Sign in
Sign in
Recover your password.
A password will be e-mailed to you.
ଗାଡ଼ି ଜରିମାନା ଚାଲାଣ ପୈଠରେ ବଡ଼ ରିହାତି, ଜାତୀୟ ଲୋକ ଅଦାଲତରେ ମିଳିବ ପୈଠ ସୁବିଧା
ଭୁବନେଶ୍ବର: ରାଜ୍ୟରେ ବକେୟା ଥିବା ଟ୍ରାଫିକ୍ ଚାଲାଣଗୁଡ଼ିକର ସମାଧାନ ସହିତ ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ଆଗାମୀ ଜାତୀୟ ଲୋକ ଅଦାଲତରେ ପୁରୁଣା!-->…
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଐତିହାସିକ ରାମଲୀଳା ମୈଦାନରେ ପୁଣିଥରେ ଚାଷୀଙ୍କ ରଣହୁଙ୍କାର ଦେଖିବାକୁ ମିଳିବ। ଆଜି ଏଠାରେ ଅନୁଷ୍ଠିତ ହେବାକୁ ଥିବା ‘କିଷାନ ପଞ୍ଚାୟତ’ ପାଇଁ ଦେଶବ୍ୟାପୀ ବହୁ ସଂଖ୍ୟକ ଚାଷୀ ଏକତ୍ରିତ ହେବାର ଆଶା କରାଯାଉଛି। ଏହି ବିଶାଳ ସମାବେଶକୁ ଦୃଷ୍ଟିରେ ରଖି!-->…
ଅଗ୍ନିକାଣ୍ଡ ଘଟଣା ସରକାରଙ୍କ ଅବହେଳା, ବ୍ୟବସ୍ଥାଗତ ବିଫଳତାର ଜ୍ଵଳନ୍ତ ଉଦାହରଣ: ଜନସ୍ୱାସ୍ଥ୍ୟ ଅଭିଯାନ
ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଏବଂ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ଗତ ୧୫ ମାର୍ଚ୍ଚରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଓ ତାହାର ପରିଣତିରେ ୧୨ ଜଣ ରୋଗୀଙ୍କ ମୃତ୍ୟୁ ଘଟଣା ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଗଭୀର ତ୍ରୁଟିକୁ ସାମ୍ନାକୁ ଆଣିଛି। ଏହାକୁ କେବଳ!-->…
ଏଟିଏମରୁ ଟଙ୍କା କଟିବା ପଡିଲା ମହଙ୍ଗା, ୧୦ ହଜାର ପାଇଁ ବ୍ୟାଙ୍କ ଦେଲା ୩ ଲକ୍ଷ ଟଙ୍କା କ୍ଷତିପୂରଣ
ସୁରଟ : ଏଟିଏମରୁ ଟଙ୍କା କଟିବା ବ୍ୟାଙ୍କକୁ ପଡିଲା ମହଙ୍ଗା । ୧୦ ହଜାର ଟଙ୍କା ଉଠାଇବାକୁ ଯାଇ ଗ୍ରାହକ ପାଇଲେ ୩ ଲକ୍ଷ ଟଙ୍କା । ୨୦୧୭, ଫେବୃୟାରୀ ୧୮ ତାରିଖରେ ସୁରଟର ଜଣେ ଗ୍ରାହକ ୧୦ ହଜାର ଟଙ୍କା ଉଠାଇବାକୁ ଏଟିଏମକୁ ଯାଇଥିଲେ । ହେଲେ ମେସିନରୁ ଟଙ୍କା ବାହାରି!-->…
‘ଖାଦ୍ୟ ହିଁ ପରମ୍ପରାକୁ ଉଜ୍ଜୀବିତ କରି ରଖିଥାଏ, ଏହାର ସୁରକ୍ଷା, ଆମ ପରମ୍ପରାର ସୁରକ୍ଷା’
ଭୁବନେଶ୍ୱର: ଜୈବ ବିବିଧତାରେ ପରିପୂର୍ଣ୍ଣ ଓଡ଼ିଶାର ଖାଦ୍ୟ ଶସ୍ୟର ଏକ ଅନନ୍ୟ ପରିଚୟ ରହିଛି ନିଜର ପୁଷ୍ଟିକର ଓ ସ୍ୱାସ୍ଥ୍ୟପ୍ରଦ ଗୁଣବତ୍ତା ଯୋଗୁଁ। ସମୟକ୍ରମେ ଏଥିରୁ କିଛି ଖାଦ୍ୟ ବିସ୍ମୃତ ଓ ବିଲୁପ୍ତ ପ୍ରାୟ ଅବସ୍ଥାରେ ପହଁଚିଛି। ଏହାର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଓଡ଼ିଶା ସରକାର ଆଗେଇ!-->…
ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଗ୍ରୀଷ୍ମ-ପ୍ରବାହ ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଭୁବନେଶ୍ବର: ଆସନ୍ତା ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଗ୍ରୀଷ୍ମ-ପ୍ରବାହ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ରାଜ୍ୟରେ ସମ୍ଭାବ୍ୟ!-->…
‘ଗ୍ରାମୋଦୟ’ ଶତ ପ୍ରତିଶତ ହାସଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ରାଜ୍ୟର ମାଓ ପ୍ରଭାବିତ ଅଂଚଳରେ ସାମଗ୍ରିକ ଉନ୍ନତି ପାଇଁ ଗତ ୨୦୨୪ ମସିହା ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଗ୍ରାମୋଦୟ’ ଭଳି ଅଭିନବ ପଦକ୍ଷେପ ନିଆଯାଇଥିଲା। ଏହି ପଦକ୍ଷେପରେ ସଂପୃକ୍ତ ଅଂଚଳରେ ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ କିପରି କାର୍ଯ୍ୟକାରୀ!-->…
କାତାର ଗ୍ୟାସ୍ ପ୍ଲାଣ୍ଟ ଉପରେ ଇରାନର ମିସାଇଲ୍ ମାଡ଼
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଯୁଦ୍ଧ ସମଗ୍ର ବିଶ୍ବକୁ ପ୍ରଭାବିତ କରୁଛି । ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ହୋଇଥିବା ଯୁଦ୍ଧର ପ୍ରଭାବ ଭାରତ ଉପରେ ମଧ୍ୟ ପଡୁଛି । ଭାରତ ଶକ୍ତି ଉପରେ ନିର୍ଭର କରୁଥିବା ଉର୍ଜା ଦେଶ ଉପରେ ଆଟାକ ହୋଇଛି । କାତାରରେ ଜଳୁଛି ଗ୍ୟାସ୍ ପ୍ଲାଣ୍ଟ ।!-->…
ଗର୍ଭସ୍ଥ ଶିଶୁଙ୍କ ସହ ପ୍ରସୂତିଙ୍କ ମୃତ୍ୟୁ ଘଟଣା: ସିଲ୍ ହେଲା ସୁକନ୍ୟା ହସ୍ପିଟାଲ
ଜଗତସିଂହପୁର : ପ୍ରସୂତିଙ୍କ ମୃତ୍ୟୁ ଘଟଣାକୁ ନେଇ ଗତ ଦୁଇ ଦିନ ହେଲା ଉତ୍ତେଜନା ପ୍ରକାଶ ପାଇବା ପରେ ଆଜି ସମ୍ପକ୍ତ ସୁକନ୍ଯା ହସ୍ପିଟାଲକୁ ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯାଇଛି। ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ଖୋଳତାଡ ଜାରି ରହିଥିବା ବେଳେ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ଦିଆଯିବ। ପୁଲିସ!-->…
ପାକିସ୍ତାନରେ ଭୟଙ୍କର ଝଡ଼ବର୍ଷାରେ ଚାଲିଗଲା ୧୯ ଜୀବନ
କରାଚି : ଆଫଗାନିସ୍ତାନ ସହ ସଂଘର୍ଷ ଚାଲିଯିବା ପରେ ଇଦ୍ ପାଇଁ କିଛି ସମୟ ବିରତି ଦେଇଥିବା ପଡ଼ୋଶୀ ଦେଶ ପାକିସ୍ତାନ ଉପରେ ଏବେ ପ୍ରକୃତିର କରାଳ ରୂପ ଧାରଣ କରିଛି । କରାଚିରେ ବୁଧବାର ରାତିରେ ହୋଇଥିବା ପ୍ରବଳ ବର୍ଷା ଓ ଝଡ଼ ଯୋଗୁଁ ଅତିକମରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ!-->…