Sign in
Sign in
Recover your password.
A password will be e-mailed to you.
ମୁସଲମାନ ଭାଇ ଭଉଣୀଙ୍କୁ ବକ୍ରି ଇଦର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ସମଗ୍ର ଦେଶରେ ବକ୍ରି ଇଦ ଆଜି ପାଳନ କରାଯାଉଛି । ଏନେଇ ଦେଶର ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ | ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି କହିଛନ୍ତି, ଇଦ୍-ଉଲ୍-ଅଜହା ଅବସରରେ ସମସ୍ତ ଦେଶବାସୀ, ଖାସ୍ କରି ମୁସଲମାନ!-->…
ଗଙ୍ଗା ନଦୀରେ ଡଙ୍ଗା ଓଲଟି ୨ ମୃତ, ୫ ନିଖୋଜ
ପାଟନା : ବିହାର ପାଟନାର ସଟେରେ ଗଙ୍ଗା ନଦୀରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା । ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୫ ଜଣ ନିଖୋଜ ଥିବା ଜଣାପଡିଛି । ଆଜି ସକାଳୁ ପାଟନା ସଂଲଗ୍ନ ଉମାନାଥ ଗଙ୍ଗା ଘାଟରେ ଡଙ୍ଗାଟି ବୁଡ଼ି ଯାଇଥିଲା । ଡଙ୍ଗାରେ ମୋଟ ୧୪ ଜଣ ଲୋକ ଥିଲେ ।!-->…
ଆମେରିକା ବାୟୁସେନା ଘାଟି ଉପରେ ଆକ୍ରମଣ କଲା ଇରାନ
ୱାଶିଂଟନ : ପୁଣି ଅଶାନ୍ତ ହେଲା ମଧ୍ୟପ୍ରାଚ୍ୟ।ବିଶ୍ଵଯୁଦ୍ଧ ନେଇ ଘନେଇଲା ଆଶଙ୍କା। ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହୋଇ ଥିବାରୁ ଏବେ ଆକ୍ରମଣ ଓ ପ୍ରତି ଆକ୍ରମଣ ଆରମ୍ଭ ହୋଇ ଯାଇଛି। ଇରାନର ଇସଲାମିକ ରେଭ୍ୟୁଲେସନାରୀ ଗାର୍ଡ!-->…
୨୯ ତାରିଖରେ ମଦ ଦୋକାନୀଙ୍କ ଭାଗ୍ୟ ଖୋଲିବ
ନୟାଗଡ: ନୟାଗଡ଼ ଜିଲ୍ଲାରେ ୩୫ଟି ମଦ ଦୋକାନ ପାଇଁ ଆବେଦନ ଶେଷ ହୋଇଛି । ସେଥି ମଧ୍ୟରେ ୧୧ଟି ଦେଶୀ ଓ ୨୪ଟି ବିଦେଶୀ ମଦ ଦୋକାନ ରହିଛି ।୨୯ ତାରିଖରେ ଏହି ମଦ ଦୋକାନ ଗୁଡ଼ିକର ଟେଣ୍ଡର ଖୋଲାଯିବ ।ଜିଲ୍ଲାରେ ବାହାଡ଼ାଝୋଲା ପାଇଁ ୩ଟି ଆବେଦନ ହୋଇଥିବା ବେଳେ ବାଲୁଗାଁ ପାଇଁ ୮, ଭାପୁର ପାଇଁ ୧୫,!-->…
ଓଡ଼ିଶା ଆସିବେ ମୋଦି, ବିଜେପି ସରକାରଙ୍କ ଦ୍ୱିତୀୟ ବାର୍ଷିକୀ ସମାରୋହରେ ଯୋଗ ଦେବେ
ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାର ୨ ବର୍ଷ ପୂର୍ତ୍ତି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ନେଇ ଗ୍ରୀନ ସିଗନାଲ ମିଳିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ!-->…
ମାଲକାନଗିରିରେ ‘ଏସ୍ ଆଇ ଆର୍’ ସ୍ୱତନ୍ତ୍ର ସଂଶୋଧନ ଅଭିଯାନ : ଜିଲ୍ଲାପାଳଙ୍କ ସହଯୋଗ ଆହ୍ୱାନ
