ମହିଳାଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର

ଝାରସୁଗୁଡା: ମହିଳାଙ୍କୁ ଫାୟାରିଂ । ଝାରସୁଗୁଡା ସହରରେ ଫୁଟିଲା ଗୁଳି । ଜଣେ ମହିଳା ଆହତ । ଆହତ ମହିଳାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର । ସରବାହଲ ଅଞ୍ଚଳରେ ରାତି ସାଢ଼େ ୧୦ଟାରେ ଗୁଳିକାଣ୍ଡ ଘଟିଛି । ଘର ବାରଣ୍ଡାରେ ଠିଆ ହୋଇଥିବା ବେଳେ ମହିଳାଙ୍କ ଦେହରେ ଗୁଳି ବାଜିଥିଲା ।

ଜଳିଗଲା ବିଧାୟକ ଯାଉଥିବା ବସ, ବର୍ତ୍ତିଲେ ୪୦ ଯାତ୍ରୀ

ମାଲକାନଗିରି: ହୁ ହୁ ଜଳିଲା ବସ । ବିଧାୟକ ଯାଉଥିବା ବସ୍ ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମାଲକାନଗିରି ଯିବା ବେଳେ ବସରେ ଅଗ୍ନିକାଣ୍ଡ । ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡରୁ ବସଟି ମାଲକାନଗିରି

ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ୱାର୍ଡେନଙ୍କୁ ହାଣିଲେ ଦୁର୍ବୃତ୍ତ, ୱାର୍ଡେନ ମୃତ

ବାଲେଶ୍ବର: ବାଲେଶ୍ବରରେ ବିଳମ୍ବିତ ରାତ୍ରିରେ ହଣାକଟା । ବିଚ୍ ବଜାର ରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ୱାର୍ଡେନଙ୍କୁ ହାଣିଲେ ଦୁର୍ବୃତ୍ତ । ଆକ୍ରମଣରେ ୱାର୍ଡେନ ମୃତ, ରକ୍ତ ଜଡୁବୁଡୁ ଅବସ୍ଥାରେ ପ୍ରଧାନ ଶିକ୍ଷୟିତ୍ରୀ ହସ୍ପିଟାଲରେ ଭର୍ତ୍ତି । ମୃତକ ହେଲେ

ବ୍ଲକ୍ କଲୋନୀ ବିଦ୍ୟାଳୟର ୫୩ ତମ ବାର୍ଷିକ ଉତ୍ସବ

ବାଲିଗୁଡା, ତା, ୨୧/୦୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବ୍ଲକ୍ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ପାଢ଼ୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି

ଗିନିଜ୍ ରେକର୍ଡରେ ସ୍ଥାନ ପାଇଲା ଓଡ଼ିଶା ପଖାଳ

ଭୁବନେଶ୍ବର: ଓଡ଼ିଶା ପଖାଳକୁ ମିଳିଲା ଅନ୍ତର୍ଜାତୀୟ ମାନ୍ୟତା । ଗିନିଜ୍ ରେକର୍ଡରେ ସ୍ଥାନ ପାଇଲା ଓଡ଼ିଶା ପଖାଳ । ଗୋଟିଏ ପାତ୍ରରେ ୧୧ ଶହ ୭୪ କେଜିର ପଖାଳ ତିଆରି କରି ବିଶ୍ବ ରେକର୍ଡ ସୃଷ୍ଟି କରିଛି । ଗିନିଜ ରେକର୍ଡକୁ ନେଇ ‘X’ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୋଷ୍ଟ

