Sign in
Sign in
Recover your password.
A password will be e-mailed to you.
ଥାନାରେ ଥାର୍ଡ ଡିଗ୍ରୀ ଘଟଣା: ବାରଙ୍ଗ ଥାନା ଘେରିଲେ ଗ୍ରାମବାସୀ
ବାରଙ୍ଗ: ଥାର୍ଡ ଡିଗ୍ରୀ ପରେ ମେଡିକାଲରୁ ଉଠାଇନେଲେ । ଘଟଣାକୁ ନେଇ ପୁଣି ବାରଙ୍ଗ ଥାନା ଘେରିଲେ ଶତାଧିକ ଗ୍ରାମବାସୀ । ଘଟଣାସ୍ଥଳରେ କଟକ ଡିସିପି। ଚଣ୍ଡୀପ୍ରସାଦ ଗାଁର ରାକେଶ ବେହେରାଙ୍କୁ ବାରଙ୍ଗ ପୋଲିସର ଥାର୍ଡ ଡିଗ୍ରୀ ଘଟଣାକୁ ନେଇ ପୁଣି ତାତିଲେ ଗ୍ରାମବାସୀ । ବାରଙ୍ଗ ଥାନା!-->…
ଭୋକ ଉପାସରେ କୁଷ୍ଠାଶ୍ରମର ୨ ଶହ ଅନ୍ତେବାସୀ, ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବସିରହିଲେ
କଟକ: ଭୋକ ଉପାସରେ କୁଷ୍ଠ ଆଶ୍ରମର ୨ ଶହ ଅନ୍ତେବାସୀ । ଅସହ୍ୟ ଗୁଳୁଗୁଳିରେ ଖାଦ୍ୟ ଅପେକ୍ଷାରେ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଛନ୍ତି ଶତାଧିକ ରୋଗୀ । କଟକ ନୂଆବଜାର ଗାନ୍ଧୀପଲ୍ଲୀ ସ୍ଥିତ କୁଷ୍ଠାଶ୍ରମରେ ଦେଖିବାକୁ ମିଳିଛି ଅଭାବନୀୟ ପରିସ୍ଥିତି । ଖରା ଗରମ ସାଙ୍ଗକୁ ପେଟକୁ!-->…
ଭୋଟର ତାଲିକା ସଂଶୋଧନ, କାଲିଠୁ ଘରକୁ ଘର ବୁଲିବେ BLO
ଭୁବନେଶ୍ୱର : ଓଡ଼ିଶାରେ ଭୋଟର ତାଲିକାର ବଡ଼ ସଂଶୋଧନ। କାଲିଠୁ ଘରକୁ ଘର ବୁଲିବେ BLO । ସାମିଲ ହେବେ ୩ କୋଟି ୩୩ ଲକ୍ଷରୁ ଅଧିକ ଭୋଟର। ଓଡ଼ିଶାର ଭୋଟରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ!-->…
ଚାଷୀକୂଳ ପାଇଁ ଚେତାବନୀ, ଚଳିତ ବର୍ଷ ଓଡିଶାରେ କମ ବର୍ଷା
ଭୁବନେଶ୍ୱର : ଚିନ୍ତା ବଢ଼ାଇଲା ପାଣିପାଗ ବିଭାଗ । ଚଳିତ ବର୍ଷ କମ୍ ହେବ ବର୍ଷା । ‘ଏଲ୍ ନିନୋ’ ସାଜିବ ବାଧକ! । ଏଥର ମୌସୁମୀ ବର୍ଷା ୯୦ ପ୍ରତିଶତକୁ ଖସିଲା । ଯାହା ଚାଷୀକୂଳ ପାଇଁ ବଡ଼ ଚେତାବନୀ! । ଚଳିତ ବର୍ଷ ମୌସୁମୀ ବର୍ଷାକୁ ନେଇ ସାରା ଦେଶ ପାଇଁ ଚିନ୍ତାଜନକ ଖବର ସାମ୍ନାକୁ!-->…
ଅଜଣା ଗାଡ଼ି ଧକ୍କାରେ ବାଇକ୍ ସହ ଜଳିଗଲେ ଯୁବକ
ଅନୁଗୁଳ: ଜଳିଗଲେ ବାଇକ୍ ଆରୋହୀ । ଅନୁଗୁଳ ଜିଲ୍ଲା ସମଲ ଥାନା ସମାକୋଇ ବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୧୪୯ ନମ୍ବର ଜାତୀୟ ରାଜପଥର ସମାକୋଇ ବ୍ରିଜ୍ ଉପରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ବାଇକ୍ ସହ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଚାଳକ । ମୃତକ ହେଲେ ଅନୁଗୋଳ ତୁରଙ୍ଗ!-->…
ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ
କାଲିମେଳା: ବଜ୍ରପାତରେ ସ୍ବାମୀ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପାଲି ଗାଁରେ ଅଘଟଣ। ସୂଚନା ଅନୁସାରେ ଗାଁର ୩୫ ବର୍ଷୀୟା ଏଙ୍କି ମାଡକାମୀ ଓ ତାଙ୍କ ସ୍ୱାମୀ ଭିମା ମାଡକାମୀ ବିଲରେ ଥିଲେ । ଏଙ୍କି ମାଡକାମୀ ବାହାରକୁ ଯାଇଥିବା ବେଳେ!-->…
ଟଳିଲା ରେଳ ଦୁର୍ଘଟଣା, ମାଲବାହୀ ଟ୍ରେନ ଉପରେ ଖସିଲା କ୍ରେନ
ବାଲେଶ୍ୱର: ନୀଳଗିରି ଅନ୍ତର୍ଗତ ଗୋପୀନାଥପୁର ରେଳ ଷ୍ଟେସନ ନିକଟରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ସ୍ଥାନୀୟ ଏକ ସ୍ଲିପର କାରଖାନାରେ କାମ ଚାଲିଥିବା ବେଳେ ଏକ କ୍ରେନ ହଠାତ ଭାରସାମ୍ୟ ହରାଇ ଛିଡା ହୋଇଥିବା ମାଲବାହୀ ଟ୍ରେନ ଉପରେ ଖସି ପଡିଛି। ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ ସେଠାରେ ଥିବା!-->…
କାଳବୈଶାଖୀ ତାଣ୍ଡବ: ଘର ଉପରେ ଗଛ ପଡି ମହିଳାଙ୍କ ମୃତ୍ୟୁ
ଅନୁଗୋଳ: କାଳବୈଶାଖୀ ପ୍ରଭାବରେ ଅନୁଗୋଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଠମଲ୍ଲିକ ଥାନା ଅଧୀନ ନାରାୟଣପୁର ଗାଁରେ ବୁଧବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ପ୍ରବଳ ପବନ ଓ ବର୍ଷା ଯୋଗୁଁ ଏକ ଘର ଉପରେ ଗଛ ପଡିଯିବାରୁ ଜଣେ ମହିଳାଙ୍କର ପ୍ରାଣହାନି ଘଟିଛି।
ମୃତ!-->!-->!-->…
ଭତ୍ତା ନପାଇ ଭତ୍ତା ହିତାଧିକାରୀ ହନ୍ତସନ୍ତ : ପ୍ରଶାସନ ନୀରବ ଦ୍ରଷ୍ଟା…
ନୟାଗଡ:ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଭତ୍ତା ପାଉଥିବା ହିତାଧିକାରୀ ମାନେ ୨ମାସ ହେବ ଭତ୍ତା ନପାଇ ହନ୍ତସନ୍ତ ହେଉଥିବା ଅଭିଯୋଗ ଆସିଛି ।ବାର୍ଦ୍ଧକ୍ୟ, ବିଧବା, ସ୍ବାମୀ ପାରିତ୍ୟକ୍ତା କିମ୍ବା ଭିନ୍ନକ୍ଷମ!-->…
ନୟାଗଡ଼ : ପାନ ମସଲା ଜବତକୁ ନେଇ ଅଡୁଆରେ ସଦର ଥାନା…!
ନୟାଗଡ:ନୟାଗଡ଼ ସଦର ଥାନା ପୋଲିସ ପାନ ମସଲା ବ୍ୟବସାୟୀ କମଳ ସାହୁଙ୍କୁ ଗିରଫ କରିବା ସହିତ ଖୁଣ୍ଟୁବନ୍ଧ ଗ୍ରାମ ସ୍ଵପ୍ନେଶ୍ୱର୍ କ୍ଲବରେ ଭଡ଼ାରେ ଚାଲିଥିବା ଗୋଦାମ ଘରେ ଚଢ଼ାଉ କରି ବିପୁଳ ପରିମାଣରେ ପାନ ମସଲା ଜବତ କରିଥିଲେ ।ଏହାକୁ ନେଇ ସେତେବେଳେ ପୋଲିସ ଘନ ଘନ ସାମ୍ବାଦିକ ସମ୍ମିଳନୀ କରି!-->…