Sign in
Sign in
Recover your password.
A password will be e-mailed to you.
ଟଳିଲା ରେଳ ଦୁର୍ଘଟଣା, ମାଲବାହୀ ଟ୍ରେନ ଉପରେ ଖସିଲା କ୍ରେନ
ବାଲେଶ୍ୱର: ନୀଳଗିରି ଅନ୍ତର୍ଗତ ଗୋପୀନାଥପୁର ରେଳ ଷ୍ଟେସନ ନିକଟରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ସ୍ଥାନୀୟ ଏକ ସ୍ଲିପର କାରଖାନାରେ କାମ ଚାଲିଥିବା ବେଳେ ଏକ କ୍ରେନ ହଠାତ ଭାରସାମ୍ୟ ହରାଇ ଛିଡା ହୋଇଥିବା ମାଲବାହୀ ଟ୍ରେନ ଉପରେ ଖସି ପଡିଛି। ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ ସେଠାରେ ଥିବା!-->…
କାଳବୈଶାଖୀ ତାଣ୍ଡବ: ଘର ଉପରେ ଗଛ ପଡି ମହିଳାଙ୍କ ମୃତ୍ୟୁ
ଅନୁଗୋଳ: କାଳବୈଶାଖୀ ପ୍ରଭାବରେ ଅନୁଗୋଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଠମଲ୍ଲିକ ଥାନା ଅଧୀନ ନାରାୟଣପୁର ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଏକ ଘର ଉପରେ ଗଛ ପଡିଯିବାରୁ ଜଣେ ମହିଳାଙ୍କର ପ୍ରାଣହାନି ଘଟିଛି।
ମୃତ!-->!-->!-->…
ଭତ୍ତା ନପାଇ ଭତ୍ତା ହିତାଧିକାରୀ ହନ୍ତସନ୍ତ : ପ୍ରଶାସନ ନୀରବ ଦ୍ରଷ୍ଟା…
ନୟାଗଡ:ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଭତ୍ତା ପାଉଥିବା ହିତାଧିକାରୀ ମାନେ ୨ମାସ ହେବ ଭତ୍ତା ନପାଇ ହନ୍ତସନ୍ତ ହେଉଥିବା ଅଭିଯୋଗ ଆସିଛି ।ବାର୍ଦ୍ଧକ୍ୟ, ବିଧବା, ସ୍ବାମୀ ପାରିତ୍ୟକ୍ତା କିମ୍ବା ଭିନ୍ନକ୍ଷମ!-->…
ନୟାଗଡ଼ : ପାନ ମସଲା ଜବତକୁ ନେଇ ଅଡୁଆରେ ସଦର ଥାନା…!
ନୟାଗଡ:ନୟାଗଡ଼ ସଦର ଥାନା ପୋଲିସ ପାନ ମସଲା ବ୍ୟବସାୟୀ କମଳ ସାହୁଙ୍କୁ ଗିରଫ କରିବା ସହିତ ଖୁଣ୍ଟୁବନ୍ଧ ଗ୍ରାମ ସ୍ଵପ୍ନେଶ୍ୱର୍ କ୍ଲବରେ ଭଡ଼ାରେ ଚାଲିଥିବା ଗୋଦାମ ଘରେ ଚଢ଼ାଉ କରି ବିପୁଳ ପରିମାଣରେ ପାନ ମସଲା ଜବତ କରିଥିଲେ ।ଏହାକୁ ନେଇ ସେତେବେଳେ ପୋଲିସ ଘନ ଘନ ସାମ୍ବାଦିକ ସମ୍ମିଳନୀ କରି!-->…
ମାସିକ ଧର୍ମକୁ ନେଇ ସଚେତନତା : “ପିରିଅଡ୍ ଫ୍ରେଣ୍ଡଲି ୱାର୍ଲ୍ଡ” ଗଠନର ଆହ୍ୱାନ…
ମାଲକାନଗିରି,:ବିଶ୍ୱ ମାସିକ ସ୍ୱଚ୍ଛତା ଦିବସ–୨୦୨୬ ଅବସରରେ ସମାଜରେ ମାସିକ ଧର୍ମକୁ ନେଇ ଥିବା ଲଜ୍ଜା, ଅନ୍ଧବିଶ୍ୱାସ ଓ ନିରବତାକୁ ଭାଙ୍ଗିବା ପାଇଁ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। “Together for a Period Friendly World” ଥିମ୍କୁ ନେଇ ଯୁବପିଢିଙ୍କ ସହ ଖୋଲାମେଳା!-->…
ଆସିକା ବ୍ଲକ ରେ ଦୁଇ ମାସ ହେଲା ବହୁ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ…
ପ୍ରଶାସନ ଦୃଷ୍ଟି ଦେବେକି....
