ଶିକ୍ଷକ ନିୟୁତି ଦାବିରେ ଫାଟକରେ ତାଲା ପକାଇ ଅନଶନ କଲେ ଅଭିଭାବକ…

ଆର,ଉଦୟଗିରି :ଆର,ଉଦୟଗିରି ବ୍ଲକର ଶବରପଲ୍ଲି ଗ୍ରାମର ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ନିଯୁତି ଦାବି ନେଇ ଅଭିଭାବକମାନେ ବିଦ୍ୟାଳୟ ମୁଖ୍ୟ ତାଲା ଅନସନ ବସିଛନ୍ତି । ଏହି ବିଦ୍ୟାଳୟରେ ୨୩୧ ପିଲାଙ୍କୁ ଦୁଇ ଶିକ୍ଷକ । ତା ପୁଣି ଦୁଇ ବର୍ଷ ହେଲା ବାଷିକ ପରିକ୍ଷା ନ ହୋଇ ପିଲାଙ୍କ ପାଠପଢା ଚାଲିଛି ।

ଅବସରପ୍ରାପ୍ତ ସରକାରୀକର୍ମଚାରୀଙ୍କ ସମ୍ବର୍ଦ୍ଧନା ଉତ୍ସବ

ଝଙ୍କଡ଼ ତା ୩୦/୧/୨୦୨୪ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛତ୍ରମଠ ତରାପୁର ସ୍ଥିତ ତରାଦେଈ ଙ୍କ ମନ୍ଦିର ସମ୍ମୁଖରେ , କନକ ପୁର ପଞ୍ଚାୟତ ଶାଖା ସଂଘ ତରଫରୁ, ଅବସରପ୍ରାପ୍ତ ସରକାରୀ ସଂଘ ର ୨୦୨୪ ନବବର୍ଷ ଉପଲକ୍ଷେ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ଗତ

ମିନାକ୍ଷୀ ବାହିନୀପତି ହେଲେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ

ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ଘର ସଜାଡ଼ିବାରେ ଲାଗି ପଡିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡ଼ିଶା କଂଗ୍ରେସ ସେତିକି ଚଳଚଞ୍ଚଳ ହୋଇ ଉଠୁଛି। ଗତକାଲି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଓଡ଼ିଶା ଗସ୍ତ ପରେ ଆଜି କଂଗ୍ରେସ ସାଂଗଠନିକ ସ୍ତରରେ ପରିବର୍ତ୍ତନ

ପିସିସି ଅଫିସରେ ପିଟାପିଟି ହେଲେ ନେତା, ବର୍ଷିଲା ଲାତ-ଗୋଇଠା

ଥମୁନି କଂଗ୍ରେସର ଅନ୍ତଃକନ୍ଦଳ। ଏବେ ଦାଣ୍ଡରେ ପଡି ହାଟରେ ବିକ୍ରି ହେଲାଣି କଂଗ୍ରେସର ଭିତିରିଆ ଲଢ଼େଇ। ସର୍ବ ସମ୍ମୁଖରେ ପିଟାପିଟି ହେଉଛନ୍ତି ନେତା। କେବଳ ସେତିକି ନୁହେଁ ପିସିସି ଅଫିସରେ ଚୌକି ମଧ୍ୟ ଫିଙ୍ଗାଫିଙ୍ଗି ହୋଇଛନ୍ତି। ପରସ୍ପରକୁ ଅସଭ୍ୟା ଭାଷାରେ ଗାଳିଗୁଲଜ କରିବା ସହ

ମାଓବାଦୀଙ୍କ ଗୁଳିରେ ୩ ଯବାନ ସହିଦ, ୧୪ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ମାଲକାନଗିରି: କିଛିଦିନର ବ୍ୟବଧାନ ପରେ ମାଓବାଦୀମାନେ ପୁଣି ରକ୍ତମୁଖା ହୋଇପଡ଼ିଛନ୍ତି। ସୁରକ୍ଷା ବାହିନୀର ଶିବିର ଉପରେ ସେମାନେ ଆକ୍ରମଣ କରିଛନ୍ତି। ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ୩ ଯବାନ୍‌ ସହିଦ ‌ହୋଇଛନ୍ତି। ଆକ୍ରମଣରେ ଅନ୍ୟ ୧୪ ଜଣ ଯବାନ ଆହତ ହୋଇଛନ୍ତି। ସୂଚନା ଅନୁସାରେ

