Sign in
Sign in
Recover your password.
A password will be e-mailed to you.
ନୟାଗଡ ଜେଲରେ ବ୍ୟାପକ ଅବ୍ୟବସ୍ଥା…
ନୟାଗଡ: ବିବାଦ ଘେରରେ ନୟାଗଡ଼ ଜିଲ୍ଲା କାରାଗାର । ଜେଲରେ ଅନ୍ତେବାସୀ ମାନଙ୍କୁ ଦିଆଯାଉଥିବା ଖାଦ୍ୟକୁ ନେଇ ପ୍ରଶ୍ନ ଉଠିଛି।ଏହାକୁ ନେଇ ଜେଲ ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ମଧ୍ୟ ପାଟି ଖୋଲିବାକୁ କେହି ସାହସ କରୁନାହାନ୍ତି ।ଯଦି କେହି ସାହସ କରି ପାଟି ଖୋଲିଲା ତେବେ ଜେଲ!-->…
ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ
ନୂଆଦିଲ୍ଲୀ : ପୁଣି ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ । ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଲକ୍ଷ୍ନୌରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଥିବା ଜଣାପଡିଛି । ଉଡ଼ାଣ ସମୟରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ହାର୍ଟ ଆଟାକ୍ ଥିବା ସୂଚନା ମିଳିଛି । ପାଇଲଟ ଏହି!-->…
ଶାନ୍ତି ଚୁକ୍ତିର ନିକଟତର ଇରାନ-ଆମେରିକା: ଟ୍ରମ୍ପଙ୍କ ମଞ୍ଜୁରିକୁ ଅପେକ୍ଷା
ୱାସିଂଟନ: ଇରାନ-ଆମେରିକା ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷର ଅବସାନ ପାଇଁ ପ୍ରସ୍ତାବିତ ୬୦ ଦିନର । ଯୁଦ୍ଧବିରତି ଚୁକ୍ତିନାମାକୁ ନେଇ ଆଜି ଦ୍ୱିପାକ୍ଷିକ ବୟାନବାଜି ତୀବ୍ର ହୋଇଛି। ଆମେରିକା ପ୍ରଶାସନ ଏବଂ ଇରାନର ଶୀର୍ଷ ନେତୃତ୍ୱଙ୍କ ପକ୍ଷରୁ ଏହି ବହୁପ୍ରତୀକ୍ଷିତ ଶାନ୍ତି!-->…
ନିଟ୍ ମାମଲାରେ ନଜର ରଖିଛନ୍ତି ନିଜେ ପ୍ରଧାନମନ୍ତ୍ରୀ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ନିଟ୍ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଜବାବ ରଖିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି ମାମଲା ଉପରେ ନଜର ରଖିଛନ୍ତି।କେନ୍ଦ୍ର ସରକାର ଏବେ ଦେଶବ୍ୟାପୀ ଆଲୋଚନାର ବିଷୟ ପାଲଟିଥିବା ନିଟ୍ ପେପର୍ ଲିକ୍ ମାମଲା ସମ୍ପର୍କରେ!-->…
ଲକ୍ଷ୍ନୌ ଷ୍ଟେସନରେ ପ୍ଲାଟଫର୍ମ ଟିଣ ଭୁଶୁଡି ୩ ଆହତ
ନୂଆଦିଲ୍ଲୀ: ୟୁପିର ରାଜଧାନୀ ଲକ୍ଷ୍ନୌରୁ ଏକ ବଡ଼ ଖବର ଆସୁଛି । ଚାରବାଗ ରେଳ ଷ୍ଟେସନରେ ଏକ ଦୁର୍ଘଟଣା ଘଟିଛି । ଚାରବାଗ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୫ ରେ ଏକ ଟିଣ ସେଡ୍ ଭୁଶୁଡ଼ି ପଡ଼ିଛି । ସୂଚନା ଅନୁଯାୟୀ, ପ୍ଲାଟଫର୍ମ ନମ୍ବର ୫ ରେ ମରାମତି କାର୍ଯ୍ୟ ଚାଲିଛି । ଏହି ସମୟରେ!-->…
କକ୍ରୋଚ୍ ଜନତା ପାର୍ଟିକୁ ଝଟକା, X କୁ ନୋଟିସ୍ ଜାରି କଲେ ହାଇକୋର୍ଟ
ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ କକ୍ରୋଚ୍ ଜନତା ପାର୍ଟିର ପୂର୍ବ ଆକାଉଣ୍ଟ ବ୍ଲକ୍ କରିବା ମାମଲାରେ ଅଭିଜିତ ଦୀପକଙ୍କ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଆକାଉଣ୍ଟ ବ୍ଲକ୍ କରିବା ପାଇଁ ଆବେଦନ ଦାଖଲ କରିଥିବା କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ!-->…
ଝଡ଼ ତୋଫାନରେ ନିର୍ମାଣାଧୀନ ପୋଲ ଭୁଶୁଡି ୫ ମୃତ
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ଝଡ଼ ତୋଫାନ ଯୋଗୁଁ ପୋଲ ଭୁଶୁଡି ପଡିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
!-->!-->!-->…
ଜେଲ ୱାଡେନଙ୍କ ସନ୍ଦେହଜନକ ମୃତ୍ୟୁ
ସମ୍ବଲପୁର : ସମ୍ବଲପୁର ଜେଲ ୱାଡେନଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ । ଜେଲ ୱାର୍ଡ଼ର ରଶ୍ମି ରଞ୍ଜନ ମିଶ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ । ଜେଲ ବ୍ୟାରେକର ବାଥରୁମରେ ପଡି ମୃତ୍ୟୁ ହୋଇଥିବା ସୂଚନା ମଳିଛି । ରଶ୍ମି ବରଗଡ଼ ଜିଲ୍ଲା କଣ୍ଟାପାଲି ଅଞ୍ଚଳର ହୋଇଥିବା ବେଳେ କିଛି ଦିନ ତଳେ!-->…
କୋଇଲା ବୋଝେଇ ଟ୍ରେନରେ ନିଆଁ
କେସିଙ୍ଗା : ଶୁକ୍ରବାର ସନ୍ଧ୍ୟାରେ କେସିଙ୍ଗା ନିକଟରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଏହି ମାଲଗାଡି ଟ୍ରେନଟି ରାୟଗଡ଼ାରୁ ଟିଟିଲାଗଡ଼ ଷ୍ଟେସନ ପଟକୁ ଯାଉଥିବା ବେଳେ ଟ୍ରେନର ପ୍ରଥମ କେତେକ ଡବାରେ ନିଆଁ ଲାଗି କୋଇଲା ଜଳୁଥିବା କେସିଙ୍ଗା ଷ୍ଟେସନ୍ ରେ!-->…
୨ମାସ ହେଲା ମିଳୁନି ଭତ୍ତା, ଦୁର୍ଦ୍ଦିନରେ ଗରିବ ହିତାଧିକାରୀ
ଆଠଗଡ : କେନ୍ଦ୍ର ସରକାରଙ୍କ ଜାତୀୟ ସମାଜ କଲ୍ୟାଣ ଯୋଜନାରେ ୨ମାସର ଭତ୍ତା ନପାଇ ଗରିବ ଶ୍ରେଣୀର ହିତାଧିକାରୀ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଜାତୀୟ ସମାଜ କଲ୍ୟାଣ ଯୋଜନା ଅନ୍ତର୍ଗତ ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ଦୁଇମାସ ହେଲା ନମିଳିବା ଫଳରେ ଗରିବ ବୃଦ୍ଧବୃଦ୍ଧା ନିଜର!-->…