Sign in
Sign in
Recover your password.
A password will be e-mailed to you.
ବଢୁଛି ତାତି, ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ବଢୁଛି ତାତି । ଏପ୍ରିଲ ନ ପସୁଣୁ ଖରା ଖଇ ଫୁଟିଲାଣି । ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ । ତାତିକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ବାବଦରେ ନିଷ୍ପତ୍ତି ନିଆଯିବ । ଏ ନେଇ ବୈଠକ ବସିବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୈଠକରେ ବିପର୍ଯ୍ୟୟ!-->…
କଟକ ତଳ ବାଲିଯାତ୍ରା ପଡିଆରେ ପୁସ୍ତକମେଳା ଉଦଘାଟିତ
କଟକ : କଟକ ତଳ ବାଲିଯାତ୍ରା ପଡିଆରେ ପୁସ୍ତକମେଳା ଉଦଘାଟିତ ହୋଇଯାଇଛି । ମେୟର ସୁବାସ ସିଂ ପୁସ୍ତକମେଳାକୁ ଉଦଘାଟନ କରିଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ଏହି ପୁସ୍ତକମେଳା ୧୦ ଦିନ ଧରି ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ ଜଣାପଡିଛି । ମେଳାରେ ୧୬୫ଟି ଷ୍ଟଲ ପଡ଼ିଛି । ରାଜ୍ୟ!-->…
ସାମାଜିକ ସଦଭାବନା ନେତୃତ୍ୱ ସମୂହ ବୈଠକ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସାମାଜିକ ସଦ୍ ଭାବନା ନେତୃତ୍ୱ ସମୂହ ବୈଠକ ଅନୁଷ୍ଠିତ ହୋଇଥିଲା l ବ୍ୟବସ୍ଥା ପ୍ରମୁଖ ପିଣ୍ଟୁ ପ୍ରଧାନୀ ଅତିଥି ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରି ଭାରତ!-->…
କବି ବଳରାମ ପୂଜାରୀଙ୍କ ୫୨ତମ ଜୟନ୍ତୀ ପାଳିତ : ବିଶିଷ୍ଠ କବି ଚକ୍ରପାଣି ପରିଚ୍ଛାଙ୍କୁ କବି ବଳରାମ ପୂଜାରୀ ସ୍ମୃତି…
ଜୟପୁର : ଓଡିଆ ଭାଷା ସାହିତ୍ୟର ଉପାନ୍ତ ପ୍ରହରୀ ମାଟିମଗ୍ନା ସ୍ଵର୍ଗତ କବି ବଳରାମ ପୂଜାରୀ ସୁପରିଚିତ । ତାଙ୍କ ରଚନାରେ ମାଲ୍ୟବନ୍ତ ମାଟିର କଥା କୁହେ । ବିଶ୍ଵ କବିତା ଦିବସରେ ଜନ୍ମ ଗ୍ରହଣ କରି ମାଲକାନଗିରି ଜିଲ୍ଲା ତଥା ଓଡ଼ିଶା ରାଜ୍ୟକୁ କାବ୍ୟମୟ କରି ପାରିଛନ୍ତି । ସେ ସୃଷ୍ଟି କରିଥିବା!-->…
ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ
ଭୁବନେଶ୍ବର: ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ । ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବାକୁ ଧମକ ଦେଲେ ଦୁର୍ବୃତ୍ତ । ମାର୍ଚ୍ଚ ୯ ତାରିଖରୁ ଆସିଥିଲା ହତ୍ୟା ଧମକ । ଏନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କେନ୍ଦୁଝର ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି ।!-->…
ମିନି ସିଲିଣ୍ଡର ଫିଲିଂ ବେଳେ ଫାଟିଲା ଟାଙ୍କି, ଜଣେ ଗୁରୁତର
ଭୁବନେଶ୍ବର: ଫାଟିଲା ଗ୍ୟାସ ଟାଙ୍କି । ଉଡ଼ିଲା ଦୋକାନ । ଭୁବନେଶ୍ବର ଘାଟିକିଆରେ ଅଘଟଣ । ଗ୍ୟାସ ଦୋକାନରେ ମିନି ସିଲିଣ୍ଡର ଫିଲିଂ ବେଳେ ଫାଟିଲା ଟାଙ୍କି । ଗୋଟିଏ ଗ୍ୟାସରୁ ଗ୍ୟାସ ବ୍ୟାପି ଦୁଇ ତିନୋଟି ସିଲିଣ୍ଡର ଫାଟି ଥିବା ସୂଚନା । ଜଣେ ଗୁରୁତର ଭାବେ ଆହତ। କ୍ୟାପିଟାଲ!-->…
ଅଖାରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ
କରଞ୍ଜିଆ: ଅଖା ଭିତରୁ ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। କରଞ୍ଜିଆ ଏନଏସି ୱାର୍ଡ ନ ୧୫ ବଣସାହି ନିକଟରେ ଅଖା ଭିତରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ । ନିଖୋଜ ହୋଇଥିବା ନେଇ ଗତକାଲି ବିଳମ୍ବିତ ରାତିରେ ଥାନାରେ!-->…
ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଓଏସ୍ଆରଟିସି ଅଫିସ ଆଗରେ ପ୍ରତିବାଦ
ଭୁବନେଶ୍ବର: ଦୁର୍ଘଟଣାରେ ଓଏସ୍ଆରଟିସି ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତିପୂରଣ ଦାବିରେ ଭୁବନେଶ୍ବର ଓଏସ୍ଆରଟିସି ଅଫିସ ଆଗରେ ମୃତଦେହ ରଖି ପ୍ରତିବାଦ କରୁଛନ୍ତି ପରିବାର । ଗତକାଲି ରାତିରେ ପଶ୍ଚିମବଙ୍ଗର ମେଦିନୀପୁର ପାଖରେ ଘଟିଛି ଦୁର୍ଘଟଣା । ମୃତକ ହେଉଛନ୍ତି କଟକ!-->…
ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା: ୨ ଗିରଫ
ଭୁବନେଶ୍ୱର : ପ୍ରତାପ ଜେନାଙ୍କ ବାସଭବନ ଆଗରେ ହଙ୍ଗାମା ଘଟଣାରେ ଦୁଇ ଗିରଫ। ହଙ୍ଗାମା କରିଥିବା ଦୁଇ ଯୁବକ ଗତକାଲି ବିଜୁ ଛାତ୍ର ଜନତା ଦଳରୁ ନିଲମ୍ବିତ ହୋଇଥିଲେ।
ବିଜେଡି ନେତା ତଥା ପୂର୍ବତ୍ତନ ମନ୍ତ୍ରୀ ପ୍ରତାପ ଜେନା ରହୁଥିବା ସରକାରୀ ବାସଭବନ ଆଗରେ ହଙ୍ଗାମା ଘଟଣାରେ ୨ ଜଣ ଗିରଫ।!-->!-->!-->…
ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଶିଶୁ ଦିବସ ପାଳିତ : ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅଧୀନରେ ଜିଲ୍ଲାର ଚାରିଜଣ…
କନ୍ୟା ଶିଶୁଙ୍କ ସୁରକ୍ଷା, ନିରାପତ୍ତା, ଜୀବନ କୌଶଳ ବିକାଶ ଓ ଆତ୍ମରକ୍ଷା ସମ୍ବନ୍ଧୀୟ ଆଲୋଚନା
ଛତ୍ରପୁର : ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ରିକାପାଲି ଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଗଞ୍ଜାମ ବିଜୟଲକ୍ଷ୍ମୀ ବେହେରାଙ୍କ ଅଧ୍ୟକ୍ଷତାରେ!-->!-->!-->…