ଘାଟିରେ ଓଲଟିଲା ପିକନିକ ବସ, ୪୫ରୁ ଅଧିକ ଯାତ୍ରୀ ଆହତ…

ବ୍ରହ୍ମପୁର : ଘାଟିରେ ଓଲଟିଲା ପିକନିକ ବସ। ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ପିକନିକ ବସ ଓଲଟି ୪୫ରୁ ଅଧିକ ଯାତ୍ରୀ ଆହତ। ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଯାଜପୁର ଜିଲ୍ଲା ଦଶରଥପୁରୁ ଜିରାଙ୍ଗ, ଦାରିଙ୍ଗିବାଡି…

ରାତି ଗୋଟାଏରୁ ହେବ ମହାପ୍ରଭୁଙ୍କ ଦର୍ଶନ…

ପୁରୀ: ଇଂରାଜୀ ନୂଆ ବର୍ଷ ପାଇଁ ଚଳଚଞ୍ଚଳ ଶ୍ରୀ କ୍ଷେତ୍ର । ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ କରାଯାଉଛି ଅନେକ ପରିବର୍ତ୍ତନ। ଆଜି ରାତି ଗୋଟାଏରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି କରାଯାଇ ଆରମ୍ଭ ହେବ ଦର୍ଶନ ବ୍ୟବସ୍ଥା। ମିଳିଥିବା ସୂଚନା ମୁତାବକ ଭକ୍ତଙ୍କ…

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା…

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୫ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ। ୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ ରେ ପହଞ୍ଚିଲା। ୧୯ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟର ସକ୍ରିୟ ସଂକ୍ରମିତ ସଂଖ୍ୟା ୧୮। ଏଣେ…

ରାଜ୍ୟ ବିଜେପିର ସଂଯୁକ୍ତା ମୋର୍ଚ୍ଚା ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ ବିଜେପିର ସଂଯୁକ୍ତା ମୋର୍ଚ୍ଚା ବୈଠକ ଅନୁଷ୍ଠିତ ହେଉଛି। ୨୪ ଲଢ଼େଇରେ ମୋର୍ଚ୍ଚାଗୁଡ଼ିକର ଭୂମିକା କ’ଣ ରହିବ। ଲୋକଙ୍କ ପାଖକୁ କେଉଁ ପ୍ରସଙ୍ଗ ନେଇ ବିଜେପି ଯିବ ସେନେଇ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଂଟ। ରାଜ୍ୟ ବିଜେପିର କୃଷକ ମୋର୍ଚ୍ଚା, ଯୁବ…

ନୂଆବର୍ଷ ଉପଲକ୍ଷେ ବାଲୁକାକଳାରେ ମହାପ୍ରଭୁ ଜଗନ୍ନାଥଙ୍କ ବଡସିଂହାର ବେଶ

ପୁରୀ: ନୂଆବର୍ଷ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ମହାପ୍ରଭୁ ଜଗନ୍ନାଥଙ୍କ ବଡସିଂହାର ବେଶ । ଏହି ବାଲୁକା କଳାକୃତିକୁ ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଛାତ୍ରଛାତ୍ରୀ । ପୁରୀ ସ୍ୱର୍ଣ୍ଣାଭ…

ଜାନୁଆରୀ ୪ରୁ ଚିଲିକାରେ ବିଦେଶାଗତ ପକ୍ଷୀ ଗଣନା…

ଭୁବନେଶ୍ବର: ଚିଲିକାରେ ଜାନୁୟାରୀ ୪ ତାରିଖରେ ଶୀତକାଳୀନ ପକ୍ଷୀ ଗଣନା କରାଯିବ । ଏଥି ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ସକାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ସ୍ୱତନ୍ତ୍ର ଟିମ୍‌ ନିଯୁକ୍ତ ହେବେ ବୋଲି ଚିଲିକା ବନ୍ୟପ୍ରାଣୀ…

ମଣିପୁରରେ ପୁଣି ହିଂସା, ସୁରକ୍ଷାକର୍ମୀଙ୍କୁ ଗୁଳିମାଡ଼

ମଣିପୁରରେ ପୁଣି ହିଂସା। ମଣିପୁରର ସୀମାବର୍ତ୍ତୀ ସହର ମୋରେହରେ ସନ୍ଧିଗ୍ଧ ବନ୍ଧୁକଧାରୀ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ପୁଲିସ କମାଣ୍ଡୋ ଆହତ ହୋଇଥିବା ସୂଚନା ମିଳିଛି। ପିଟିଆଇ ରିପୋର୍ଟ ମୁତାବକ, ଶନିବାର ଅପରାହ୍ଣରେ ଅଜ୍ଞାତ ବନ୍ଧୁକଧାରୀମାନେ ମୋରେହରୁ କି ଲୋକେସନ…

ବାଲୁକା କଳାରେ ନବବର୍ଷ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ

ଭୁବନେଶ୍ବର: ବାଲୁକା କଳାରେ ନବବର୍ଷର ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ। ୨୦ ଫୁଟ ଓସାର ବିଶିଷ୍ଟ ବାଲୁକା କଳା ପ୍ରସ୍ତୁତ କରି ସାରା ବିଶ୍ୱକୁ ଇଂରାଜୀ ନୂତନବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ୧୫ ଟନ୍ ବାଲିରେ ସେ ଗଢ଼ିଛନ୍ତି ସୁନ୍ଦର…

କାର-ବାଇକ ମୁହାଁମୁହିଁ ଧକ୍କା, ଜଳିଗଲା କାର, ୪ ଗୁରୁତର

ନୟାଗଡ: କାର୍‌ ସହ ପିଟି ହେଲା ବାଇକ୍‌ । ହୁତୁହୁତୁ ହୋଇ ଜଳି ଉଠିଲା କାର୍ । ଘଟଣାରେ ଚାରି ଜଣ ଗୁରୁତର । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଜାମୁସାହି ନିକଟରେ । ସୂଚନା ମୁତାବକ, ଆଜି ଛତିଶଗଡ ର ଚାରି ଜଣ ବ୍ୟକ୍ତି ପୁରୀ କୁ ଜଗନ୍ନାଥ ଦର୍ଶନ କରିବା…

କାକଟପୁର ଗସ୍ତରେ ଓଡ଼ିଶାର ମହାମହିମ ରାଜ୍ୟପାଳ

କାକଟପୁର : କାକଟପୁର ଆସିଛନ୍ତି ଓଡିଶାର ମହାମହିମ ରାଜ୍ୟପାଳ । ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କୁ ଦର୍ଶନ କରିଥିଲେ । ତା ପରେ ଅବଦାନ ପଞ୍ଚାୟତ ମା ବିରିଜାଈଙ୍କ ପୀଠରେ ଚାଷୀ ମାନଙ୍କର ଏକ ବୈଠକରେ ଯୋଗଦାନ ଦେଇଥିଲେ । ଆଉ ଚାଷୀ ମାନଙ୍କ ପ୍ରତି ଥିବା ବିହିତ ଯୋଜନା…