ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି