Sign in
Sign in
Recover your password.
A password will be e-mailed to you.
‘ସମାଧି ଦେବ ଭାରତର କ୍ଷେପଣାସ୍ତ୍ର…’, ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ କଡା ବାର୍ତ୍ତା
ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ବିହାରର ଗୟାରେ ସମ୍ବୋଧିତ କରି କହିଥିଲେ ଯେ ଭାରତ ଉପରେ ଆକ୍ରମଣ କରିବା ପରେ କୌଣସି!-->…
ଭୋଟର ତାଲିକାରେ ହେରଫେର ଅଭିଯୋଗ: ନିଲମ୍ବିତ ହେଲେ ୪ ନିର୍ବାଚନ କମିଶନ ଅଧିକାରୀ
କୋଲକାତା: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ, ପଶ୍ଚିମବଙ୍ଗ ସରକାର ଭୋଟର ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗରେ ଚାରି ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବିତ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି, କିନ୍ତୁ ଏହି ଅଧିକାରୀଙ୍କ ବିରୁଦ୍ଧରେ!-->…
ଏୟାର ଇଣ୍ଡିଆ ବିମାନରେ ଦେଖାଦେଲା ସମସ୍ୟା, ଯୋଧପୁର ବଦଳେର ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କଲା
ମୁମ୍ବାଇ: ପୁଣି ଏୟାର ଇଣ୍ଡିଆ ବିମାନର ହେଲା ଏମରଜେନ୍ସି ଲ୍ୟାଣ୍ଡିଂ । ମୁମ୍ବାଇରୁ ଯୋଧପୁର ଯାଉଥିବା ସମୟରେ ବିମାନରେ ସମସ୍ୟା ଦେଖାଦେବାରୁ ମୁମ୍ବାଇ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରାଯାଇଥିଲା । ବିମାନ ଉଡାଣ ଭରିବା ସମୟରେ ସମସ୍ୟାର ସମ୍ମୁଖୀନ ହୋଇଥିଲା ବୋଲି ଏୟାର ଇଣ୍ଡିଆର ଜଣେ!-->…
ଖରସ୍ରୋତାକୁ ଡେଇଁ ପଡ଼ିଲେ ଛାତ୍ର, ୩୬ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ
ଯାଜପୁର ଟାଉନ: ଯାଜପୁର ସଦର ଥାନା ଅନ୍ତର୍ଗତ ଖରସ୍ରୋତା ନଦୀ ବ୍ରିଜରୁ ଡେଇଁ ଛାତ୍ର ନିଖୋଜ ଘଟଣା । ୩୬ ଘଣ୍ଟା ପରେ ନିଖୋଜ ଛାତ୍ରଙ୍କ ମୃତଦେହ ତନ୍ତିଘାଇ ନିକଟରୁ ଉଦ୍ଧାର। ମୃତ ଛାତ୍ର ହେଲେ ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସାଇ ସ୍ମୃତି ରଞ୍ଜନ ଜେନା । ଦୁଇ ଦିନ!-->…
ଶ୍ରୀମନ୍ଦିରରେ ସେପ୍ଟେମ୍ବର ୧୫ ରୁ ଧାଡି ଦର୍ଶନ ଓ ଆନନ୍ଦ ବଜାରରେ ପୋଲିସ ପୋଷ୍ଟ ସ୍ଥାପନ : ଆଇନ ମନ୍ତ୍ରୀ
ପୁରୀ: ଶ୍ରୀମନ୍ଦିରରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ । ପରିଚାଳନା କମିଟି ଗଠନ ସରିବା ପରେ ପ୍ରଥମ ବୈଠକରେ ହୁଣ୍ଡି ସ୍ଥାନାନ୍ତରଣ ଓ ପରେ ଧାଡ଼ି ଦର୍ଶନ ଆରମ୍ଭ ହେବ । ସେପ୍ଟେମ୍ବର 15 ରୁ ମନ୍ଦିରରେ ‘ଧାଡି ଦର୍ଶନ’ (ଦେବତାଙ୍କ ଏକ ଝଲକ ପାଇବା ପାଇଁ ଧାଡି ଦର୍ଶନ) ଆରମ୍ଭ ହେବ ବୋଲି!-->…
କଟକରେ ପାର୍ବଣ ଋତୁକୁ ନେଇ ଲାଗିବ ଏସବୁ କଟକଣା, ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ
କଟକ: ଆସୁଛି ଦୁର୍ଗାପୂଜା । କଟକର ମନଲୋଭା ଚାନ୍ଦି ମେଢ଼ରେ ବେଶ ଧୂମଧାମରେ ହେବ ମା’ଙ୍କ ପୂଜାର୍ଚ୍ଚନା । ଏଥି ପାଇଁ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କଟକରେ ଚଳିତ ବର୍ଷ ସେପ୍ଟେମ୍ବର ୨୮ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଦୁର୍ଗାପୂଜା । ଅକ୍ଟୋବର ୩ ତାରିଖରେ ହେବ!-->…
ବିଦ୍ୟାଳୟ ଝରକାରେ ଅଟକିଗଲା ଛାତ୍ରୀଙ୍କ ମୁଣ୍ଡ; ସାରା ରାତି ଫସି ରହିଲେ
କେନ୍ଦୁଝର : ସାରା ରାତି ବିଦ୍ୟାଳୟରେ ରହିଲେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ। ବାହାରକୁ ଆସିବାକୁ ଚେଷ୍ଟା ବେଳେ ଝରକାରେ ଅଟକିଗଲା ମୁଣ୍ଡ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି । ଗୁରୁତର ଛାତ୍ରୀଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି!-->…
ନାବାଳିକାର ତଣ୍ଟି କାଟିଲା ଯୁବକ, ଅବସ୍ଥା ସଙ୍କଟାପନ୍ନ
ବଲାଙ୍ଗିର : ନାବାଳିକାର ତଣ୍ଟି କାଟିଲା ଯୁବକ । ତଣ୍ଟି କାଟି ଅଭିଯୁକ୍ତ ଫେରାର । ବଲାଙ୍ଗିର ସଦର ଥାନା ଅଞ୍ଚଳରୁ ଆସିଛି ଅଭିଯୋଗ । ନାବାଳିକାଙ୍କ ବେକକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ କଟାଯାଇଛି । ବେକରେ ଜୋର ଆଘାତ ଲାଗିଛି । ନାବାଳିକାଙ୍କୁ ପରିବାର ଲୋକ ବଲାଙ୍ଗୀର ଭୀମଭୋଇ ମେଡିକାଲରେ!-->…
ଆଜିଠୁ ରଥଭଙ୍ଗା କାମ ଆରମ୍ଭ: ନିଲାମ ହେବ ଚକ, ପ୍ରଭା,ଦ୍ୱାର ବେଢା, କୋଣଗୁଜ
ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ରଥଭଙ୍ଗା କାମ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବକମାନେ ଏହି ରଥଭଙ୍ଗା କାର୍ଯ୍ୟ କରିଥାନ୍ତି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଭଙ୍ଗାଯିବା ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଭଙ୍ଗାଯିବ । ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା!-->…
ରାସ୍ତା ତଳକୁ ଖସିଲା ବସ୍, ଶହେରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଲେ
ଭଦ୍ରକ : ଓଭରଟେକ ହେଲା କାଳ । ରାସ୍ତା ତଳକୁ ଖସିଲା ବସ୍ । ଅଳ୍ପକେ ବର୍ତ୍ତିଲେ ଶହେରୁ ଅଧିକ ଯାତ୍ରୀ । ବସଟି ଔପଦାରୁ ଭୁବନେଶ୍ବର ଯାଉଥିବାବେଳେ ଅଗରପଡ଼ା ବରପଦା ରାସ୍ତାର ଧୋବା ଗଡିଆ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି!-->…