Sign in
Sign in
Recover your password.
A password will be e-mailed to you.
ମଝି ରାସ୍ତାରେ ବସ୍ ଭିତରେ ଡ୍ରାଇଭରଙ୍କୁ ହେଲା ହାର୍ଟଆଟାକ୍
ନୀଳଗିରି : ନିଜ କର୍ମ କରୁଥିବାବେଳେ ବସ୍ ଭିତରେ ହିଁ ଡ୍ରାଇଭରଙ୍କୁ ହେଲା ହାର୍ଟଆଟାକ୍ । ଆଉ ରାସ୍ତା ମଝିରେ ଚାଲିଗଲା ଟୁରିଷ୍ଟ ବସ୍ ଡ୍ରାଇଭରଙ୍କ ଜୀବନ । ହଁ ଆଜ୍ଞା ନୀଳଗିରି ପଞ୍ଚଲିଙ୍ଗେଶ୍ୱରକୁ କୋଲକତାରୁ ବୁଲିବାକୁ ଆସୁଥୁବା ଏକ ଟୁରିଷ୍ଟ ବସ ଡ୍ରାଇଭରଙ୍କ ସହ ଘଟିଛି ଏଭଳି ଏକ ଅଭାବନୀୟ!-->…
ବରମୁଣ୍ଡା ବସ୍ ଟର୍ମିନାଲରେ ପହଞ୍ଚି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ
ଭୁବନେଶ୍ଵର: ନୂଆ ରୁପ ପାଇବାକୁ ଯାଉଛି ଅନ୍ତଃରାଜ୍ୟ ବରମୁଣ୍ଡା ବସ୍ ଟର୍ମିନାଲ । ୧୫.୫ ଏକର ଜମିରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ସମସ୍ତ ସୁବିଧା ଉପଲବ୍ଧ ହେବ । ଏଠାରେ ଯାତ୍ରୀଙ୍କୁ ଏୟାରପୋର୍ଟ ଭଳି ଅନୁଭବ ମିଳିବ । ତେବେ ଫେବୃଆରୀର ମଧ୍ୟ ଭାଗରେ ଏହି!-->…
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗରେ ଡାକ୍ତରଙ୍କୁ ମାଡ଼
ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାରେ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଡାକ୍ତରକୁ ଆକ୍ରମଣ କରିଛନ୍ତି ମୃତ ରୋଗୀଙ୍କ ସମ୍ପର୍କୀୟ । ଡ୍ୟୁଟିରେ ଥିବା ଡାକ୍ତର୍ ଆର.ଏନ.ଏସ ଦଳ ପତିଙ୍କୁ ଆକ୍ରମଣ। ବିଳମ୍ବରେ ଆସିବା ସହିତ ମଦ୍ୟପାନ କରିଥିବା ଅଭିଯୋଗରେ ମେଡିକାଲରେ!-->…
ଜାହାଜରୁ ଅପହୃତ ୧୯ ପାକିସ୍ତାନ ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା
ପାକିସ୍ତାନ ନାବିକଙ୍କୁ ସାହାଯ୍ୟର ହାତ ବଢାଇଲା ଭାରତୀୟ ନୌସେନା। ସୋମାଲିଆ ଉପକୂଳରୁ ଅପହୃତ ପାକିସ୍ତାନର ୧୯ ଜଣ ନାବିକଙ୍କ ସୁରକ୍ଷିତ ଉଦ୍ଧାର କରିଛି। ଭାରତୀୟ ଯୁଦ୍ଧ ଜାହାଜ INS ସୁମିତ୍ରା ଏହି ସାହସିକତା ଦେଖାଇଛି।
୩୬ ଘଣ୍ଟା ମଧ୍ୟରେ ଭାରତୀୟ ଯୁଦ୍ଧ ଜାହାଜ ହାଇଜ୍ୟାକ୍!-->!-->!-->…
ବେଶ ବଦଳାଇ ହସ୍ପିଟାଲରେ ପଶି ୩ ଜଣଙ୍କୁ ହତ୍ୟା କଲେ ଇସ୍ରାଏଲ ଏଜେଣ୍ଟ୍ସ
ସାମ୍ନାକୁ ଆସିଛି ଇସ୍ରାଏଲ ଏଜେଣ୍ଟ୍ସଙ୍କ ସାଂଘାତିକ ଅପରେସର ଭିଡିଓ। ହମାସ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ସେନାର କିଛି ସଦସ୍ୟ ୱେଷ୍ଟ ବ୍ୟାଙ୍କରେ ଥିବା ଗୋଟିଏ ହସ୍ପିଟାଲରେ ଗୁଳି ଚଳାଇଛନ୍ତି।
