Sign in
Sign in
Recover your password.
A password will be e-mailed to you.
ସାଂସଦ ବିଧାୟକଙ୍କ ଫୌଜଦାରୀ ମାମଲା ପ୍ରସଙ୍ଗ, ରାଜ୍ୟ ସରକାର ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ରାଜ୍ୟର ସାଂସଦ ଓ ବିଧାୟକଙ୍କ ନାମରେ ରୁଜ୍ଜୁ ହୋଇଥିବା ଫୌଜଦାରୀ ମାମଲାର ତ୍ୱରିତ ଶୁଣାଣି ପାଇଁ କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ହାଇକୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ ।
୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର…
ଶ୍ରୀମନ୍ଦିରରେ ଡିଅର ପୁରୁଷ ଟିମ୍, ମହାପ୍ରଭୁଙ୍କୁ କଲେ ପ୍ରଥମ ଟିକେଟ୍ ସମର୍ପଣ
ପୁରୀ: ଭିନ୍ନ ଏକ କାହାଣୀକୁ ନେଇ ଖୁବ୍ ଶିଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଛଳଚ୍ଚିତ୍ର ଡିଅର ପୁରୁଷ । ଏହାରି ଭିତରେ ଶ୍ରୀମନ୍ଦିର ସାମ୍ନାରେ ଫିଲ୍ମଟିର ଗ୍ରାଣ୍ଡ ପ୍ରୀମିଅର ସୋ କରାଯାଇଛି । ପ୍ରଥମ ଟିକେଟ କୁ ମହାପ୍ରଭୁଙ୍କ ପାଖରେ ଅର୍ପଣ କରିଛି ପୁରା ଟିମ୍ ।…
ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ଆଗରୁ ୧୧ଦିନିଆ ‘ଅନୁଷ୍ଠାନ’ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଜାନୁଆରି ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆଗରୁ ୧୧ଦିନିଆ ‘ଅନୁଷ୍ଠାନ’ ବା ଦେବାରଧନାଦି କର୍ମ କରିବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।
‘ଏକ୍ସ୍’ରେ ସେୟାର୍ କରିଥିବା ‘ୟୁଟ୍ୟୁବ୍’ ଅଡିଓ…
ଭାରସାମ୍ୟ ହରାଇ ଓଲଟିଲା କାର: ଜଣେ ମୃତ
ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ହସନପୁର ଟୋଲ୍ ଗେଟ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା କାର । ଜଣେ ମୃତ ଜଣେ ଗୁରୁତର। ମୃତ ବ୍ୟକ୍ତି ଜଣଙ୍କ ଘଟଗାଁ ଅଞ୍ଚଳର ଅଜୟ ସାହୁ ବୋଲି ଜଣାଯାଇଛି ।
ସୂଚନା ଅନୁସାରେ ଘଟଗାଁ ଅଞ୍ଚଳର…
ଢୋଲ ଭିତରେ ମୂଷା…!
ପ୍ରଶାସନିକ ଅଧିକାରୀଙ୍କ କବ୍ଜା ରେ ଗଞ୍ଜାମ : ଜିଲ୍ଲାରୁ ଯିବାକୁ ନା ଧରୁନାହାନ୍ତି ବାବୁ ମାନେ ..!
ବ୍ରହ୍ମପୁର:୧୨-୧ ଗଞ୍ଜାମ ଜିଲ୍ଲାକୁ ଥରେ ଆସିଲେ ବାବୁ ମାନେ କୋଳି ଖାଇ ମଞ୍ଜି ପୋତିଲା ଭଳି ଏଠାରୁ ଯିବାକୁ ନାରାଜ ଥିବା ଜିଲ୍ଲାର ବହୁ ବ୍ଲକ ଅଞ୍ଚଳ ରେ ଦେଖିବାକୁ ମିଳୁଛି। ଗଞ୍ଜାମ!-->!-->!-->…
ବେଳାଭୂମି ମହୋତ୍ସବକୁ ରାଜନୈତିକ ରଙ୍ଗ ଦିଆ ନ ଯାଉ : ପୀତବାସ ପଣ୍ଡା
ବ୍ରହ୍ମପୁର: ଚଳିତ ବର୍ଷ ଡେରିରେ ହେଲେ ମଧ୍ୟ ସରକାର ଓ ପ୍ରଶାସନ ଗୋପାଳପୁର ମହୋତ୍ସବ ଆୟୋଜନ କରିବାକୁ ଯେଉଁ ଉଦ୍ୟମ କରିଛି ତାକୁ ରାଜନୈତିକ ରଙ୍ଗ ନ ଦେବା ପାଇଁ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ତଥା ରାଜ୍ୟ ଆଇନଜୀବି ପରିଷଦର ସଦସ୍ୟ ଶ୍ରୀ ପୀତବାସ ପଣ୍ଡା ଆହ୍ୱାନ ଦେଇଛନ୍ତି ।!-->!-->!-->…
ନାବାଳିକାଙ୍କୁ ଅପହରଣ ଘଟଣା, ୨୬ ଦିନ ପରେ ନାବାଳିକା ଉଦ୍ଧାର, ଅପହରଣକାରୀ ଫେରାର
ହିଞ୍ଜିଳିକାଟୁ, ୧୧/୧ : ଗତ ୧୪ ତାରିଖରେ ହିଞ୍ଜିଳି ଥାନା ଅଞ୍ଚଳର ଏକ ଗ୍ରାମର ଜୈନିକା ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରି ନେଇଥିଲେ। ଘଟଣା ନେଇ ନାବାଳିକାଙ୍କ ପରିବାର ଲୋକେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ - ୯୫୭/୨୩!-->…
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କଲେ ଜିଲ୍ଲା ଆଦିବାସୀ ମହାସଂଘ
ମାଲକାନଗିରି, ୧୧।୧ : ମାଲକାନଗିରି ଜିଲ୍ଲାର ଅନୁସୂଚିତ ଜାତି ଜନଜାତିଙ୍କ ବିକାଶ ପାଇଁ ବହୁମୁଖୀ ଯୋଜନା ପ୍ରଣୟନ କରି ବିକାଶ ଧାରାକୁ ଆଗେଇ ନେଇଥିବା ସହ ସ୍ଵତନ୍ତ୍ର ସହୟାତ ଯୋଗାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧକ୍ଷ ଭି କାର୍ତ୍ତିକ ପାଣ୍ଡିୟାନଙ୍କୁ ଧନ୍ୟବାଦ ଜଣାଇଲେ!-->…
ତୁଳସୀଗ୍ରାମଠାରେ ବି.ଏସ.ଏଫ କ୍ୟାମ୍ପ ପକ୍ଷରୁ ନାଗରିକ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ…
ମାଲକାନଗିରି, ୧୧।୧ : ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ଗ୍ରାମଠାରେ ତୁଳସୀ ବି.ଏସ.ଏଫ କ୍ୟାମ୍ପ ୨ୟ ବାଟାଲିୟନ ପକ୍ଷରୁ ଆଜି ଏକ ନାଗରିକ ଭେଟ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବି.ଏସ.ଏଫ ଡି.ଆଇ.ଜି ଶୈଳେନ୍ଦ୍ର କୁମାର ସିହ୍ନା , ବି.ଏସ.ଏଫ କମାଣ୍ଡେଂଟ!-->…
ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ ରେ ପୁଣିଥରେ ରାଷ୍ଟ୍ରପତି ପୁରସ୍କାର…
ଚିକିଟୀ : ଚିକିଟୀ ବିଜ୍ଞାପିତ ଅଞ୍ଚଳ ନିଜର ସ୍ଵଛତା କ୍ଷେତ୍ରରେ ଗତ ସ୍ୱଚ୍ଛ ସର୍ବେକ୍ଷଣରେ ପୁରସ୍କୃତ ହୋଇଥିଲା। ସେହିପରି ୨୦୨୩ ରେ ମଧ୍ୟ ସର୍ବଭାରତ ସ୍ତରରେ ପୂର୍ବଭାରତର ପ୍ରlୟ ୧୫୦୦୦ କେଟାଗୋରୀ ମଧ୍ୟରୁ ସ୍ୱଚ୍ଛ ସର୍ବକ୍ଷଣ କ୍ଷେତ୍ରରେ ପୁରସ୍କୃତ ହୋଇଥିବା ସୂଚନା ପ୍ରକାଶ ପାଇଛି।!-->…