ମୋହନା ଉନ୍ନୟନ ପରିଷଦ ତରଫରୁ ଗଜପତି ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ସହ ଆଲୋଚନା…

ଆର ଉଦୟଗିରି : ମୋହନା ଉନ୍ନୟନ କମିଟି ଆଜି ଗଜପତି ଜିଲ୍ଲାପାଳ ସ୍କୃତିରଞ୍ଜନ ପ୍ରଧାନ ଓ ଉପ ଜିଲ୍ଲାପାଳ ଲୋକ କୁମାର ପ୍ରଧାନଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇବା ଅବସରରେ ମୋହନା ସହରର ବିଭିନ୍ନ ସମସ୍ୟା ସମ୍ପର୍କେ ଅବଗତ କରାଇଥିଲେ । କମିଟିର ସଭାପତି ଦଣ୍ଡାସି ସାହୁ , ସଦସ୍ୟ ପ୍ରଶାନ୍ତ

ଗାଁ କୁ ରାସ୍ତା ନାହିଁ ଏବେ ବି ହନ୍ତସନ୍ତ ଝୁଲାସାହି ଗ୍ରାମବାସୀ…

 ଆର ଉଦୟଗିରି : ଦେଶ ସ୍ବାଧୀନତାର ୭୭ ବର୍ଷରେ ମଧ୍ୟ ଲୋକେ ଆଜି ସରକାରୀ ଯୋଜନାର ସୁବିଧା ପାଇବା କଷ୍ଟକର ହୋଇପଡୁଛି। ଏଥିରେ କାହାର ଅବହେଳା ରହୁଛି ତାହା କହିବା ମୁସ୍କିଲ। କେନ୍ଦ୍ର ହେଉ ଅବା ରାଜ୍ୟ ହେଉ ସାଧାରଣ ଲୋକଙ୍କ ଲାଗି ଯୋଜନା ପରେ ଯୋଜନା ମାଳମାଳ ପ୍ରସ୍ତୁତ କରି ଲୋକାର୍ପିତ

ଜରୁରୀକାଳୀନ ସୁବିଧାରୁ ବଞ୍ଚିତ କଳିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର : ରୋଗୀ ହନ୍ତସନ୍ତ, ତୁରନ୍ତ ପ୍ରତିକାର ପାଇଁ…

ବାଲିଗୁଡା : ସ୍ୱଚ୍ଛ ଭାରତ ମିସନ ଯୋଜନାରେ ଘରେଘରେ ଶୌଚାଳୟ ନିର୍ମାଣ ହେଲା। ଗାଁଗାଁରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହେଲା। ସ୍ୱଚ୍ଛତା ନାଁରେ ପ୍ରଚାର ପ୍ରସାର ଚାଲିଲା। ଲକ୍ଷାଧିକ ଟଙ୍କା ବ୍ୟୟ ହେଲା ହେଲେ ଫଳ ଶୂନ। କାରଣ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଅବସ୍ଥିତ ସ୍ୱାସ୍ଥ୍ୟ

ବନ ବିଭାଗର ଅତର୍କିତ ଚଢ଼ାଉ: ୮୦ ଖଣ୍ଡ ଶାଳ ପଟା ଓ ମେସିନ ଜବତ…

ଓଡ଼ଗାଁ : ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ରୋହିବାଙ୍କ କୁମୁଟି ସାହିରେ ବନ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରି ୮୦ଖଣ୍ଡ ଶାଳ ପଟା ସହିତ କାଠ ସାମଗ୍ରୀ କାଟିବା ପାଇଁ ୧ଟି ରନ୍ଦା ମେସିନ , ଡ୍ରିଲ ମେସିନ କୁ ଜବତ କରିଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନ ରେ ରୋହିବାଙ୍କ କୁମୁଟୀ ସାହିରେ ବେଆଇନ

ଆଇଇସି କାର୍ଯ୍ୟକ୍ରମ ନେଇ ଜିଲ୍ଲାସ୍ତରୀୟ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ…

