ଗଞ୍ଜେଇ ସହ କାର ଜବତ : ଜଣେ ଗିରଫ…

ବାଲିଗୁଡା : କନ୍ଧମାଳ ରୁ ବରଗଡ କୁ ଏକ ଡଷ୍ଟର କାର ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ହାବୁଡରେ ପଡି ଜଣେ ଗିରଫ ହୋଇଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ କାରରୁ ଦୁଇ ବସ୍ତା ଗଞ୍ଜେଇ ଜବତ ହୋଇଛି । ଘଟଣା ରୁ ପ୍ରକାଶ ଯେ ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଫାଣ୍ଡି

ଗୁଣି ଗାରେଡ଼ିକୁ ନେଇ ଜଣଙ୍କୁ ହତ୍ୟା ଘଟଣାରେ ଦୁଇ ଭାଇ ଗିରଫ…

ମାଲକାନଗିରି, ୧୧।୧ ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ତଣ୍ଡାପାଲ୍ଲୀ ଗ୍ରାମର ଗ୍ରାମର ଲକ୍ଷ୍ମା କବାସୀଙ୍କୁ ଗୁଣିଗାରେଡି କରୁଥିବା ଅଭିଯୋଗରେ ନେଇ ତାଙ୍କ ଗଳା କାଟି ହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ତଣ୍ଡପାଲୀ ଗ୍ରାମର ମୁରା ପଡିଆମୀଙ୍କ ସ୍ତ୍ରୀ ଓ ମା

ମୋହନା ବ୍ଲକର କୁଇ କନ୍ଧ ଆଦିବାସୀଙ୍କ ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଆର ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ହାଇସ୍କୁଲ ପଡିଆ ମଧ୍ୟରେ ବହୁ ଆଡମ୍ବର ସହ ଦଶମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବରେ ପୁର୍ବତନ ସାଂସଦ ତଥା ବର୍ତ୍ତମାନର ରାଜ୍ୟ ସରକାର ଆଦିବାସୀ ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ମୁଖ୍ୟ ଅତିଥି ଭାବେ

ଇଭିଏମ ପ୍ରଦର୍ଶନ କେନ୍ଦ୍ର ଉଦଘାଟିତ…

ଫୁଲବାଣୀ :ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଇଭିଏମ ପ୍ରଦର୍ଶନ କେନ୍ଦ୍ର ଉଦଘାଟନ କରାଗଲା। ଏହି ପ୍ରଦର୍ଶନ କେନ୍ଦ୍ର କୁ ଉପଜିଲ୍ଲାପାଳ ଫୁଲବାଣୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନ

ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମର ଉତ୍ସବ ଅନୁଷ୍ଠିତ ହେଇଯାଇଛି । ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ

ଓଡ଼ିଶାରେ ୪ ଦିନ ରହିବେ ରାହୁଲ ଗାନ୍ଧୀ…

ଭୁବନେଶ୍ବର : ଓଡ଼ିଶାରେ ୪ ଦିନ ରହିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଲୋଗୋ ଉନ୍ମୋଚନ ଅବସରରେ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପାଇଁ ଆଜି ଲୋଗୋ…

ନିଜ ବେକ କାଟି ଦେଲେ ଗଣିତ ସାର୍‌; କାରଣ ଖୋଜୁଛି ପୁଲିସ୍‌…

ରାଇଘର : ନିଜ ବେକ କାଟି ଦେଲେ ଗଣିତ ସାର୍‌। ସ୍କୁଲ ନଯାଇ ଭଡ଼ା ଘରେ ଏଭଳି କାଣ୍ଡ ଘଟାଇଛନ୍ତି ଗଣିତ ସାର୍। କେଉଁ କାରଣରୁ ସାର୍‌ ନିଜର ବେକ କାଟିଲେ, ତାହା ଜଣାପଡ଼ିନି। କାରଣ ଜାଣିବା ପାଇଁ ଛାନ୍‌ଭିନ୍‌ ଚଳାଇଛି ପୁଲିସ୍‌। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳାରୁ…

ଡିଲ୍‌ ବେଳେ ୨ଟି ବାଘଛାଲ ଜବତ, ୭ ଜଣ ଗିରଫ…

ନୂଆପଡ଼ା : ବାଘଛାଲ ଡିଲ୍ ବେଲେ ମାଡ଼ିବସିଲା ବନ ବିଭାଗ। ୨ଟି ବାଘଛାଲ ଜବତ କରିବା ସହ ୭ ଜଣଙ୍କୁ ଗିରଫ କଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳର ୨ଟି ପୃଥକ ପୃଥକ ସ୍ଥାନରୁ ଏହି ବାଘଛାଲ ଜବତ ହୋଇଛି। ସୂଚନା ଅନୁସାରେ ଖଡ଼ିଆଳର ଗୋଟିଏ ହୋଟେଲରେ ବାଘଛାଲ ଡିଲ୍ ଚାଲିଥିଲା। ଏହି ସମୟରେ…

୪ର୍ଥ ପର୍ଯ୍ୟାୟରେ ୫ ଜିଲ୍ଲାର ୩୮୯ ରୂପାନ୍ତରିତ ଉଚ୍ଚବିଦ୍ୟାଳୟ ଲୋକାର୍ପିତ…

ଭୁବନେଶ୍ବର: ରାଜ୍ୟର ଶିକ୍ଷାର ବିକାଶ ପାଇଁ ୫ଟି ଅଧୀନରେ ଉଚ୍ଚବିଦ୍ୟାଳୟ ଗୁଡ଼ିକର ‌ରୂପାନ୍ତରିଣ କାମ ଜାରି ରଖିଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ଆଜି ୪ର୍ଥ ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୮୯ଟି ଉଚ୍ଚବିଦ୍ୟାଳୟର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

କୋଣାର୍କରେ ଟଳି ପଡ଼ିଲେ ମହାରାଷ୍ଟ୍ରର ମହିଳା ପର୍ଯ୍ୟଟକ…

କୋଣାର୍କ : କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାକୁ ଆସିଥିଲେ ମହାରାଷ୍ଟ୍ରର ମହିଳା ପର୍ଯ୍ୟଟକ। ହେଲେ ବିଚ୍‌ ରାସ୍ତାରେ ଟଳି ପଡ଼ିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ଗଙ୍ଗା ସାଗର ବୁଡ଼ ପକାଇବା ପାଇଁ ଏକ ବସ୍‌ରେ ମହାରାଷ୍ଟ୍ରର ମରାଠାୱାରୁ…