Sign in
Sign in
Recover your password.
A password will be e-mailed to you.
ବିରୋଧୀ ଥିବା ଟିଏମପି ଏବେ ଶାସକ ବିଜେପିରେ ମିଶିବ, ମିଳିବ ମନ୍ତ୍ରୀ ପଦ
ତ୍ରିପୁରାର ପ୍ରମୁଖ ବିରୋଧୀ ଦଳ ତଥା ରାଜ ପରିବାରର ସଦସ୍ୟ ପ୍ରଦ୍ୟୋତ କିଶୋର ଦେବବର୍ମାଙ୍କ ତିପ୍ରା ମୋଥା ଦଳ(ଟିଏମପି) ନିଜର ପଟ ପରିବର୍ତ୍ତନ କରିଛି। ମାର୍ଚ୍ଚ ୨ରେ କେନ୍ଦ୍ର ଓ ତ୍ରୁପୁରା ସରକାରଙ୍କ ସହ ଗୋଟିଏ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ କରିଥିବା ଟିଏମପି ଏବେ କ୍ଷମତାସୀନ ବିଜେପି!-->…
ପ୍ରୟାସକାନ୍ତି ସାମଲଙ୍କୁ ପ୍ରାୟ ୧୮ ଘଣ୍ଟାର ଜେରା: ଭୋର ସାଢ଼େ ୪ଟାରେ ଛାଡ଼ିଲା ଇଡି
ଭୁବନେଶ୍ବର: ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ଇଡିରେ ହାଜର ହୋଇଥିବା ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ପ୍ରାୟ ୧୮ ଘଣ୍ଟାର ଜେରା କରାଯାଇଥିଲା। ଆଜି ଭୋର ସାଢ଼େ ୪ଟାରେ ପ୍ରୟାସକାନ୍ତି ଇଡି କାର୍ଯ୍ୟାଳୟରୁ!-->…
ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ ପ୍ରୋଗ୍ରାମର ଶୁଭାରମ୍ଭ, ଓଡ଼ିଶା ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବାରେ ହେବ…
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ର ଶୁଭାରମ୍ଭ କରାଯାଇଛି। ଏହି ଫେଲୋସିପ୍ ଆଶାୟୀ ବ୍ୟକ୍ତିମାନଙ୍କୁ ଫ୍ଲାଗସିପ୍!-->…
ମୋ ସ୍କୁଲ ଅଭିଯାନର ବୈଠକ ଓ ମାନପତ୍ର ପ୍ରଦାନ
ବାଲିଗୁଡ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତର ନୂଆସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ଆନୁକୂଲ୍ୟରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହ ମାନପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ପ୍ରାରମ୍ଭରେ!-->…
ଦେଶର ପ୍ରଥମ ଅଣ୍ଡରୱାଟର୍ ମେଟ୍ରୋ ଟନେଲ ଉଦଘାଟିତ
ପାଣି ଭିତରେ ଦୌଡିବ ମେଟ୍ରୋ। ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟନେଲ ଉଦଘାଟିତ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘଦିନର ଏହି ପ୍ରୋଜେକ୍ଟକୁ ଉଦଘାଟିତ କରିଛନ୍ତି।
କୋଲକାତାରେ ହୁଗୁଳି ନଦୀ ଭିତରେ ୧୬.୬ କିଲୋମିଟର ପର୍ଯ୍ୟନ୍ତ ଏହି ଅଣ୍ଡରୱାଟର ମେଟ୍ରୋ ଟନେଲ!-->!-->!-->…
