Sign in
Sign in
Recover your password.
A password will be e-mailed to you.
ମାଆ, ପୁଅଙ୍କ ଅଶ୍ଳୀଳ ଭିଡିଓ ପ୍ରଦର୍ଶନ ପାଇଁ ‘ୟୁଟ୍ୟୁବ୍ ଇଣ୍ଡିଆ’କୁ ମିଳିଲା ସମନ୍
ନୂଆଦିଲ୍ଳୀ: ମାଆ ଓ ପୁଅଙ୍କ ଉପରେ ଆପତ୍ତିଜନକ ବିଷୟବସ୍ତୁ ପ୍ରଦର୍ଶନକୁ ନେଇ ୟୁଟ୍ୟୁବ୍ ଇଣ୍ଡିଆକୁ ଆନୁଷ୍ଠାନିକ ସମନ୍ ଜାରି ହୋଇଛି। ନ୍ୟାସନାଲ କମିସନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର)…
ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଝଟକା…
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଅପରାହ୍ନ ୨ଟା ୫୦ ମିନିଟ୍ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଫଗାନିସ୍ତାନରେ ୬.୧ ତୀବ୍ରତାର ଏକ ଭୂକମ୍ପ ହେବା ପରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂକମ୍ପର…
ଉଦ୍ଧବଙ୍କୁ ଝଟ୍କା ପରେ ଭୟରେ ପାଓ୍ୱାର ଗ୍ରୁପ୍
ମୁମ୍ବାଇ : ମହାରାଷ୍ଟ୍ର ବାଚସ୍ପତିଙ୍କ ରାୟ ପରେ ଶିବସେନା (ୟୁବିଟି)କୁ ଝଟକା ଲାଗିଛି। ଏହାପରେ ଦଳର ଅନ୍ୟତମ ସହଯୋଗୀ ଦଳ ତଥା ଶରଦ ପାଓ୍ୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ଭୟ ଘାରିଛି। ଉପମୁଖ୍ୟମନ୍ତ୍ରୀ ଅଜିତ…
କଂଗ୍ରେସରେ କନ୍ଦଳ, ସିଦ୍ଧୁଙ୍କୁ ତାଗିଦ କଲେ ପଞ୍ଜାବ ପ୍ରଭାରୀ
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ସଜବାଜ ହେଉଛି କଂଗ୍ରେସ। ଏଥିପାଇଁ ଜୋର୍ସୋର୍ରେ ପ୍ରସ୍ତୁତି ମଧ୍ୟ ଚାଲିଛି। ଇଣ୍ଡିଆ ମେଣ୍ଟରେ ନିଜର ସହଯୋଗୀମାନଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରୁଛି ଦଳ। ଏହାରି ଭିତରେ କଂଗ୍ରେସରେ ଅନ୍ତଃକନ୍ଦଳ ଆରମ୍ଭ ହୋଇଯାଇଛି।…
ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର, ସତର୍କ କଲା ଗୁଇନ୍ଦା ବିଭାଗ
ନୂଆଦିଲ୍ଲୀ:ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ରାମ ମନ୍ଦିର। ଉଦ୍ଘାଟନ ପୂର୍ବରୁ ସତର୍କ କରାଇଲା ଗୁଇନ୍ଦା ବିଭାଗ। ଅଯୋଧ୍ୟା ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଆତଙ୍କବାଦୀ ଆକ୍ରମଣ…
ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ପାଇଁ ଶତ ପ୍ରତିଶତ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ…
ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସମ୍ବନ୍ଧରେ ନୂତନ ସୂଚନା ଦେଇଛନ୍ତି। ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସେ କହିଛନ୍ତି ଯେ…
ଫେବ୍ରୁଆରି ୧ରେ ଉପସ୍ଥାପନ ହେବ କାମଚଳା ବଜେଟ୍
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହୋଇ ଫେବ୍ରୁଆରି ୯ ରେ ଶେଷ ହେବ ବୋଲି ସରକାରୀ ସୁତ୍ରରୁ ଜଣାପଡ଼ିଛି। ଜାନୁଆରୀ ୩୧ରେ ବଜେଟ୍ ଅଧିବେଶନ ଆରମ୍ଭ ହେବା ପରେ ସଂସଦର ଉଭୟ ଗୃହକୁ…
ସମସ୍ତେ ଏକଜୁଟ ଥିବାର ନାଟକ କରୁଛନ୍ତି
ପାଟନା: ଇଣ୍ଡିଆ ମେଣ୍ଟକୁ ନେଇ ବରିଷ୍ଠ ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦୀ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ଦିନ ଯାଏ ବି ମେଣ୍ଟରେ ଥିବା ଦଳମାନଙ୍କ ମଧ୍ୟରେ ଆସନ…
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତ୍ରଣକୁ ବିରୋଧୀଙ୍କ ନା, ବିଜେପି ପୋଷ୍ଟ କଲା ଏମିତି ପୋଷ୍ଟର…
ଅଯୋଧ୍ୟା : ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦିନ ଯେତିକି ପାଖେଇ ଆସୁଛି, ରାଜନୀତି ସେତେ ଜୋର ଧରୁଛି। ନିମନ୍ତ୍ରଣ ପାଇଥିବା ସତ୍ତ୍ୱେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ସୋନିଆ ଗାନ୍ଧୀ ପ୍ରମୁଖ ମନା…
ଆସନ ବଣ୍ଟା ନେଇ କଂଗ୍ରେସ ସହିତ କଥାବାର୍ତ୍ତା କରିବ ନାହିଁ ଟିଏମସି
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳ ସହ ଆସନ ବାଣ୍ଟିବା ନେଇ କଂଗ୍ରେସ ନିରନ୍ତର ବୈଠକ କରୁଛି। ତେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି…