ଏ ଏନ ଏମ ଦିଦିଙ୍କ ଅମାନୁଷିକ ବ୍ୟବହାର ପାଇଁ ଗର୍ଜିଲେ ଗ୍ରାମବାସୀ…

ସ୍ଵାସ୍ତ୍ୟ କେନ୍ଦ୍ର ନା ସ୍ୱାସ୍ଥ୍ୟ କର୍ମୀଙ୍କ ତେଜରାତି ଦୋକାନ...! ଉମରକୋଟ (୩୦/୦୧/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହଳଦୀ ପଞ୍ଚାୟତ ଏ ଏନ ଏମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଗତ ୧୬ ବର୍ଷ ହେବ ଦେବକୀ ପଲେଇ କାର୍ଯ୍ୟରତ ଅଛନ୍ତି ।କିନ୍ତୁ ଦିଦି ଜଣକ ନିଜ

ମୁହଁରେ ଅସ୍ୱାଭାବିକ ଭାବେ ବଢ଼ିଚାଲିଛି ମାଂସ ପିଣ୍ଡୁଳା : ଚିନ୍ତାରେ ପରିବାର, ଚିକିତ୍ସା ରେ ଅର୍ଥ ସାଜିଛି…

ଫୁଲବାଣୀ : ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ଅନ୍ତର୍ଗତ ପୋଡାପଡ଼ା ଗ୍ରାମର ବିଜୟ ପ୍ରଧାନଙ୍କ ବଡ଼ ଝିଅ ଗାୟତ୍ରୀ ପ୍ରଧାନ ବୟସ ୨୩ବର୍ଷ । ଜନ୍ମରୁ ତାଙ୍କ ବାମ ଆଖି ପତା ଉପରେ ଏକ ମାଂସ ପିଣ୍ଡୁଳା ବାହାରିଥିଲା । ଗାୟତ୍ରୀଙ୍କ ପିତାମାତା ସମୟ କ୍ରମେ ଏହି ମାଂସ ପିଣ୍ଡୁଳା ବସିଯିବ

କନ୍ଧମାଳ ନିବାସୀ କୁଇ ଲିପି ସୃଷ୍ଟିକର୍ତ୍ତା ଦୀନବନ୍ଧୁ କହଁରଙ୍କୁ “ଆଦିବାସୀ ପ୍ରତିଭା ସମ୍ମାନ”-୨୦୨୪

ଫୁଲବାଣୀ:କନ୍ଧମାଳର ଗର୍ଵ ଓ ଗୌରଵ ଶ୍ରୀ ଦୀନବନ୍ଧୁ କହଁର କୁଇ ଭାଷା ସାହିତ୍ୟ କୁ ସମୃଦ୍ଧ କରିବା ସହିତ କୁଇ ଲିପି ଉଦ୍ଭାବନ କରିଥିଲେ। ଓଡ଼ିଶାରେ ଏକମାତ୍ର କୁଇ ଭାଷାକୁ ନେଇ ଗଠିତ କୁଇ ଭାଷା ସାହିତ୍ୟ ସମିତିର ସଭାପତି ଦାୟୀତ୍ଵ ତୁଲାଇବା ସଙ୍ଗେ ସଙ୍ଗେ କୁଇ ଭାଷାରେ ଅନେକ ପୁସ୍ତକ ଲେଖି

ଇଣ୍ଡିଆ ମେଣ୍ଟ ରାଜ୍ୟ ନେତୃବୃନ୍ଦଙ୍କ ସହ ବୈଠକ କଲେ ଖଡ଼ଗେ

ଭୁବନେଶ୍ୱର: ରାଜ୍ୟ ଅତିଥି ଭବନରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହିତ ଇଣ୍ଡିଆ ମେଣ୍ଟ ରାଜ୍ୟ ନେତୃବୃନ୍ଦଙ୍କ ସହ ବୈଠକ କରିଛନ୍ତି | ୨୦୨୪ ନିର୍ବାଚନକୁ ନେଇ ବୈଠକରେ ଆଲୋଚନା ହୋଇଥିବାବେଳେ ବୈଠକରେ ସିପିଆଇ ନେତା ଅଭୟ ସାହୁ, ସିପିଆଇଏମର ନେତା ସୁରେଶ ପାଣିଗ୍ରାହୀ,

ଉତ୍ତରାଖଣ୍ଡରେ ଲାଗୁ ହେବ ୟୁସିସି !

ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା ଲାଗୁ କରିବାକୁ ଅଣ୍ଟା ଭିଡୁଛି ଉତ୍ତରାଖଣ୍ଡ। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ସରକାର ଲାଗୁ କରିବାକୁ ଯାଉଛନ୍ତି ୟୁସିସି ନିୟମ। ଏନେଇ ଏକ ବଡ ଅପଡେଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି। ମୁଖ୍ୟମନ୍ତ୍ରୀ ଧାମି

କାର୍ଯ୍ୟରେ ଅନୁପସ୍ଥିତି ଅଭିଯୋଗ, ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ତାଲା ପକାଇଲା ଶ୍ରମିକ ସଂଘ

ନବରଙ୍ଗପୁର: ନବରଙ୍ଗପୂର ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ତାଲା । ଶ୍ରମ ଅଧିକାରୀଙ୍କ ଦୀର୍ଘଦିନ ଧରି ଅନୁପସ୍ଥିତି ଥିବାକୁ ବିରୋଧ କରି ତାଲା ପକାଇଛନ୍ତି ନବରଙ୍ଗପୂର ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଘ । ଏଠାରେ ସୂଚନାଯୋଗ୍ୟ ଯେ, ଜିଲ୍ଲା ଶ୍ରମ ଅଧିକାରୀ ରଞ୍ଜନ କୁମାର ବେହେରା ଗୋଟିଏ

ବିଜେଡି ଓ ବିଜେପି ଉପରେ ବର୍ଷିଲେ ମଲ୍ଲିକାର୍ଜୁନ ଖଡ଼ଗେ…

ଭୁବନେଶ୍ୱର: ଓଡ଼ିଶାରେ ଯାହା ହୋଇଛି କଂଗ୍ରେସ କରିଛି, ଆଜି ଓଡିଶା ବଞ୍ଚାଅ ସମାବେଶରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ଖଡ଼ଗେ | ସେ କହିଛନ୍ତି ମୋଦୀ ସବୁବେଳେ କହୁଛନ୍ତି ୭୦ ବର୍ଷରେ କଣ କରିଛି କଂଗ୍ରେସ । ଯଦି ୭୦ ବର୍ଷରେ କଂଗ୍ରେସ କିଛି କରିନଥାନ୍ତା

ଦ୍ୱୈତନଗରୀର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା

ଭୁବନେଶ୍ବର: ଟ୍ୱିନ୍ ସିଟିରେ ଆଜି ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା । ଆଜି ପୂର୍ବତନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ସେ କାର୍ଯ୍ୟଭାର ହାତକୁ ନେଇଛନ୍ତି । ସେ ୧୦ତମ ପୋଲିସ କମିଶନର ଭାବେ କଟକ-ଭୁବନେଶ୍ୱରର ସୁରକ୍ଷା ଦାୟିତ୍ୱ ନେଇଛନ୍ତି । ଏହି

ପରୀକ୍ଷା-ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା; ପ୍ରତିଯୋଗିତା ବନ୍ଧୁଙ୍କ ସହ ନୁହେଁ, ନିଜ ସହ କର…

ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 'ପରୀକ୍ଷା-ପେ ଚର୍ଚ୍ଚା' କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ମନର ଦ୍ୱନ୍ଦ୍ୱ ଦୂର କଲେ। ଏଥିସହ ପିଲାମାନେ କିପରି ଚାପମୁକ୍ତ ହୋଇ ପରୀକ୍ଷା ଦେବେ ସେଥିପାଇଁ ଟିପ୍ସ ଦେଇଛନ୍ତି

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଙ୍କୁ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍‌…

କୁଆଡ଼େ ଗଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ତାଙ୍କୁ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍‌। ଇଡିର ଏକ ଟିମ୍‌ ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଦିଲ୍ଲୀ ସ୍ଥିତ ଶାନ୍ତି ନିକେତନ ଘରେ ପହଞ୍ଚିଛି। ତାଙ୍କ ଘରୁ ଅନେକ ଦସ୍ତାବିଜ ଜବତ ହୋଇଛି। ଇଡିର ଟିମ୍‌ ଏବେ ବି