୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ମାଲକାନଗିରି, ୧୦/୧ : ଆଜି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ବେଦବର ପ୍ରଧାନ ଅଧ୍ୟକ୍ଷତା କରି ସାଧାରଣତନ୍ତ୍ର ଦିବସ ପାଳନର ପ୍ରସ୍ତୁତି ନେଇ ଆଲୋଚନା

୬ଷ୍ଠତମ ଜ଼ିଲ୍ଲାସ୍ତରୀୟ ରାମେଶ୍ୱର ଟ୍ରଫି

ବ୍ରହ୍ମପୁର : ସ୍ଥାନୀୟ ବ୍ରହ୍ମପୁର ଷ୍ଟାଡିୟମ ଠାରେ ରାମେଶ୍ୱର ସ୍ପୋର୍ଟିଙ୍ଗ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୬ଷ୍ଠ ତମ ରାମେଶ୍ୱର ଟ୍ରଫିର ଆଜି ଦ୍ୱିତୀୟ ଦିବସରେ ରମ୍ଭା କ୍ରିକେଟ କ୍ଲବ ଏବଂ ଲିଡ୍ସ କ୍ରିକେଟ ଏକାଡେମୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଇଥିଲା l ଏହି ଟୁର୍ନାମେଣ୍ଟ ୯

ଫୁଲବାଣୀ ପ୍ରେସକ୍ଳବର ଦ୍ବିବାର୍ଷିକ ନିର୍ବାଚନ : ସୁନୀଲ ପଟ୍ଟନାୟକ ପୁନର୍ବାର ସଭାପତି, ବିରେନ୍ଦ୍ର ସମ୍ପାଦକ

ଫୁଲବାଣୀ ୧୦।୧ : ଜିଲ୍ଲା ପ୍ରେସକ୍ଲବ ଫୁଲବାଣୀର ଦ୍ବିବାର୍ଷିକ ସମ୍ମିଳନୀ ଓ ନୁତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ପୁନଃର୍ବାର ସୂନୀଲ ପଟ୍ଟନାୟକ ଓ କାର୍ଯ୍ଯକାରୀ ସଭାପତି ଭାବେ ମଧ୍ଯ ପୁନଃର୍ବାର ଅଶୋକ ପରିଡା ନିର୍ବାଚିତ ହୋଇଛନ୍ତି। ସେହିପରି

କୋଟିପତି ଏମଭିଆଇ ପଞ୍ଚାନନ ବେହେରା ଗିରଫ

ଭୁବନେଶ୍ୱର : କୋଟିପତି ଏମଭିଆଇ ଗିରଫ । ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ପାଖରେ ଆୟ ଠାରୁ ୨୯୩ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି । ତାଙ୍କର ଭୁବନେଶ୍ବରରେ ଦୁଇଟି କୋଠା, ୩୧ଟି…

ନିଜଗାଁ ଆରଆଇ ଅଫିସ ଟେଣ୍ଡର ଫିକ୍ସିଂରେ ଵିଧାୟକଙ୍କ ସମ୍ପୃକ୍ତି ନେଇ କୁଶପୁତ୍ତଳିକା ଦାହକଲା କଂଗ୍ରେସ

ରାଜନଗର : ବିଧାନସଭାର କାର୍ଯ୍ୟକାଳ ଶେଷହେବାକୁ କେଇମାସ ବାକି ଅଛି। ହେଲେ ଜନକଲ୍ୟାଣକାରୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ , ନିଜର ବ୍ୟକ୍ତିତ୍ବ ନଥାଇ ଵିରୋଧିଙ୍କ ଠାରେ ଧାନ ଚୋରର ସମାଲୋଚନା ହୋଇ ମଧ୍ୟ ନଵୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଉନ୍ନୟନ କାର୍ଯ୍ୟ ଦେଖି

