ଗଞ୍ଜାମ ସୁନାପୁର ବେଳାଭୂମିକୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ମାନ୍ୟତା…

ବ୍ରହ୍ମପୁର: ପ୍ରଥମେ ପୁରୀ ଆଉ ଏବେ ଗଞ୍ଜାମ ଜିଲ୍ଲାର ସୁନାପୁର ବିଚ୍ କୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ବିଚ୍ ର ମାନ୍ୟତା । ଏହି ଖବର ଆସିବା ପରେ ‘ଏକ୍ସ’ ରେ ପୋଷ୍ଟ କରି ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ମୁତାବକ, ୭୭ ଟି…

ହାଇୱା ଦୁର୍ଘଟଣାରେ ମୃତକ ହରିଶ୍ଚନ୍ଦ୍ର ଘରେ ପହଁଚିଲେ ପ୍ରାକ୍ତନ ବିଧାୟକ ଅଂଶୁମାନ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ପଞ୍ଚାୟତ ନୂଆଗାଁ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନୁଆଗାଁର ହରିଶ୍ଚନ୍ଦ୍ର ପାଣ୍ଡବ(୫୨) ମୃତ୍ୟୁ ଘଟିଛି। ସୋମବାର ସକାଳେ କ୍ଷୀର ବିକ୍ରିକରି ସ୍କୁଟିରେ ଘରକୁ ଫେରୁଥିବା ସମୟରେ ରାଜନଗର ଅଭିମୁଖେ ଦୃତ ଗତିରେ ଆସୁଥ‌ିବା ହାଇଓ୍ବା

ଘନ କୁହୁଡି ହେଲା କାଳ : ଯାତ୍ରୀବାହୀ ଅଟୋ ଓଲଟି ୪ ଗୁରୁତର…

ହିଞ୍ଜିଳିକାଟୁ : ମଙ୍ଗଳବାର ଭୋର ପ୍ରାୟ ୫ଘଣ୍ଟା ସମୟରେ ହିଞ୍ଜିଳି ଥାନା ବାଦିଆମ୍ବଗାଁ ନିକଟରେ ଏକ ଯାତ୍ରୀବାହୀ ଅଟୋ (ଓଡି୦୭ ଏଏଲ ୫୩୯୮)ଓଲଟି ପଡି ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ମାନେ ହେଲେ ବ୍ରହ୍ମପୁର ସଦର ଥାନା ଆଙ୍କଶପୁର ଗ୍ରାମର ଅଟୋ ଚାଳକ ମୁନା ସାହୁ

ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି

ମାଲକାନଗିରି : ଆଜି ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ୬ଜାଗାରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । ଚଢ଼ାଉ ବେଳେ ଭଡ଼ାଘରୁ ୧ ଲକ୍ଷ ୨୦ହଜାର ଟଙ୍କା ନଗଦ ଜବତ କରିଛି

ଭାରତୀୟ ଜନତା ଯୁବ ମୋର୍ଚ୍ଚାର ବନ୍ଦ ଡାକରା ସମ୍ପୂର୍ଣ ସଫଳ

ଉମରକୋଟ : ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | କିଛି ଦିନ ପୂର୍ବେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଞ୍ଚଳ ଗସ୍ତ କରି ଜନସାଧାରଣଙ୍କୁ କହିଛନ୍ତି ସରକାର ୯ମାସ ମଧ୍ୟରେ ୨୦୦କୋଟି ଟଙ୍କା ନବରଙ୍ଗପୁର ମଞ୍ଜୁର

ଆମେରିକାରେ ପୁଣି ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ଦିନକୁ ଦିନ ଭାରତୀୟ ଛାତ୍ରଙ୍କ ପାଇଁ ଅସୁରକ୍ଷିତ ହୋଇପଡୁଛି ଆମେରିକା। ଏହିଠାରୁ ବାରମ୍ବାର ଛାତ୍ର ମୃତ୍ୟୁର ଖବର ସାମ୍ନାକୁ ଆସୁଛି। ଏବେ ପୁଣି ଜଣେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଆମେରିକାର ଇଣ୍ଡିଆନା ସ୍ଥିତ ପର୍ଡୁ ୟୁନିଭରସିଟିରେ ପଢୁଥିବା…

ମୃତକଙ୍କ ପରିବାରକୁ ସମବେଦନା ଜଣାଇବାକୁ ପହଞ୍ଚିଲା ଗାଁ କୃଷକ ସଂଗଠନ…

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ କୃଷକଙ୍କ ସମ୍ମାନ ପାଇଁ ନୂତନକରି ଚଳିତ ମାସ 22ତାରିଖ ଶ୍ରୀରାମଲାଲାଙ୍କ ନୂତନ ଭବ୍ୟମନ୍ଦିର ପ୍ରତିଷ୍ଠା ଦିନ, ସେହି ପବିତ୍ର ମୁହୁର୍ତ୍ତରେ ଗଢିଉଠିଥିବା ଗାଁ କୃଷକ ସଂଗଠନ ଆରମ୍ବ କରିଛି ତାର କାର୍ଯ୍ୟଧାରା । ରାଜନଗର ବ୍ଲକର

୧୯ ଜଣିଆ ରାଜ୍ୟ ମୁଖପାତ୍ରଙ୍କ ତାଲିକା ଘୋଷଣା କଲା ବିଜେପି…

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ନିଜର ମୁଖପାତ୍ର ତାଲିକା ଘୋଷଣା କରିଛି । ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ନାମ ଘୋଷଣା କରିଛି । ସୁଜିତ୍ କୁମାର ଦାସଙ୍କୁ ଦଳର ଗଣମାଧ୍ୟମ ସେଲ୍ ସହସଂଯୋଜକରୁ ସଂଯୋଜକକୁ…

ମାଲକାନଗିରି ସୀମାନ୍ତ ରେ ମାଓ ହାମଲାରେ ୩ ସହୀଦ ୨ ଗୁରୁତର…

ମାଲକାନଗିରି : ମାଲକାନଗିରି ସୀମାନ୍ତ ସୁକମା ଓ ବିଜାପୁର ଜିଲ୍ଲାର ସୀମାନ୍ତ ଟେକାଲଗୁଡା ଗ୍ରାମରେ ଠାରେ ୨୦୪ କୋବ୍ରା ଡ଼ିଆରଜି ଯବାନ ଙ୍କ ନୂତନ କ୍ୟାମ୍ପ ସ୍ଥାପନ ବେଳେ କ୍ୟାମ୍ପ ଠାରୁ କିଛିଦୂରରେ ସୁରକ୍ଷା ବାହିନୀ ଓ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୩ଜଣ

କୋମାରେ ପ୍ରାଣୀ ସମ୍ପଦ ବିଭାଗ ୧୩ ଦିନ ହେଲା ପ୍ରାଣୀ ଚିକିତ୍ସା ଠପ…

ସରକାର ନିରବ ଦ୍ରଷ୍ଟା...!! ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସିଡି ଭି ଓ କାର୍ଯ୍ୟାଳୟ ସମ୍ମୁଖରେ ଚଳିତ ମାସ ୧୮ ତାରିଖରୁ ୪ ଦଫା ଦାବି ନେଇ ସମୂହ ଛୁଟି ସହ ଆନ୍ଦୋଳନ ଜାରି ରଖଛନ୍ତି ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ । ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