ଛତ୍ରପୁରରେ ଏସ ଆଇ ଆର ସଚେତନତା ପଦଯାତ୍ରା…
ଛତ୍ରପୁର ତା 29/05/26 ଆଜି ସକାଳେ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) ସଚେତନତା ପଦଯାତ୍ରା ଛତ୍ରପୁରସ୍ଥିତ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା ପୂର୍ବକ ସର୍କିଟ ହାଉସରେ ଶେଷ ହୋଇଥିଲା । ଏହି ପଦଯାତ୍ରାରେ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ!-->…
ଓଡ଼ିଶା ସମେତ ୪ ରାଜ୍ୟରେ ହେବ ଖଣିଜ ପ୍ରକ୍ରିୟାକରଣ ପ୍ଲାଣ୍ଟ
ନୂଆଦିଲ୍ଲୀ: ଗୁରୁତ୍ବପୂର୍ଣ୍ଣ ଖଣିଜ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲାଗି ଭାରତ ପ୍ରୟାସ ଚଳାଇଛି। ଏଥିପାଇଁ ଓଡ଼ିଶା ସମେତ ଦେଶର ୪ ରାଜ୍ୟରେ ଗୁରୁତ୍ବପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ପ୍ଲାଣ୍ଟ୍ ସ୍ଥାପନ ହେବ। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷାନ ରେଡ୍ଡୀ!-->…
କାନାଡାରେ ଗୁଜୁରାଟୀ ଛାତ୍ରୀଙ୍କୁ ହତ୍ୟା
ନୂଆଦିଲ୍ଲୀ: କାନାଡାରେ ଗୁଜୁରାଟୀ ଛାତ୍ରୀଙ୍କୁ ହତ୍ୟା । କାନାଡାରେ ଗୁଜୁରାଟର ଛାତ୍ରୀ ବିଧି ମେଘା(୨୨) ଲୁଟପାଟକୁ ବିରୋଧ କରିବାରୁ ଛୁରା ମାରି ବିଭର୍ତ୍ସ ହତ୍ୟା କରାଯାଇଛି । ସେ ଗତ ୪ ବର୍ଷ ହେବ ସେଠାରେ ରହି ପାଠ ପଢା ସହ ଚାକିରୀ କରୁଥିଲେ । କାନାଡାରେ ଆଉ ଏକ ଭାରତୀୟଙ୍କ!-->…
ଜଳିଗଲା କେନିଆର ଗାର୍ଲ ସ୍କୁଲ, ୧୬ ମୃତ, ୭୦ରୁ ଅଧିକ ଆହତ
କେନିଆ : କେନିଆର ନକୁରୁ କାଉଣ୍ଟି ସ୍ଥିତ ଗିଲଗିଟ୍ର ଉଟୁମିଶି ଗାର୍ଲ୍ସ ଏକାଡେମୀର ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ । ଗୁରୁବାର ଭୋର ସମୟ ପ୍ରାୟ ୩ଟା ୩୦ ମିନିଟରେ ଛାତ୍ରୀଙ୍କ ଡର୍ମିଟୋରିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଯୋଗୁଁ ୧୬ ଜଣ ଛାତ୍ରୀଙ୍କର ବର୍ତ୍ତମାନ ସୁଦ୍ଧା ମୃତ୍ୟୁ!-->…