ବୈଜ୍ଞାନିକ ପଦ୍ଧତିରେ କାଜୁ ଚାଷ କରି ବାହାଡ଼ାଝୋଲାର ବିରଞ୍ଚି ନାରାୟଣ ବେହେରା କୃଷି ମନ୍ତ୍ରୀଙ୍କ ଦ୍ୱାରା…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ନିକଟସ୍ଥ ବଧୁଲିପୁର ଗ୍ରାମର ବିରଞ୍ଚି ନାରାୟଣ ବେହେରା ସର୍ବ ଭାରତୀୟ କାଜୁ ଗବେଷଣା ପ୍ରକଳ୍ପ ସହିତ ଜଡିତ ରହି କୃଷି ସମ୍ବନ୍ଧୀୟ ଜ୍ଞାନ କୌଶଳକୁ ଆପଣାଇ ବୈଜ୍ଞାନିକ ପଦ୍ଧତିରେ କାଜୁ ଚାଷ କରି ସଫଳତା ହାସଲ କରିଥିବା ସହିତ

କାମୁକ ଶିକ୍ଷକ :ଛାତ୍ରୀଙ୍କୁ ଅଶ୍ଳିଳ ମେସେଜ କରି ଥାନାରେ ଅଟକ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଉଁଶଗାଡିଆ ଭୀମସେନ କୃଷି ବିଦ୍ୟାପୀଠ ର ଜଣେ ଶିକ୍ଷକ ଛାତ୍ରୀଙ୍କୁ ଅଶ୍ଳିଳ ମେସେଜ କରିବା ଅଭିଯୋଗରେ ପରିବାର ଲୋକେ ଏବଂ ଗ୍ରାମବାସୀ ମାନେ ଆସି ସଂପୃକ୍ତ ଶିକ୍ଷକଙ୍କୁ ପଚରାଉଚରା କରିଥିଲେ ।୧୧୨ ଯୋଗେ ଅଭିଯୋଗ ହେବାପରେ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ

ଭୁବନେଶ୍ୱରରୁ ମାଲକାନଗିରି ଆସୁଥିବା ଘରୋଇ ବସରେ ଭୟଙ୍କର ଅଗ୍ନିକାଣ୍ଡ :ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ…

ମାଲକାନଗିରି ଭୁବନେଶ୍ୱରରୁ ମାଲକାନଗିରି ଆସୁଥିବା ଘୋରୋଇ ବସରେ ଭୟଙ୍କର ଅଗ୍ନିକାଣ୍ଡ । ଗତକାଲି ନୀଳକଣ୍ଠେଶ୍ୱର ନାମକ ଏକ ଘରୋଇ ବସ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡରୁ ମାଲକାନଗିରି ଅଭିମୁଖେ ଆସୁଥିଲା । ଯାତ୍ରାସମୟରେ ବିଳମ୍ବିତ ରାତି ରାତି ପ୍ରାୟ ୩ଟା ସମୟରେ ବସଟିରେ ଆନ୍ଧ୍ରପ୍ରଦେଶର

ପ୍ରବଳ ଝଡ଼ ତୋଫାନ, ଘଡଘଡି ସହିତ ବର୍ଷା : ଜନ ଜୀବନ ଅସ୍ତ ବ୍ୟସ୍ତ…

ବାଲିଗୁଡା, ତା. ୨୦/୦୩: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ଝଡ଼ ତୋଫାନ, ଘଡଘଡି ସହିତ ବର୍ଷା ହେବା ଫଳରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି l ଘନ ମେଘ ଆକାଶକୁ ଆଛାଦିତ କରିଦେବା ସହ ଘଡଘଡିର ଶବ୍ଦରେ କିଛି ସମୟ

୭୦୦ କେଜି ଗଞ୍ଜେଇ ସହ ପିକ୍ଅପ୍ ଭ୍ୟାନ୍ ଜବତ…

ବାଲିଗୁଡ଼ା, ତା, ୨୦/୦୩ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଲା ବଡ଼ ସଫଳତା । ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । ବାରଖମା,ସୁଡ୍ରା ଅଞ୍ଚଳରେ ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ ବାଲିଗୁଡ଼ା ଅଞ୍ଚଳରୁ ଅନ୍ୟ ଜିଲ୍ଲାକୁ ବିପୁଳ ପରିମାଣର