Sign in
Sign in
Recover your password.
A password will be e-mailed to you.
ଅଳ୍ପକେ ବର୍ତ୍ତିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି…
ଶ୍ରୀନଗର : ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍ତି ଆଜି ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ଅନନ୍ତନାଗ ଅଭିମୁଖେ ଯାଉଥିବା ବେଳେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ ମେହବୁବା ମୁଫ୍ତି ଆହତ…
ରାମମନ୍ଦିର ସମାରୋହକୁ କଂଗ୍ରେସକୁ ଡାକିବାର ନଥିଲା : ହିମନ୍ତ ବିଶ୍ବ ଶର୍ମା
ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁଆରୀ ୨୨ରେ ଅଯୋଧ୍ୟାର ନବନିର୍ମିତ ରାମମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପଠାଯାଇଥିବା ନିମନ୍ତ୍ରଣକୁ କଂଗ୍ରେସ ପକ୍ଷରୁ ମନା କରାଯିବା ପରେ ତାହାକୁ ନେଇ…
ପ୍ରାଣ ପ୍ରତିଷ୍ଠା ପୂର୍ବରୁ ‘ମହାଯଜ୍ଞ’ କରିବେ ୨୧,୦୦୦ ପୂଜାରୀ…
ଅଯୋଧ୍ୟା : ଆସନ୍ତା ୨୨ ତାରିଖରେ ହେବ ଅଯୋଧ୍ୟା ରାମ ମନ୍ଦିରରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଉଦ୍ଘାଟନ ହେବ ଭବ୍ୟ ରାମ ମନ୍ଦିର। ଏଥିପାଇଁ ପୂରା ଦେଶ ଉତ୍ସବ ମୁଖର ହୋଇପଡିଛି। ତେବେ ଏହି ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟାରେ ଭିଡ଼ ଜମାଇବେ ୨୧,୦୦୦ ପୂଜାରୀ।…
ଭାରତୀୟ ନିର୍ବାଚନ କମିଶନଙ୍କ ‘ନ୍ୟାଶନାଲ ଆଇକନ’ ପଦରୁ ଓହରିଲେ ପଙ୍କଜ ତ୍ରିପାଠୀ…
ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନଙ୍କ ‘ନ୍ୟାଶନାଲ ଆଇକନ’ ପଦରୁ ସ୍ୱେଚ୍ଛାକୃତ ଭାବେ ହଟି ଯାଇଛନ୍ତି ଅଭିନେତା ପଙ୍କଜ ତ୍ରିପାଠୀ। ଭାରତୀୟ ନିର୍ବାଚନ କମିଶନ (ECI)ଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ECIଙ୍କ ମୁଖପାତ୍ର ତାଙ୍କ ‘ଏକ୍ସ’ରେ ଏ ସଂପର୍କରେ ସୂଚନା…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଧାର୍ଯ୍ୟ ହେଲା ଶୁଭ ସମୟ…
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଧାର୍ଯ୍ୟ ହେଲା ସମୟ। ୧୭ ତାରିଖ ଅପରାହ୍ନ ୧ଟା ୧୫ରୁ ସାଢ଼େ ଗୋଟାଏ ଭିତରେ ପ୍ରକଳ୍ପ ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଉଦ୍ଘାଟନ କରିବେ। ୩ଟା ପରେ ଶ୍ରଦ୍ଧାଳୁମାନେ ପରିକ୍ରମା ମାର୍ଗ…
ସରକାରୀ ଘରେ ବିଡିଓଙ୍କ ଝୁଲନ୍ତା ମୃତଦେହ ଠାବ…
ସିମୁଳିଆ : ସରକାରୀ ଘରୁ ମିଳିଛି ଜଣେ ବିଡିଓଙ୍କ ମୃତଦେହବ। ତାଙ୍କ ନାଁ ବିଶ୍ୱରଞ୍ଜନ ମହାନ୍ତି। ସେ ବାଲେଶ୍ୱର ଜିଲ୍ଲା ସିମୁଳିଆର ବିଡିଓ ଭାବେ ନିଯୁକ୍ତ ହୋଇଥିଲେ। ୫/୬ ମାସ ହେଲା ସେ ସିମୁଳିଆରେ ବିଡିଓ ଭାବେ ନିଯୁକ୍ତି ପାଇଥିଲେ।
ଆଜି ଦିନ ୧୧ଟା…
କନ୍ଧମାଳ ପୁଲିସ ଜିଲ୍ଲାରେ ଏସଆଇ ଓ ଏଏସଆଇ ସ୍ତରରେ ବ୍ୟାପକ ଅଦଳ ବଦଳ…
କନ୍ଧମାଳ : କନ୍ଧମାଳ ଜିଲ୍ଲାର ପୋଲିସ୍ ଏସ୍ଆଇ ଏବଂ ଏଏସ୍ଆଇ ଅଦଳ ବଦଳ ହୋଇଥିବା ଜଣାପଡିଛି । କନ୍ଧମାଳ ପୋଲିସ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟିରେ ଅହି ବଦଳି ଆଦେଶ ବାହାରିଥିବା ଜଣାପଡିଛି । ମାନ୍ୟବର ନିର୍ବାଚନ ଆୟୋଗର ନିର୍ଦ୍ଦେଶନାମାକୁ ପାଳନ କରି!-->…
ନାବାଳିକା ଛାତ୍ରୀଙ୍କୁ ଅସଦାଚାରଣ ଅଭିଯୋଗ, ପ୍ରଧାନ ଶିକ୍ଷକ ଓ ଶିକ୍ଷକଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ…
ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ
ହିଞ୍ଜିଳିକାଟୁ : ସମାଜରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ମଧ୍ୟରେ ରହିଛି ଭକ୍ତି ଓ ବିଶ୍ୱାସର ପରମ୍ପରା । ହେଲେ କିଛି ଶିକ୍ଷକଙ୍କ ନିନ୍ଦନୀୟ କାର୍ଯ୍ୟ କଳାପରୁ ଶିକ୍ଷକ ସମାଜକୁ ଅପମାନିତ!-->!-->!-->…
ସରକାରଙ୍କ ଅଣ୍ଡା ଯୋଗାଣ ଯୋଜନା ଏକ ପ୍ରହସନ…
ଶିଶୁ, କିଶୋରୀ ଓ ମହିଳାମାନଙ୍କୁ ଅଣ୍ଡା ବଦଳରେ ଟଙ୍କା ଦିଆଯାଉଛି…..!ବ୍ରହ୍ମପୁର : ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ନିର୍ବାଚନ କୁ ଆଖି ଆଗରେ ରଖି ବହୁ ପ୍ୟାକେଜ ଘୋଷଣା କରିବା ସହ ମଠ ମନ୍ଦିର କୁ କୋଟି କୋଟି ଟଙ୍କା ଦେଉଛନ୍ତି। ପ୍ରଥମ ରୁ!-->…
ମହାମହିମ ରାଜ୍ୟପାଳଙ୍କ ସହ ସାକ୍ଷାତ କଲେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁଚରଣ ପତି…
ବ୍ରହ୍ମପୁର : ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ଓଡ଼ିଶା ପ୍ରଦେଶର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସଜୀ ଙ୍କୁ ଛତ୍ରପୁର ସାରକିଟ୍ ହାଉସ୍ ଠାରେ ସୌଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ସହ ଉପଢ଼ୌକନ ଦେଇ ସ୍ୱାଗତ!-->…