ତୁରନ୍ତ ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି

ଭୁବନେଶ୍ୱର: ଯାଥାଶିଘ୍ର ନକଲି ଶିକ୍ଷକଙ୍କ ତଥ୍ୟ ଦେବାନେଇ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବାଲେଶ୍ଵର, ଭଦ୍ରକ, ବଲାଙ୍ଗୀର, ଗଜପତି, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାର ଶିକ୍ଷା

୧୪୬ ସାଂସଦଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ

ଜାନୁଆରୀ ୩୧ ତଥା ବୁଧବାର ଠାରୁ ଆରମ୍ଭ ହେବ ସଂସଦର ବଜେଟ୍‌ ଅଧିବେଶନ। ତେବେ ଏହି ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କ ନିଲମ୍ବନ ରଦ୍ଦ ହୋଇଛି। ଏନେଇ ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଶୀତ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରୁ ୧୪୬ ଜଣ ସାଂସଦଙ୍କୁ

୮ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ସକାଳୁ ସକାଳୁ ଘନ କୁହୁଡିରେ ଆଚ୍ଛାଦିତ ରହୁଛି ସମଗ୍ର ରାଜ୍ୟ । ତା ସାଙ୍ଗକୁ ପୁଣି ଥଣ୍ଡା ପବନ ଯାହା ଶୀତକୁ ଆହୁରି ଦ୍ବିଗୁଣିତ କରୁଛି । କୁହୁଡି ଯୋଗୁ ଦୃଶ୍ୟମାନ ଦୂରତା ବେଶ କମ ରହୁଛି । ଫଳରେ ଗାଡି ମୋଟର ଚଳାଚଳରେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି ଲୋକେ ।

ହୋଟେଲ ରୁମ୍‌ରୁ ମିଳିଲା ଯବାନଙ୍କ ମୃତଦେହ

ଭୁବନେଶ୍ୱର : ହୋଟେଲରୁ ସନ୍ଦେହ ଜନକ ଅବସ୍ଥାରେ ପୂର୍ବତନ ସେନା ଅଧିକାରୀଙ୍କ ମୃତ ଦେହ ମିଳିଛି । ତାଙ୍କ ନାମ ହେଲା ମିର୍ ସିଂହ, ବୟସ ୪୩ ବର୍ଷ । ରାଜସ୍ଥାନ ନିବାସୀ ମୀର ଚାରିବର୍ଷ ହେଲା ଭୁବନେଶ୍ୱରର ଏହି ହୋଟେଲକୁ ଆସୁଥିଲେ। ହୋଟେଲ ରୁମରୁ ମିଳିଲା ସନ୍ଦେହ ଜନକ ଅବସ୍ଥାରେ ମୃତଦେହ। ତାଙ୍କ

୪୦ ଘଣ୍ଟା ପରେ ପ୍ରକଟ ହେଲେ ସୋରେନ୍‌

ଦିଲ୍ଲୀରୁ ଗାଏବ ହୋଇଥିବା ଝଡଖଣ୍ଡ ମୁଖ୍ୟମନ୍ତ୍ରୀ ଶେଷରେ ରାଞ୍ଚିରେ ପ୍ରକଟ ହୋଇଛନ୍ତି। ଇଡି ସହ ଦୀର୍ଘ ୪୦ ଘଣ୍ଟାର ଲୁଚକାଳି ଖେଳ ପରେ ଦେଖା ଦେଇଛନ୍ତି ହେମନ୍ତ ସୋରେନ୍‌। ରବିବାର ଠାରୁ ଗାଏବ ଥିବା ସୋରେନ୍‌ ଆଜି ଆସି ରାଞ୍ଚିରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ଶାସକ ଦଳର