Sign in
Sign in
Recover your password.
A password will be e-mailed to you.
ଉଜ୍ଜଳା ଯୋଜନାରେ ସିଲିଣ୍ଡର ପିଛା ୩୦୦ ଟଙ୍କାର ସବସିଡି ଜାରି ରହିବ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୋଦୀ ସରକାର ଉଜ୍ଜ୍ୱଳା ଯୋଜନାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଉଜ୍ଜଳା ଯୋଜନାରେ ଦିଆଯାଉଥିବା ୩୦୦ ଟଙ୍କାର ସବସିଡି ଆସନ୍ତା ୧ ବର୍ଷ ପାଇଁ ଜାରି ରହିବ । ଏବେ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଉଜ୍ଜ୍ୱଳା ଯୋଜନାରେ ମହିଳାମାନେ ସବସିଡିର ଲାଭ!-->…
ପଶ୍ଚିମବଙ୍ଗରେ ମହିଳାମାନେ ସବୁଠାରୁ ଅଧିକ ସୁରକ୍ଷିତ : ମମତା ବାନାର୍ଜୀ
କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ବିଜେପି ସନ୍ଦେଶଖାଲିକୁ ନେଇ ଗୁଜବ ପ୍ରଚାର କରୁଛି। ଲୋକସଭା ନିର୍ବାଚନର ଆନୁଷ୍ଠାନିକ ଘୋଷଣା ପୂର୍ବରୁ କୋଲକାତାରେ ଆୟୋଜିତ ଏକ ମହିଳା ଅଧିକାର ରାଲିକୁ ସମ୍ବୋଧିତ କରିବା ସମୟରେ ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ!-->…
ରାହୁଲ ଗାନ୍ଧିଙ୍କ ‘ନ୍ୟାୟ ଯାତ୍ରା’ରେ ସାମିଲ ହେଲେନି କମଲନାଥ ଗୋଷ୍ଠୀର କୌଣସି ବିଧାୟକ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ କଂଗ୍ରେସରେ ସବୁ କିଛି ଠିକ ଠାକ ନଥିବା ଭଳି ଅନୁମେୟ ହେଉଛି। କାରଣ ଛିନ୍ଦୱାରା ସାଂସଦ ନକୁଲ ନାଥଙ୍କ ଠାରୁ ଆରମ୍ଭ କରି ତାଙ୍କ ବାପା କମଲ ନାଥଙ୍କ ଗୋଷ୍ଠୀର କୌଣସି ବିଧାୟକ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସାମିଲ ହୋଇ!-->…
ସଂଜୟ ସିଂ ଓ ମନୀଷ ସିସୋଦିଆ ପୁଣି ନିରାଶ, ମିଳିଲାନି ଜାମିନ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ସଞ୍ଜୟ ସିଂହ ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅଦାଲତରୁ ଆଶ୍ୱସ୍ତି ମିଳିନାହିଁ। ଏହି ମାମଲାରେ କୋର୍ଟ ପୁଣି ଥରେ ଉଭୟ ନେତାଙ୍କ ନ୍ୟାୟିକ ହେପାଜତକୁ ମାର୍ଚ୍ଚ!-->…
ମାର୍ଚ୍ଚ ୧୬ରେ ହାଜର ହୁଅ କେଜ୍ରିଓ୍ବାଲ : ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଦିଲ୍ଲୀର ଚର୍ଚ୍ଚିତ ଅବକାରୀ ନୀତି ମାମଲାରେ ରାଉଜ୍ ଆଭେନ୍ୟୁ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ଉପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ଠାରୁ ଜବାବ ମାଗିଛନ୍ତି। ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ!-->…
ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟସମିତି ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ
ମାଲକାନଗିରି : ଜିଲ୍ଲା ସଂସ୍କୃତି ଭବନ ଠାରେ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅଥିତି ଭାବେ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀ ଯୋଗ ଦେଇଥିବା ବେଳେ ଉପଜିଲ୍ଲାପାଳ!-->…
ପୌରପରିଷଦ ର ମନମୁଖୀ କାର୍ଯ୍ୟରେ ଅସହାୟ ଦୁର୍ଗାଗୁଡ଼ା ଗ୍ରାମବାସୀ..
ଉମରକୋଟ : ଭୋଟ ଯେତେ ପାଖେଇ ଆସୁଛି ନେତା ମନ୍ତ୍ରୀମାନେ ସମସ୍ତେ ସେତେ ପଦ ପାଇଁ ଦୌଡ଼ରେ ଲାଗିଛନ୍ତି, ସାଧାରଣ ଜନତାଙ୍କ ସମସ୍ୟା ବୁଝିବା ପାଇଁ ସମୟ ନାହିଁ | ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା, ଉମରକୋଟ ପୌର ପରିଷଦ ଅନ୍ତର୍ଗତ ୧ନଂ ୱାର୍ଡ, ଦର୍ଗାଗୁଡ଼ା ଗ୍ରାମରେ ବିଗତ ମାସରେ ପୌରପରିଷଦର!-->…
ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସିଲେଇ ମେସିନ ପ୍ରଦାନ
ମାଲକାନଗିରି : ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଅlନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ନିଯୁକ୍ତି ପ୍ରତିଷ୍ଠାନ କକ୍ଷରେ ନିର୍ଦ୍ଦେଶକ ସୁବ୍ରତ କୁମାର ଦାସଗୁପ୍ତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ରୂପେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା!-->…
ରାସ୍ତା ନାହିଁ ତ ଭୋଟ ନାହିଁ : ନଦୀ ମୁଠା ଅଞ୍ଚଳ ବାସୀ ଭୋଟ ବର୍ଜନ ଦେଲେ ଚେତାବନୀ…
ଆର,ଉଦୟଗିରି : ଚଳିତ ମାସ ୦୭ ତାରିଖ ଦିନ ଗଜପତି ଜିଲ୍ଲା ନୁଆଗଡ ବ୍ଲକ ଅନ୍ତର୍ଗତ ଅନୁଗୁର ପଞ୍ଚାୟତର ୧୦ ରୁ ଉର୍ଦ୍ଧ୍ବ ଗାଁ ଜୟପୁର, ହାତୀକୁଦା, ତରଜସିଂ, ଜାମ୍ଭସାହି, କେଡିପଦର, ପଟେଗୁଡା, ହାରୁମା, ହୁଡାସିଂ, ଅନୁପୁର, ମାଣିକ ପୁର, ଜାମ୍ଭଗୁଡା ଓ ଅନ୍ୟାନ୍ୟ ଗାଁର ଶତାଧିକ ମହିଳା ଓ!-->…
ଟିକାବାଲି କଲେଜରେ ନୂଆ – ଓ ଛାତ୍ର ବୃତ୍ତି ପ୍ରଦାନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ. ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଛାତ୍ରବୃତ୍ତି ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା | ମୁଖ୍ୟ ଅତିଥିଭାବେ ଟିକାବାଲି ପଂଚାୟତ ସମିତି ଅଧ୍ୟକ୍ଷ ଯୋଗଦେଇ ଓଡ଼ିଶା ସରକାରଙ୍କ ଅଭିନଵ ପ୍ରୟାସ କୁ!-->…