ମାଲକାନଗିରି, ୧୧/୦୧/୨୪ : ପାରମ୍ପାରିକ ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇବା ସହ କଳାକାରଙ୍କୁ ପ୍ରୋତ୍ସାହନ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଆଗାମୀ ଦିନରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକ କଳାର ପ୍ରୟୋଗ କରି ରାଜ୍ୟ ସରକାରଙ୍କ

ବିଦ୍ୟୁତ ଚୋରି ବିରୋଧରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଦୃଢ଼ ପଦକ୍ଷେପ

*ଛତ୍ରପୁରରୁ ଧରାପଡିଲା ଅଭିନବ ମିଟର ଟାମ୍ପରିଂ ବ୍ରହ୍ମପୁର : ବିଦ୍ୟୁତ ଚୋରିକୁ ଠାବ କରିବା ନେଇ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍)ର ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି । ଏହିକ୍ରମରେ ଛତ୍ରପୁର ଡିଭିଜନରେ ୧୫ରୁ ୨୦ଟି ମିଟର

ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମାଜର ୨୬ତମ ବାର୍ଷିକ ଅଧିବେଶନ

ପଣ୍ଡିତଶ୍ରୀ ନୀଳମାଧବ ତ୍ରିପାଠୀ ସଭାପତି ମନୋନୀତବ୍ରହ୍ମପୁର ୧୦/୧ : ବ୍ରାହ୍ମଣ ଓ ପୁରୋହିତ ମାନେ ସମାଜକୁ ସଚେତନ ଓ ସଂସ୍କାର କରିବା ସହ ସମଗ୍ର ଜାତି କୁ ସତ୍ ମାର୍ଗରେ ପରିଚାଳିତ କରିବା ସହ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ସଦା ସର୍ବଦା କାର୍ଯ୍ୟ କରିଥାନ୍ତି। ଏଣୁ ଉଭୟ ସରକାର

ସୀମାନ୍ତରେ ବିପୁଳ ମାଓବାଦୀ ସାମଗ୍ରୀ ଜବତ କଲେ ଯବାନ…

ମାଲକାନଗିରି, ୧୦।୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ ମାଓବାଦୀମାନଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ବହୁ ପରିମାଣର ଅସ୍ତ୍ର, ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ସୁକୁମା ଜିଲ୍ଲାର ଦନ୍ତେଶପୁରମ୍ ଏବଂ କୋରାଜୁଗଡା ମଧ୍ୟରେ ଥିବା

ମାଲକାନଗିରି ବନଖଣ୍ଡରେ ପକ୍ଷୀ ଗଣନା କାର୍ଯକ୍ରମ ଶେଷ

ବନଖଣ୍ଡ କୁ ୫୫ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଆଗମନ ମାଲକାନଗିରି : ମାଲକାନଗିରି ବନଖଣ୍ଡରେ ଶୃଙ୍ଖଳିତ ଭାବେ ଚଳିତ ବର୍ଷର ପକ୍ଷୀ ଗଣନା କାର୍ଯକ୍ରମ ଶେଷ ହୋଇଯାଇଛି । ଚଳିତ ବର୍ଷ ମାଲକାନଗିରି ବନଖଣ୍ଡ ର ୧୦ ଗୋଟି ସ୍ଥାନରେ ୧୦ ଗୋଟି ଟିମ କୁ ନେଇ ପକ୍ଷୀ ଗଣନା କରଯାଇଥିଲା ।

ବାଲିଗୁଡା ଗାୟତ୍ରୀ ଶକ୍ତି ପୀଠର ନୂତନ କର୍ମକର୍ତ୍ତା ନିର୍ବାଚନ…

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ଶକ୍ତି ପୀଠର ନୂତନ କମିଟି ଗଠନ କରି କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି l ଏଥିରେ ସର୍ବସମ୍ମତି କ୍ରମେ ମୁଖ୍ୟ ଟ୍ରଷ୍ଟି ଭାବେ ଅନନ୍ତ ଚରଣ ପୃଷ୍ଟି, କାର୍ଯ୍ୟାଳୟ ପ୍ରହାରୀ ଭାବେ ମିନତୀ ମଲ୍ଲିକ, କୋଷାଧ୍ୟକ୍ଷ ଭାବେ ସବିତା ମଲ୍ଲିକ,