ମହିଳାଙ୍କ ସମ୍ମାନ ପ୍ରତି ହେଉଥିବା ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ: ମାଓବାଦୀ

ମାଲକାନଗିରି: ଆନ୍ଧ୍ର ଓଡ଼ିଶା ସୀମା ସ୍ବତନ୍ତ୍ର ଜୋନାଲ କମିଟି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତାକାଲି (୨୦୨୪ ମାର୍ଚ୍ଚ ୮) ମହିଳା ଦିବସ ପାଳନ ନେଇ ଏହି ପ୍ରେସ ବିଜ୍ଞପ୍ତିରେ ମାଓ ସଂଗଠନ ପକ୍ଷରୁ ଆହ୍ବାନ କରାଯାଇଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜୋନାଲ କମିଟିରେ ମହିଳାଙ୍କ…

ଯେଉଁଠି ମା’ଙ୍କୁ ସମ୍ମାନ ମିଳେ, ସେଠି ଦେବତାମାନେ ବାସ କରନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାର ମହିଳାମାନେ ବହୁତ ଉପରକୁ ଉଠି ପାରିଛନ୍ତି। ରାଜ୍ୟ ସରକାର ସେମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଗୁରୁବାର…

ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ କମିସନରେଟ୍‌ ପୁଲିସ୍‌ର ସ୍ୱତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ପରିଚାଳନା ନେଇ ପୁଲିସ ସେବା ଭବନରେ ଗୁରୁବାର କମିସନରେଟ୍‌ ପୁଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପୁଲିସ କମିସନର ସଞ୍ଜୀବ ପଣ୍ଡା, ଅତିରିକ୍ତ ପୁଲିସ କମିସନର ଅବିନାଶ କୁମାର, ଖୋର୍ଦ୍ଧା ଜିଲ୍ଲାପାଳ…

ବିଜେପି ସହ ଆସନ ବୁଝାମଣା: ଦିଲ୍ଲୀ ଗଲେ ପାଣ୍ଡିଆନ ଓ ବବି

ଭୁବନେଶ୍ବର : ଦୀର୍ଘ ୧୫ବର୍ଷ ପରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟକୁ ଫେରିବ ବିଜେଡି । ଗତକାଲି ଦୁଇଦଳ ଭିନ୍ନ ଭିନ୍ନ ବୈଠକ କରି ଦଳୀୟ ନେତାମାନଙ୍କୁ ସମ୍ଭାବ୍ୟ ମେଂଟ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଅବଗତ କରିବା ପରେ ଆଜି ଏହି ପ୍ରକ୍ରିୟା ଆଉ ପାଦେ ଆଗେଇବାର ସମ୍ଭାବନା ରହିଛି ।…

ପୋଲସରାରେ ଚାଞ୍ଚଲ୍ୟ: ଘର ଭିତରୁ ମା’ ଓ ୨ ବର୍ଷୀୟ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ନିମିନା ପଞ୍ଚାୟତ ସାନ ବରଗାଁ ଗ୍ରାମ ବାଲିହତାରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସନ୍ଧ୍ୟାରେ ଘରର ଗୋଟିଏ କୋଠରିରୁ ମା’-ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକମାନେ ହେଲେ ମାଆ ମାଣିକ ଗୌଡ଼(୩୦) ଓ…

ନାତୁଣୀଙ୍କୁ ସରକାରଙ୍କ ହାତରେ ଟେକିଦେଲା ଜେଜେ ବାପା

ବରଗଡ଼ : ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଶାଖାଡୁଙ୍ଗୁରୀ ଗାଁର ମୁକୁନ୍ଦ ବନଛୋର ତାଙ୍କ ୯ ବର୍ଷର ନାତୁଣୀଙ୍କୁ ସରକାରଙ୍କ ହାତରେ ଟେକି ଦେଇଛନ୍ତି। ଗୋଟିଏ ପଟେ ଦାରିଦ୍ର୍ୟ ଓ ଅନ୍ୟପଟେ ଜୀବନର ଅନ୍ତିମ ପାହାଚରେ ପହଞ୍ଚି ସାରିଥିବା ମୁକୁନ୍ଦ ତାଙ୍କ ନାତୁଣୀଙ୍କ ଭବିଷ୍ୟତ ଚିନ୍ତା କରି ଅଥୟ…

ରାହୁଲଙ୍କ ୫ ଗ୍ୟାରେଣ୍ଟି: ୩୦ ଲକ୍ଷ ସରକାରୀ ନିଯୁକ୍ତି, ସ୍ନାତକଙ୍କ ପାଇଁ ବର୍ଷେ ଆପ୍ରେଣ୍ଟିସସିପ୍ ସୁଯୋଗ

ବାଂସୱାଡା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିନ ଭାରତ ଯୋଡୋ ନ୍ୟାୟ ଯାତ୍ରା ରେ ରାଜସ୍ଥାନରେ ବାଂସୱାଡାରେ ଏକ ରାଲିରେ ଯୁବବର୍ଗଙ୍କୁ ପ୍ରଥମ ଚାକିରି ତଥା ସାମାଜିକ ସୁରକ୍ଷା ନିଶ୍ଚିତ କରିବାକୁ ପ୍ରତିଶ୍ରୁତିର ୫ ଗ୍ୟାରେଣ୍ଟି ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆସନ୍ତା ଲୋକସଭା…

ବିଜେପିରେ ମିଶିଥିବା ପୂର୍ବତନ ବିଚାରପତିଙ୍କୁ ମମତାଙ୍କ କଡ଼ା ଚେତାବନୀ

କୋଲକାତା : କଲିକତା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟଙ୍କୁ ଖୋଲା ଚେତାବନୀ ଦେଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଜଷ୍ଟିସ ଅଭିଜିତ ବିଜେପିରେ ମିଶିବା ପରେ ମମତା ତାଙ୍କ ଉପରେ ବାଲାଷ୍ଟିକ ଆଟାକ କରିଛନ୍ତି।ଅନ୍ତର୍ଜାତୀୟ ମହିଳା ଦିବସର…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଖୁସି ଖବର। ସରକାର ସେମାନଙ୍କ ମହଙ୍ଗା ଭତ୍ତା ବା DA ବଢ଼ାଇଛନ୍ତି। ଆଜି କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତାକୁ…

ଲୋକସଭା ନିର୍ବାଚନ ଲଢ଼ିବାକୁ କଂଗ୍ରେସକୁ ମିଳୁ ନାହାନ୍ତି ପ୍ରାର୍ଥୀ !

ନୂଆଦିଲ୍ଲୀ:ଆଉ କିଛି ସପ୍ତାହ ପରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ପ୍ରାୟ ଅଧିକାଂଶ ରାଜନୀତିକ ଦଳ ଏଥିପାଇଁ ନିଜର ପ୍ରସ୍ତୁତିକୁ ଚୂଡ଼ାନ୍ତ କରି ସାରିଲେଣି।କେନ୍ଦ୍ରରେ କ୍ଷମତାସୀନ ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରି ସାରିଛି। ହେଲେ ଦେଶର…