Sign in
Sign in
Recover your password.
A password will be e-mailed to you.
ମଦ୍ୟପଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର
ନବରଙ୍ଗପୁର : ମଦ୍ୟପ ଯୁବକଙ୍କ ଉନ୍ତୁତ୍ତ କାଣ୍ଡ । ନବରଙ୍ଗପୁର ଝରୀଗାଁ ବ୍ଲକର କୁସୁମବାହାଲ ଗାଁରେ ଫୁଟିଲା ଗୁଳି । ଗୁଳି ଚଳାଇଲା ଜଣେ ମଦ୍ୟପ । ମଦ ପିଇ ଜଣେ ଯୁବକ ଉପରକୁ ଗୁଳିମାଡ଼ କରିଛି ମଦ୍ୟପ । ଅଭିଯୋଗ ଅନୁସାରେ, ଏକମ୍ବାପଡା ଗାଁର ବିଷମ ଶବର ନାମକ ଯୁବକ ପ୍ରଚୁର ମଦ୍ୟପାନ କରି!-->…
ସାରୁଆଳି କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ୩ ଗିରଫ
କାମାକ୍ଷାନଗର : କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ନିକଟରେ ଥିବା ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ l ମୁଖ୍ୟ ଅଭିଯୁକ୍ତ ସମେତ ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ !-->…
ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଭୁବନେଶ୍ୱରରେ ତିଆରି ହେବ ୩୭ଟି ନୂଆ ରାସ୍ତା
ଭୁବନେଶ୍ୱର: ଭୁବନେଶ୍ୱର ପାଇଁ ବଡ଼ ପ୍ଲାନ୍ । ତିଆରି ହେବ ୩୭ଟି ନୂଆ ରାସ୍ତା । ଭୁବନେଶ୍ୱର ସହରର ବଢୁଥିବା ଭିଡ଼ ଏବଂ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । ଆସନ୍ତା ୫୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି!-->…
୩ ଦିନ ହେଲା ଗାଁ ଦାଣ୍ଡରେ ବୁଲୁଛି ଗୋଠ ଛଡ଼ା ଦନ୍ତା, ଲୋକେ ଆତଙ୍କିତ
ଢ଼େଙ୍କନାଳ: ଗାଁ ଦାଣ୍ଡରେ ବୁଲୁଛି ଦନ୍ତା । ଢେଙ୍କାନାଳ ଗଁଦିଆ ଥାନା ଷଡ଼ଙ୍ଗୀ ରେଞ୍ଜରେ ଦନ୍ତା ଆତଙ୍କ। ୩ ଦିନ ହେଲା ଆତଙ୍କ ଖେଳାଇଛି ଗୋଠ ଛଡ଼ା ହାତୀ । ହାତୀଟି କାଶିପୁର, ଲହଡା ଗାଁ ଦାଣ୍ଡରେ ହାତୀଟି ବୁଲୁଛି । ଦିନବେଲା ଦନ୍ତାକୁ ଦେଖି ଗାଁଲୋକେ ଭୟଭୀତ ହୋଇପଡିଥିଲେ ।!-->…
୫ଦିନ ହେବ ଜଳୁଛି ଜଙ୍ଗଲ, ଧ୍ବଂଶ ହେଉଛି ବହୁ ମୂଲ୍ୟବାନ ଗଛ
ହରଭଙ୍ଗା: ନିଆଁ ଆଁରେ ଜଙ୍ଗଲ। ୫ଦିନ ହେବ ଲିଭୁନି ଜଙ୍ଗଲ ନିଆଁ । ବୌଦ୍ଧ ହରଭଙ୍ଗା ବ୍ଲକର ମାଧପୁର ଏବଂ ପୁରୁଣାକଟକ ବନାଞ୍ଚଳ ଅଧିନରେ ଥିବା ମୁଣ୍ଡେଶ୍ୱର,ପୋଢହଳ, ପାରାପିଠ, ଯାଜପୁର ସଂଗ୍ରକ୍ଷିତ ଜଙ୍ଗଲରେ ପୋଡି ହୋଇ ପାଉଁଶ ହେଉଛି ବହୁ ମୂଲ୍ୟବାନ ଗଛ । ବନ ବିଭାଗ ପକ୍ଷରୁ ନିୟୋଜିତ!-->…
ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଜୀବନ ହାରିଲେ ସ୍ତ୍ରୀ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୀମାନ୍ତ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କପିଲାଭଟା ଗାଁରେ ଅଭାବନୀୟ ଘଟଣା । ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଆହତ ଅବସ୍ଥାରେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ!-->…
ଅନ୍ୟ ଜାତିରେ ଝିଅର ନିର୍ବନ୍ଧ କରି ଜାତିରୁ ବାଛନ୍ଦ ହେଲେ ପୂର୍ବତନ ବିଧାୟକ
ନବରଙ୍ଗପୁର: ନିଜ ଝିଅକୁ ଅନ୍ୟ ଜାତିରେ ବିବାହ କରିବାକୁ ପ୍ରସ୍ତୁତ ହେଉଥିବାକୁ ନେଇ ଅଡୁଆରେ ଫସିଛନ୍ତି ନବରଙ୍ଗପୁରର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ । ତାଙ୍କୁ ଏବଂ ତାଙ୍କ ପରିବାରକୁ ନିଜ ଜାତିରୁ ବାସନ୍ଦ କରିଛି ଅଖିଳ ଭାରତୀୟ ଭତରା ବିକାଶ ପରିଷଦ । ଏନେଇ ପରିଷଦ ପକ୍ଷରୁ ଚିଠି!-->…
ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର ଆହତ…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଇବୋଗା ଥାନା ଅଞ୍ଚଳର ଝମନକିରା ସ୍କୁଲ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ! ଗତକାଲି, ୨୧ ମାର୍ଚ୍ଚ, ୨୦୨୬, ସନ୍ଧ୍ୟା ପ୍ରାୟ ୫ଟା ସମୟରେ, ବୀରମିତ୍ରପୁର ଥାନା ଦେବକରଣ ମୁସଲିମ ଦଫାଇ ଅଞ୍ଚଳର ବାସିନ୍ଦା ବିଶାଳ!-->…
ଆମେରିକୀୟ ଯୁଦ୍ଧ ବିମାନକୁ ଅବତରଣ ପାଇଁ ଅନୁମତି ଦେଲାନି ଶ୍ରୀଲଙ୍କା
କଲମ୍ବୋ: ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧରେ ଶ୍ରୀଲଙ୍କା ନିଜର ନିରପେକ୍ଷତା ବଜାୟ ରଖିଛି। ଶ୍ରୀଲଙ୍କା ଏହାର ବିମାନ ବନ୍ଦରରେ ଆମେରିକୀୟ ଯୁଦ୍ଧ ବିମାନଗୁଡ଼ିକୁ ଅବତରଣ ପାଇଁ ଅନୁମତି ପ୍ରଦାନ କରି ନାହିଁ। ଯୁଦ୍ଧବିମାନକୁ ଅବତରଣ ଅନୁମତି ଦେବା ଲାଗି ଆମେରିକା ପକ୍ଷରୁ ଶ୍ରୀଲଙ୍କା!-->…
ୟୁଏଇକୁ ୭୦୦ କୋଟି ଡଲାରର ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା
ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକା ଏହାର ସହଯୋଗୀ ରାଷ୍ଟ୍ର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ୭୦୦ କୋଟି ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଅନୁମୋଦନ କରିଛି। ଏହା ପୂର୍ବରୁ ଗୁରୁବାର ପଶ୍ଚିମ ଏସିଆର ୩ଟି ରାଷ୍ଟ୍ରକୁ ଆମେରିକା ୧୬୫୦ କୋଟି ଡଲାରର ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ!-->…