ପରଲୋକରେ ଆଳିର ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀ

ଆଳି/ରାଜକନିକା : ପରଲୋକରେ ଆଳିର ପୂର୍ବତନ ବିଧାୟିକା ତଥା ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ମାଆ ସୁଶ୍ରୀ ଦେବୀ। ୭୩ ବର୍ଷ ବୟସରେ ଆଜି କଟକ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ୧୦ ଅକ୍ଟୋବର ୧୯୫୦ରେ ଜନ୍ମ ଗ୍ରହଣ କରିଥିବା ସୁଶ୍ରୀ ଦେବୀ ୧୯୭୧ରେ ଜନତା ଦଳରୁ…

ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ମୟୂରଭଞ୍ଜ: ପ୍ରେମିକ ଦିଅର ଆଗରେ ସ୍ୱାମୀ ହେଲା ତୁଚ୍ଛ । ସ୍ୱାମୀ ଏବଂ ପ୍ରେମିକ ଦିଅର ମଧ୍ୟରେ ଝଗଡା ହେବାରୁ ପ୍ରେମିକ ପକ୍ଷରେ ରହି ସ୍ୱାମୀକୁ କାଠ ଫାଳିଆରେ ବାଡେଇ ମାରିଲା ସ୍ତ୍ରୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଉଦଳା ଥାନା ନୟାରଙ୍ଗାମାଟିଆ ଗ୍ରାମରେ । ରାଇସେନ…

ଭୁବନେଶ୍ୱରରୁ ଅନ୍ତଃରାଜ୍ୟ ଠକଙ୍କୁ ଗିରଫ କଲା EOW

ଭୁବନେଶ୍ୱର : ଚାକିରି ନାଁରେ ଠକେଇ। ୩ ଜଣ ଅନ୍ତଃରାଜ୍ୟ ଠକଙ୍କୁ ଗିରଫ କଳା EOW। ଭୁବନେଶ୍ୱରରୁ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW। ହାଇଦ୍ରାବାଦର ୨ ଜଣ ଓ ବାଲେଶ୍ୱରର ଜଣେ ଗିରଫ। ଏମାନଙ୍କ ପାଖରୁ ଲ୍ୟାପଟପ୍, ୮ଟି ମୋବାଇଲ, ୧୨ଟି ଏଟିଏମ୍ ସହ ୧ ଲକ୍ଷ…

ମାରୁତି ଦ୍ୱିତୀୟ ଉତ୍ପାଦନ କାରଖାନା ଗୁଜରାଟରେ ସ୍ଥାପନ କରିବ

ନୂଆଦିଲ୍ଲୀ: ମାରୁତି ସୁଜୁକି ଇଣ୍ଡିଆ ଗୁଜୁରାଟରେ ଏହାର ଦ୍ୱିତୀୟ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ୩୫,୦୦୦ କୋଟି ଟଙ୍କା ନିବେଶ କରିବ ବୋଲି ସୁଜୁକି ମୋଟର କର୍ପୋରେସନର ସଭାପତି ତୋଶିହିରୋ ସୁଜୁକି ବୁଧବାର କହିଛନ୍ତି। ଗାନ୍ଧିନଗରରେ ଆୟୋଜିତ ଦଶମ ଭାଇବ୍ରେଣ୍ଟ…

ଉଦ୍ଧବ ଠାକେରଙ୍କୁ ବଡ଼ ଝଟକା, ସିନ୍ଦେ ସରକାରର ବିଜୟ

ସୁପ୍ରିମକୋର୍ଟଙ୍କ ଛାଟ ପରେ ଶିବସେନା ବନାମ ଶିବସେନା ବିବାଦ ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ରର ବିଧାନସଭା ବାଚସ୍ପତି ରାହୁଲ ନାରୱେକର। ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ସହ ଥିବା ବିଧାୟକଙ୍କ ପଦ କାଏମ ରଖିଛନ୍ତି। ସିନ୍ଦେ ଗୋଷ୍ଠୀ ହିଁ…