Sign in
Sign in
Recover your password.
A password will be e-mailed to you.
ବାଲେଶ୍ଵରରେ ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼
ବାଲେଶ୍ଵର: ବାଲେଶ୍ଵର ସହଦେବ ଖୁଣ୍ଟାର ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତିଙ୍କୁ ଛୁରାମାଡ଼ । ଛୁରାମାଡ଼ ପଛରେ ବିଜେଡି ରୁ ବହିଷ୍କୃତ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଓ ସ୍ଥାନୀୟ ଠିକାଦାର ପ୍ରଭାତ ବିଶ୍ଵାଳ ଙ୍କ ହାତ ଥିବା ନେଇ କହିଛନ୍ତି ତନ୍ମୟ ।
ଆଜି ସକାଳୁ…
ଟଙ୍କା ଦେବାକୁ ମନା କରିବାରୁ ବ୍ୟବସାୟୀ ହାଣିଦେଲେ ଦୁର୍ବୃତ୍ତ…
କେନ୍ଦ୍ରାପଡା: ଦାଦାବାଟି ଦେବାକୁ ମନା କରିବାରୁ ବ୍ୟବସାୟୀଙ୍କୁ ହାଣିଦେଲେ ଦୁର୍ବୃତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡାରେ । ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟବସାୟୀ ଜଣକ ମିର ଖାଦୀମ ବକ୍ସ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ…
ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ…
ଭୁବନେଶ୍ଵର: ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣା । ଆଖିବୁଜିଲେ ଜଣେ ଆହତ । ୪ଜଣ ଆହତଙ୍କ ମଧ୍ୟରୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆହତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳି ପାରିନି। ଏନେଇ ସୂଚନା ଦେଇଛନ୍ତି ଜୋନ୍-୨ ଏସିପି ଗୌତମ କିଶାନ…
ନେସନାଲ Taekofest ଚାମ୍ପିଅନ ସିପ୍ ରେ ବ୍ରହ୍ମପୁର ତାଏକୋଣ୍ଡ ଟ୍ରେନିଂ ସ୍କୁଲ ର ସଫଳତା।
ବ୍ରହ୍ମପୁର : ଗତ 27 ରୁ 29 ତାରିଖ ପର୍ଯ୍ୟନ୍ତ କଲିକତା ରେ ହେଇଥିବା ଜାତୀୟ ସ୍ତରୀୟ Taekofest ପ୍ରତିଯୋଗିତାରେ ବ୍ରହ୍ମପୁର ର ଧର୍ମନଗର ରେ ଥିବା ବ୍ରହ୍ମପୁର ତାଏ କଣ୍ଡୋ ଟ୍ରେନିଂ ସ୍କୁଲ ର 12ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ସେଥିରେ ସେମାନେ ସଫଳତା ହାସଲ କରିବା ସହ 4 ଗୋଟି ସ୍ଵର୍ଣ୍ଣ!-->…
ଲିଆରୀ, ନିଆରୀ, ଚୁଡୁଡ଼ିଆ ଜାତିକୁ ଏସଇବିସି ମାନ୍ୟତା ପ୍ରଦାନ…
ମହାସଂଘ ପକ୍ଷରୁ ମନ୍ତ୍ରୀ ଉଷାଦେବୀ ଙ୍କୁ ସମ୍ବର୍ଦ୍ଧନା।ଚିକିଟୀ : ନିଖିଳ ଉତ୍କଳ ଲିଆରୀ, ନିଆରୀ ଚୁଡୁଡ଼ିଆ ମହାସଂଘ ପକ୍ଷରୁ ଆଜି ସ୍ଥାନୀୟ ବିଧାୟିକା ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ନିକଟରେ ରାଜ୍ୟ ସରକାର ଲିଆରୀ, ନିଆରୀ,!-->…
