୧୩ ସହରରେ ପାରା ୩୮ଡ଼ିଗ୍ରି ଅତିକ୍ରମ

ଭୁବନେଶ୍ବର: ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୩୯ ଡିଗ୍ରି ଉପରେ ରହିଛି। ସେହିପରି ୧୩ଟି ସହରରେ ପାରା ୩୮ ଡିଗ୍ରି ଉପରେ ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପାରଳାଖେମୁଣ୍ଡିରେ…

ସମ୍ବଲପୁରରେ ଧର୍ମେନ୍ଦ୍ର ଓ ପ୍ରଣବ ମୁହାଁମୁହିଁ

ସମ୍ବଲପୁର: ସମ୍ବଲପୁର ଲୋକସଭା ନିର୍ବାଚନରେ ଏଥର ବିଜେଡି ଓ ବିଜେପି ମଧ୍ୟରେ ହେବ ମହାଲଢ଼େଇ । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିରୁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବାପରେ ରାଜ୍ୟ ରାଜନୀତିରେ ଏହିଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି…

୩୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜିଏସ୍‌ଟି ଅଧିକାରୀ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଜିଏସ୍‌ଟି ଅଧିକାରୀ ମାନସ ରଂଜନ ବେହେରା। ୩୦ ହଜାର ଟଙ୍କାର ଲାଞ୍ଚ ନେବାବେଳେ ମାନସଙ୍କୁ କାବୁ କରିଛି ଭିଜିଲାନ୍ସ। ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ପୁରୀର ସିଟିଓ ଆଣ୍ଡ ଜିଏସ୍‌ଟି, ଏନ୍‌ଫୋର୍ସମେଣ୍ଟ ୟୁନିଟ୍‌ର ଅଧିକାରୀଙ୍କୁ ଲାଞ୍ଚ ନେବାବେଳେ ଟ୍ରାକ୍‌…

ଟିକେଟ୍ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ନେତାଙ୍କ ଭିଡ଼

ଭୁବନେଶ୍ବର: ନବୀନ ନିବାସରେ ନେତାଙ୍କ ଭିଡ଼ । ଟିକେଟ୍ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ପହଞ୍ଚିଛନ୍ତି ସାଂସଦ ଓ ବିଧାୟକ ପ୍ରାର୍ଥୀ । ରୀତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ସୁବାସ ବେହେରା, ନିରଞ୍ଜନ ପୂଜାରୀ, ବିପ୍ଳବ ପାତ୍ର ନବୀନ ନିବାସରେ ପହଞ୍ଚିଛନ୍ତି ।କଟକ…

ବିଜେପିରେ ମିଶିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶାର ରାଜନୀତିରେ ବଡ଼ ଧରଣର ନେତାଙ୍କ ଦଳ ବଦଳ ହୋଇଛି। ବିଜେଡିରୁ ଇସ୍ତଫା ଦେଇଥିବା ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ଅପରାହ୍ନ ସାଢ଼େ ୨ଟାରେ ନୂଆଦିଲ୍ଲୀର ବିଜେପି…

ସଡକ ଦୁର୍ଘଟଣାରେ ଯୁବକ ମୃତ..! : ସନ୍ଦେହ ରେ ଥାନାରେ ଏତଲା ଦେଲେ ପରିବାର ଲୋକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ପଟାବାଲି ସାହି ନିକଟସ୍ଥ ବ୍ରିଜ ଉପରେ ଏକ ଅଜଣା ବ୍ଯକ୍ତିର ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ପଡିଥିବା ଦେଖିବାକୁ ମିଳିଥିଲା l କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ମୁଖ୍ୟ ଚିକିତ୍ସାଳୟରେ ରକ୍ତାକ୍ତ ବ୍ଯକ୍ତିଙ୍କୁ ଭର୍ତ୍ତି କରାଇଥିଲେ l ପ୍ରାପ୍ତ…

ସଡ଼କ ଦୁର୍ଘଟଣା ରେ ବୃଦ୍ଧାଙ୍କ ମୃତ୍ୟୁ…

ଉମେରକୋଟ : ନବରଙ୍ଗପୁର ଜିଲ୍ଲା, ଉମରକୋଟ ବ୍ଲକ ଅନ୍ତର୍ଗତ ସାନଭରଣ୍ଡି ଦେଇ ଯାଇ ଥିବା ଜାତୀୟ ରାଜ ପଥ ନିକଟରେ ଆଜି ସକାଳେ ଆନୁମାନିକ ୭ ଟା ସମୟରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଦେଖିବାକୁ ମିଳିଛି। ଏଥିରେ ସାନଭରଣ୍ଡୀ ଗ୍ରାମର ଏକ ବୃଦ୍ଧା ଗୋରୀ ମାଝି, ସ୍ୱାମୀ ଚମରା ମାଝୀ, ଆନୁମାନିକ ବୟସ…

ବିଶ୍ଵ ନାଟ୍ୟ ଦିବସରେଅମିୟ ମହାନ୍ତି ସମ୍ବର୍ଦ୍ଧିତ…

ଫୁଲବାଣୀ : କନ୍ଧମାଳର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ, ଫୁଲବାଣୀ ତରଫରୁ "ବିଶ୍ୱ ନାଟ୍ୟ ଦିବସ" ଅବସରରେ ବିଶିଷ୍ଟ ମଞ୍ଚ ଅଭିନେତା ତଥା ନାଟ୍ଯ ନିର୍ଦ୍ଦେଶକ ଶ୍ରୀ ଅମୀୟ କୁମାର ମହାନ୍ତିଙ୍କୁ "ଏମ୍‌ କେ ଏସ୍‌ ପି ନାଟ୍ୟ ସମ୍ମାନ" ପ୍ରଦାନ…

ଡାଟା ପ୍ୟାକରେ ହେଉଛି ଲୋକଙ୍କୁ ଠକେଇ …?

କିଛି ସମୟ ନେଟ ବ୍ୟବହାର ପରେ ନେଟୱାର୍କ ଫେଲ ସହ ଡାଟା ଖୋଲୁନି………ବ୍ରହ୍ମପୁର : ଗତ କିଛି ମାସ ହେଲା ବିଭିନ୍ନ କମ୍ପାନୀ ମୋବାଇଲ ଡାଟା ରେ ଦର ବୃଦ୍ଧି କରିଛନ୍ତି। ଏବେ କିଛି ଦିନ ହେଲା ସ୍ୱଳ୍ପ ସମୟ ଡାଟା ବ୍ୟବହାର କରିଲେ ବି ଆପଣଙ୍କ ଡାଟା ପ୍ୟାକ ୫୦ ପ୍ରତିଶତ ସରିଗଲା ବୋଲି ମେସେଜ…