Sign in
Sign in
Recover your password.
A password will be e-mailed to you.
ଜେଲ ୱାଡେନଙ୍କ ସନ୍ଦେହଜନକ ମୃତ୍ୟୁ
ସମ୍ବଲପୁର : ସମ୍ବଲପୁର ଜେଲ ୱାଡେନଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ । ଜେଲ ୱାର୍ଡ଼ର ରଶ୍ମି ରଞ୍ଜନ ମିଶ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ । ଜେଲ ବ୍ୟାରେକର ବାଥରୁମରେ ପଡି ମୃତ୍ୟୁ ହୋଇଥିବା ସୂଚନା ମଳିଛି । ରଶ୍ମି ବରଗଡ଼ ଜିଲ୍ଲା କଣ୍ଟାପାଲି ଅଞ୍ଚଳର ହୋଇଥିବା ବେଳେ କିଛି ଦିନ ତଳେ!-->…
କୋଇଲା ବୋଝେଇ ଟ୍ରେନରେ ନିଆଁ
କେସିଙ୍ଗା : ଶୁକ୍ରବାର ସନ୍ଧ୍ୟାରେ କେସିଙ୍ଗା ନିକଟରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଏହି ମାଲଗାଡି ଟ୍ରେନଟି ରାୟଗଡ଼ାରୁ ଟିଟିଲାଗଡ଼ ଷ୍ଟେସନ ପଟକୁ ଯାଉଥିବା ବେଳେ ଟ୍ରେନର ପ୍ରଥମ କେତେକ ଡବାରେ ନିଆଁ ଲାଗି କୋଇଲା ଜଳୁଥିବା କେସିଙ୍ଗା ଷ୍ଟେସନ୍ ରେ!-->…
୨ମାସ ହେଲା ମିଳୁନି ଭତ୍ତା, ଦୁର୍ଦ୍ଦିନରେ ଗରିବ ହିତାଧିକାରୀ
ଆଠଗଡ : କେନ୍ଦ୍ର ସରକାରଙ୍କ ଜାତୀୟ ସମାଜ କଲ୍ୟାଣ ଯୋଜନାରେ ୨ମାସର ଭତ୍ତା ନପାଇ ଗରିବ ଶ୍ରେଣୀର ହିତାଧିକାରୀ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଜାତୀୟ ସମାଜ କଲ୍ୟାଣ ଯୋଜନା ଅନ୍ତର୍ଗତ ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ଦୁଇମାସ ହେଲା ନମିଳିବା ଫଳରେ ଗରିବ ବୃଦ୍ଧବୃଦ୍ଧା ନିଜର!-->…
ନଦୀ କୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର
ତିହିଡି:ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧୀନ କାସିମପୁର-ଓରାଳି ମଝାମଝିରେ ଥିବା ରେବ ନଦୀ କୂଳରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଘଟଣା ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଛି।ସ୍ଥାନୀୟ ଲୋକମାନେ ସକାଳେ ନଦୀ କୂଳରେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ମୃତ!-->…
ଗଞ୍ଜାମ ଜିଲ୍ଲାର ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ହରିଶ ବିଶି
ଛତ୍ରପୁର:ଗଞ୍ଜାମ ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ (SP) ଭାବେ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୨୦ ବ୍ୟାଚର ଆଇପିଏସ ଅଫିସର ହରିଶ ବିଶି । ପୂର୍ବରୁ ଗଞ୍ଜାମ ଏସପି ଭାବେ ଦାୟିତ୍ୱ ଥିବା ଶୁଭେନ୍ଦୁ ପାତ୍ର ଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ହରିଶ!-->…