ଲକ୍ଷାଧିକ ଟଙ୍କାର କାଠ ସହ ଦୁଇ ମାଫିଆଙ୍କୁ କାବୁ କଲା କୋଟଗଡ ବନ ବିଭାଗ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ କୋଟଗଡ ବନାଞ୍ଚଳରେ ଦୁଇ ସକ୍ରିୟ କାଠ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଛି କୋଟଗଡ ବନବିଭାଗ l କୋଟଗଡ ବନାଞ୍ଚଳ ଅଧିକାରୀ ରମାକାନ୍ତ କହଁରଙ୍କ ସୂଚନା ଅନୁଯାଇ କୋଟଗଡ ବନାଞ୍ଚଳ ର ଶ୍ରୀରାମପୁର ସେକ୍ଟର ର ମାଟିଗାଡା଼ ନିକଟ ମାଜିମାହା!-->…
ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଅନିୟମିତତା ନେଇ ଗୁଡିକା ଗ୍ରାମବାସୀ ଜଳଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ…
ଦାରିଙ୍ଗବାଡ଼ି, ୩୦/୧୨ : ଦାରିଙ୍ଗବାଡ଼ି ବ୍ଳକ କୁମ୍ଭାରୀଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଡ଼ିକା ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଅନିୟମିତତା ନେଇ ଗ୍ରାମବାସୀ ଦାରିଙ୍ଗବାଡ଼ି ଆରଡବ୍ଲୁଏସଏସ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିରହି ଅଭିଯୋଗ ପ୍ରଦର୍ଶନ କରିବା ସହିତ ପଫାଟକ!-->…
ଦୁର୍ଗନ୍ଧମହ ହିଞ୍ଜିଳିକାଟୁ ଶନିବାର ହାଟ : ଜୋର୍ ଧରୁଛି ସ୍ଥାୟୀ ପିଣ୍ଡି ନିର୍ମାଣ ଦାବି…
ହିଞ୍ଜିଳିକାଟୁ ୩୦/୧୨ : ହିଞ୍ଜିଳିକାଟୁ ଶନିବାର ହାଟ ଦୁର୍ଗନ୍ଧମୟ ପରିବେଶରେ ଉପରେ ବସୁଛି। ସ୍ଥାୟୀ ହାଟ ପିଣ୍ଡି ନଥିବାରୁ ବ୍ୟବସାୟୀମାନେ ହାଟପଦା ଆହାରକେନ୍ଦ୍ର ଓ କାଫେ ରାସ୍ତା ଉପରେ ପସରା ମେଲି ବସୁଛନ୍ତି। ଫଳରେ ସମସ୍ୟାରେ ଲୋକେ ହନ୍ତସନ୍ତ ହେଉଛନ୍ତି। ହିଞ୍ଜିଳିକାଟୁ ସହରର!-->…
କଳାକାର ସଂଘର ବର୍ଷାନ୍ତ ବୈଠକ…
ବ୍ରହ୍ମପୁର, ତା. ୩୦/୧୨ : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ' କାର୍ଯ୍ୟକାରୀ କମିଟୀର ବର୍ଷାନ୍ତ ବୈଠକ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ଼ ସ୍ଥିତ ମାନସ ଭବନ ପରିସରରେ ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
ଡଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ସନ୍ଥ ରବି ଦାସ ଜାତୀୟ ସମ୍ମାନ…
ଫୁଲବାଣୀ : କନ୍ଧମାଳର ବରିଷ୍ଠ କବି, ସାହିତ୍ୟିକ ଓ ଶିକ୍ଷାବିତ୍ ଡଃ ନୃସିଂହାନନ୍ଦ ମହାପାତ୍ର ଜାତୀୟ ସମତା ସାହିତ୍ୟ ଏକାଡେ଼ମୀ ମହାରାଷ୍ଟ୍ରର (ମୁମ୍ବାଇ) ସ୍ଥିତ ଶ୍ରୀଲୋକାର ସ୍ମାରକ ମନ୍ଦିର ହଲ ଠାରେ ଜାତୀୟ ସମ୍ମାନ ସହିତ ମାନପତ୍ର ଉପଢୌକନ ଓ ନଗଦ ପୁରସ୍କାର ୧୦,୦୦୦ଟଙ୍କା ଗ୍ରହଣ!-->…