ଆଜି ପଙ୍କୋଦ୍ଧାର ଏକାଦଶୀ; ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଲୋକନାଥ
ପୁରୀ: ଆଜି ହେଉଛି ଫାଲଗୁନ ମାସ କୃଷ୍ଣପକ୍ଷ ଦଶମୀ ତିଥି । ଆଜି ପୁରୀ ରେ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ପାଳିତ ହେଉଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଆଜିର ଦିନର ବିଶେଷ ମହତ୍ତ୍ବ ରହିଛି । ବିଳମ୍ବିତ ରାତି ୨ ଟାରେ!-->…
ମାର୍ଚ୍ଚ ୩୧ ସୁଦ୍ଧା ଧାନ କିଣା ଶେଷ ହେବ, ମାତ୍ର ନୟାଗଡ଼ରେ ୧୭ହଜାର ଚାଷୀ ଏବେ ବି ମଣ୍ଡିକୁ ଯାଇନାହାନ୍ତି
ନୟାଗଡ଼ : ୨୦୨୩-୨୪ ଖରିଫ ବିପଣନ ଋତୁ ପାଇଁ ଧାନ କିଣା ମାର୍ଚ୍ଚ ୩୧ସୁଦ୍ଧା ଶେଷ ହେବାକୁ ଥିବା ବେଳେ ନୟାଗଡ଼ ଜିଲ୍ଲାରୁ ଧାନ ସାଂଗ୍ରହ ଧାର୍ଯ୍ୟ ମୁତାବକ ହୋଇପାରିବ ନାହିଁ । ପଞ୍ଜୀକୃତ ପ୍ରାୟ ୧୭ହଜାର ୩୯୮ଜଣ ଚାଷୀ ମଣ୍ଡି କୁ ଯାଇନଥିବା ବେଳେ ସେମାନେ ବେପାରୀଙ୍କୁ ଧାନ ବିକ୍ରି କରୁଥିବାର!-->…
୩ ଔଷଧର ବ୍ୟବହାର ଉପରେ ଲାଗିଲା ରୋକ
ମେଗ ଲାଇଫ ସାଇନ୍ସ ପକ୍ଷରୁ ଉତ୍ପାଦନ ହେଉଥିବା ସମସ୍ତ ଔଷଧର ସେବନ ଓ ବ୍ୟବହାର ବିରୋଧରେ ଲୋକଙ୍କୁ ସତର୍କ କରାଇଛି ତେଲଙ୍ଗାନା ସରକାର। କମ୍ପାନୀ ପକ୍ଷରୁ ମାର୍କେଟରେ ବିକ୍ରି ହେଉଥିବା MPOD 200, MEXCLAV 625, and CEFOXIM-CVରେ କୌଣସି ପ୍ରକାରର ସକ୍ରିୟ ଔଷଧୀୟ ଉପାଦନ ନ ମିଳିବା ପରେ!-->…
ମୋହନା ହିଲ୍ଟପ କଲେଜରେ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ
ଆର, ଉଦୟଗିରି : ସ୍ଥାନୀୟ ମୋହନା ହିଲ୍ଟପ କଲେଜ ସମ୍ମିଳନୀ କକ୍ଷରେ ବିଜୁ ଜୟନ୍ତୀ ଅବସରରେ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କଲେଜ୍ ଅଧ୍ୟକ୍ଷ ଜଗନ୍ନଥ ପଣ୍ଡା ଓ ଅଧ୍ୟାପିକା ଶ୍ରୀମତିସୟଂପ୍ରଭା ସାହୁ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରରେ ମୁଖ୍ୟ!-->…
ଜେଜେବାପାଙ୍କ ଶୁଦ୍ଧିକ୍ରିୟା ସାରି ନଦୀରେ ଶୌଚ ହେଉଥିବା ବେଳେ ଭାସିଗଲା ନାତି
କେନ୍ଦ୍ରାପଡା : ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା ସାରି ଶୌଚ ହେଉଥିବା ବେଳେ ନଦୀରେ ଭାସିଗଲା ନାତି। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଙ୍ଗରାଜପୁର ଗାଁର ସୁଶାନ୍ତ ଗିରିଙ୍କ ପୁଅ ରାକେଶ ଗିରି ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା!-->…