ହକ ପାଇଁ ଚାଲିଲେ ୧୫ କିମି, ଜମି ପଟ୍ଟା ପାଇଁ ତହସିଲ ଅଫିସ ଅଭିମୁଖେ ହିତାଧିକାରୀ
ସୋରୋ : ହକ ପାଇଁ ଚାଲିଲେ ୧୫ କିମି। ଜମି ବାଡ଼ି ପଟ୍ଟା ପାଇଁ ତହସିଲ ଅଫିସ ଅଭିମୁଖେ ହିତାଧିକାରୀ । ଏହେଉଛି, ବାଲେଶ୍ଵର ଜିଲ୍ଲା ଖଇରା ଥାନା ବାଉଁଶ ଗଡ଼ିଆ ପଞ୍ଚାୟତ ବଗେଇପୁର ଗାଁର ଅଭାବନୀୟ ଦୃଶ୍ୟ । ଗାଁରେ ବହୁ ଦିନ ଧରି ବସବାସ କରୁଥିବା କିଛି ଲୋକଙ୍କ ଜମିବାଡ଼ି ପଟ୍ଟା ମିଳିନଥିବା!-->…
Intel ଓ 3DGS ସହ ମେଗା ଚୁକ୍ତି, ଓଡ଼ିଶା ହେବ ସେମିକଣ୍ଡକ୍ଟର ହବ୍
ଭୁବନେଶ୍ୱର : ସେମିକଣ୍ଡକ୍ଟର ହବ୍ ହେବ ଓଡ଼ିଶା । Intel ଏବଂ 3DGS ସହ ମେଗା ଚୁକ୍ତି । ଭୁବନେଶ୍ୱରରେ ହେବ ୧ ହଜାର ୯୪୩ କୋଟିର ନିବେଶ! । ଦେଶର ହାଇ-ଟେକ୍ ଇଲେକ୍ଟ୍ରୋନିକ୍ସ ମାନଚିତ୍ରରେ ଓଡ଼ିଶା ଆଜି ଆଉ ଏକ ସ୍ମରଣୀୟ ଅଧ୍ୟାୟ ଯୋଡ଼ିଛି। ଓଡ଼ିଶା ସରକାର, ଗ୍ଲୋବାଲ୍ ଟେକ୍ ଜାଏଣ୍ଟ!-->…
ଥାନାରେ ଥାର୍ଡ ଡିଗ୍ରୀ ଘଟଣା: ବାରଙ୍ଗ ଥାନା ଘେରିଲେ ଗ୍ରାମବାସୀ
ବାରଙ୍ଗ: ଥାର୍ଡ ଡିଗ୍ରୀ ପରେ ମେଡିକାଲରୁ ଉଠାଇନେଲେ । ଘଟଣାକୁ ନେଇ ପୁଣି ବାରଙ୍ଗ ଥାନା ଘେରିଲେ ଶତାଧିକ ଗ୍ରାମବାସୀ । ଘଟଣାସ୍ଥଳରେ କଟକ ଡିସିପି। ଚଣ୍ଡୀପ୍ରସାଦ ଗାଁର ରାକେଶ ବେହେରାଙ୍କୁ ବାରଙ୍ଗ ପୋଲିସର ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ପୁଣି ତାତିଲେ ଗ୍ରାମବାସୀ । ବାରଙ୍ଗ ଥାନା!-->…
ଭୋକ ଉପାସରେ କୁଷ୍ଠାଶ୍ରମର ୨ ଶହ ଅନ୍ତେବାସୀ, ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବସିରହିଲେ
କଟକ: ଭୋକ ଉପାସରେ କୁଷ୍ଠ ଆଶ୍ରମର ୨ ଶହ ଅନ୍ତେବାସୀ । ଅସହ୍ୟ ଗୁଳୁଗୁଳିରେ ଖାଦ୍ୟ ଅପେକ୍ଷାରେ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଛନ୍ତି ଶତାଧିକ ରୋଗୀ । କଟକ ନୂଆବଜାର ଗାନ୍ଧୀପଲ୍ଲୀ ସ୍ଥିତ କୁଷ୍ଠାଶ୍ରମରେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି । ଖରା ଗରମ ସାଙ୍ଗକୁ ପେଟକୁ!-->…
ଭୋଟର ତାଲିକା ସଂଶୋଧନ, କାଲିଠୁ ଘରକୁ ଘର ବୁଲିବେ BLO
ଭୁବନେଶ୍ୱର : ଓଡ଼ିଶାରେ ଭୋଟର ତାଲିକାର ବଡ଼ ସଂଶୋଧନ। କାଲିଠୁ ଘରକୁ ଘର ବୁଲିବେ BLO । ସାମିଲ ହେବେ ୩ କୋଟି ୩୩ ଲକ୍ଷରୁ ଅଧିକ ଭୋଟର। ଓଡ଼ିଶାର ଭୋଟରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ!-->…