ମାଲକାନଗିରି, : ମାଲକାନଗିରି ଜିଲ୍ଲାରେ ଆସନ୍ତା ମେ ୩୦ ତାରିଖରୁ ଜୁନ୍ ୨୮ ପର୍ଯ୍ୟନ୍ତ ‘ଏସ୍ ଆଇ ଆର୍’ ବା ସ୍ପେଶାଲ୍ ସମ୍ମେରୀ ରିଭିଜନ୍ କାର୍ଯ୍ୟକ୍ରମ ଚାଲିବାକୁ ଯାଉଛି । ଏନେଇ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମସ୍ତ ଜିଲ୍ଲାବାସୀଙ୍କୁ!-->…
ତକିଆରେ ଶ୍ବାସରୁଦ୍ଧ କରି ବୃଦ୍ଧା ମାଆଙ୍କୁ ହତ୍ୟା ଅଭିଯୋଗରେ ପାଳିତ ପୁଅ, ବୋହୂଙ୍କୁ କୋର୍ଟ ଚାଲାଣ
ନୟାଗଡ଼, ୨୮/୦୫(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ମଝିଆଁଖଣ୍ଡ ପଞ୍ଚାୟତ ମଧୁପୁର ଗ୍ରାମର ହାଡ଼ି ଦେଈ (୮୬) ବର୍ଷ ଙ୍କର ପୁଅ, ଝିଅ ନଥିବାରୁ ୧୮ ବର୍ଷ ତଳେ ବଡ଼ ଭଉଣୀର ପୁଅକୁ ପୋଷ୍ୟପୁତ୍ର କରି ଆଣିଥିଲେ। କିନ୍ତୁ ସେହି ପାଳିତ ପୁଅ ତକିଆରେ ଶ୍ଵାସରୁଦ୍ଧ କରି ତଣ୍ଟି!-->…
ଓପିଏସି ପରୀକ୍ଷାରେ ୧୫୯ ରାଙ୍କରେ ସଫଳତା ପାଇଲେ ଶ୍ୱେତା ସୁଚରିତା
ନୟାଗଡ଼,୨୮/୦୫ (ନିସର୍ତ୍ତ) : ମଙ୍ଗଳବାର ଦିନ ଓଡ଼ିଶା ପ୍ରଶାସନିକ ସେବାର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ୧୫୯ ନମ୍ୱର ରାଙ୍କରେ ସଫଳତା ହାସଲ କରିଛନ୍ତି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ସୂର୍କାବାଡି ଗ୍ରାମର ପ୍ରମୋଦ କୁମାର ସେଠୀ ଓ ଜାନକୀ ସେଠୀଙ୍କ ସୁକନ୍ୟା ଶ୍ୱେତା!-->…
ମୁଖ୍ୟମନ୍ତ୍ରୀଙ୍କ ୨ ବର୍ଷର ସଫଳତାର ସମୀକ୍ଷା, ଆଗାମୀ ରୋଡ଼ମ୍ୟାପ୍ ପ୍ରସ୍ତୁତ ଦିଗରେ ଆଲୋଚନା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ୨ ବର୍ଷର ସଫଳତା ସମୀକ୍ଷା । ବିଭାଗୀୟ ସଚିବମାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା । ଲୋକସେବା ଭବନରେ ଅନୁଷ୍ଠିତ ପ୍ରାକ-ପ୍ରସ୍ତୁତି ବୈଠକ ସରକାରଙ୍କ ଦୁଇ ବର୍ଷର ଶାସନ କାଳର ସମୀକ୍ଷା ଏବଂ ଆଗାମୀ ରୋଡ଼ମ୍ୟାପ୍!-->…
ଟିଟିଲାଗଡ଼ରେ ଅଂଶୁଘାତରେ ଯୁବକ ମୃତ
ଟିଟିଲାଗଡ଼ : ରାଜ୍ୟରେ ପାରଦ ମିଟର ବଢିଚାଲିଛି । ଅଧିକାଂଶ ଜିଲ୍ଲାରେ 40 ଉପରେ ତାପମାତ୍ରା । ଏହା ଭିତରେ ଆସିଛି ଏକ ଅଂଶୁଘାତ ମୃତ୍ୟୁ ଖବର । ଗତ 25 ତାରିଖ ଟିଟିଲାଗଡ ସହରର ମହାରାଜ ସାଗର ହିଡ ଉପରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଥିଲା । ମୃତକଙ୍କୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ରେ!-->…