ସେମାନେ ହସ୍ପିଟାଲ କର୍ମଚାରୀ, ନର୍ସ ଓ ଡାକ୍ତର ବେଶ ଧରି ମେଡିକାଲରେ ପ୍ରବେଶ କରିବା ସହ ୩ ଜଣ!-->!-->!-->…
ଆସନ୍ତା ୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ
ଭୁବନେଶ୍ୱର : ଆସନ୍ତା ୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ । ତାପୂର୍ବରୁ ୪ ତାରିଖରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ରହିଛି। ୮ ତାରିଖରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ!-->…
ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ। ଦେଶର ଗୁପ୍ତ ତଥ୍ୟ ପ୍ରଘଟ କରିଥିବା ଦୋଷରେ ଦଣ୍ଡ ଶୁଣାଇଛନ୍ତି ଅଦାଲତ। ଆଜି ଏହି ମାମଲା ଉପରେ ବିଚାର କରି ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଦେଇଛନ୍ତି।
!-->!-->!-->…
ଫେବୃଆରୀ ୧୬ରୁ ଖଣ୍ଡଗିରି କୁମ୍ଭମେଳା
ଭୁବନେଶ୍ବର: ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା । ଏନେଇ ବିଏମସିର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ । ଏହି ମେଳା ୧୬ ରୁ ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଚାଲିବାନେଇ ବୈଠକରେ ନିଷ୍ପତ୍ତି । ଶୃଙ୍ଖଳିତ ଓ ସଠିକ ଭାବେ ମେଳା ପରିଚାଳନା ପାଇଁ ବିଭିନ୍ନ ଦିଗ!-->…
ଏଲନ ମସ୍କଙ୍କ କମ୍ପାନୀ ‘ନ୍ୟୁରାଲିଙ୍କ’କୁ ବଡ ଉପଲବ୍ଧି; ମାନବ ମସ୍ତିଷ୍କରେ ଲଗାଇଲା ଚିପ୍
ବିଜ୍ଞାନ ଜଗତରେ ଏକ ବିରଳ ଉପଲବ୍ଧି ପାଇଛି ଏଲନ୍ ମସ୍କଙ୍କ ଷ୍ଟାର୍ଟଅପ୍ କମ୍ପାନୀ ନ୍ୟୁରାଲିଙ୍କ। ଏହି କମ୍ପାନୀ ପ୍ରଥମ କରି ମାନବ ମସ୍ତିଷ୍କରେ ଚିପ୍ ପ୍ରତ୍ୟାରୋପଣ କରିବାରେ ସଫଳ ହୋଇଛି। ଯଦି ଏହାର ମାନବ ପରୀକ୍ଷଣ ସଫଳ ହୁଏ ତେବେ ଭିନ୍ନକ୍ଷମମାନେ ଚିପ୍ ମାଧ୍ୟମରେ ଏକ ନୂଆ ଜୀବନ!-->…
ବାନା ବିକ୍ରିକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଶ୍ରୀମନ୍ଦିରରେ ମାଡପିଟ
ପୁରୀ : ଶ୍ରୀ ମନ୍ଦିରରେ ମାଡପିଟି । ଦୁଇ ସେବାୟତଙ୍କ ମଧ୍ୟରେ ହୋଇଛି ମାଡପିଟ । ବାନା ବିକ୍ରିକୁ ନେଇ ଘଟିଛି ଏହି ଗଣ୍ଡଗୋଳ । ନାଟମଣ୍ଡପ ନିକଟରେ ମେକାପ ଓ ଚୁନରା ସେବକଙ୍କ ମଧ୍ୟରେ ଘଟିଛି ଏହି ଗଣ୍ଡଗୋଳ । ଚୁନରା ସେବକଙ୍କ ଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷରୁ ସିଂହଦ୍ୱାର!-->…