Sign in
Sign in
Recover your password.
A password will be e-mailed to you.
ମାନବିକତା ଦେଖାଇଲେ ଅଙ୍ଗନବାଡି ଦିଦି…
ଉମରକୋଟ :ସପ୍ର ( ୨୭/୦୨/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତ ଅନ୍ତର୍ଗତ ବନିପଦର ଅଙ୍ଗନବାଡି ଦିଦି ଆଜି ୨୭/୦୨/୨୦୨୪ ରିଖ ରେ ନିଜ ଅଙ୍ଗନବାଡି କେନ୍ଦ୍ରକୁ ଯିବା ସମୟରେ କେନ୍ଦ୍ର ଠାରୁ ପାଞ୍ଚ କିଲୋମିଟର ବାଟରେ ଏକ ମର୍ମାନ୍ତୀକ ଦୁର୍ଘଟଣା ଦେଖି କାଳ ବିଳମ୍ବ ନ!-->!-->!-->…
ବୁଢ଼ା ବରଗଛ ସବୁ ଉପୁଡିଲା…
କୋଳି ଖାଇ ମଞ୍ଜି ପୋତି ଥିବା ବାବୁ ମାନେ ଗଞ୍ଜାମ ଜିଲ୍ଲା ଛାଡିଲେ…….!
ଛତ୍ରପୁର ରେ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଓ ମୁକୁଳା ଡ୍ରେନ ବ୍ୟବସ୍ଥା ଯୋଗୁଁ ଦୁର୍ଘଟଣା ବଢୁଛି…. !
ଅଧିକାରୀ ଚୁପ ଅଞ୍ଚଳ ବାସୀ ହନ୍ତସନ୍ତ…..
ବ୍ରହ୍ମପୁର : ୨୭-୨ ଜିଲ୍ଲାର ସଦର ମହକୁମା ଛତ୍ରପୁର ରେବିଭିନ୍ନ ୱାର୍ଡ଼ ରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଷ୍ଟେସନ ରୋଡ଼ ନିକଟରେ ଥିବା ରାମ ଲକ୍ଷ୍ମୀ ନଗର ରେ ରାସ୍ତାରେ ଫେବର ରୋଡ଼ ର କାର୍ଯ୍ୟ ଚାଲୁଛି। ହେଲେ ନିର୍ମାଣକାର୍ଯ୍ୟ!-->!-->!-->!-->!-->…
ଗଞ୍ଜାମ ବିଜେଡ଼ି ଗୋଷ୍ଟି କନ୍ଦଳର ଫାଇଦା ନେବେକି ପ୍ରଦୀପ..? : ନା କମଳା ରଙ୍ଗ ଓ ଲେଖା ଛିଣ୍ଡାଇ ଦେବା ଫମ୍ପା ବାଣ…
ବ୍ରହ୍ମପୁର: ଆଗାମୀ ସାଧରଣ ନିର୍ବାଚନ ଯେତିକି ନିକଟତର ହେଉଛି ଗଞ୍ଜାମ ରାଜନୀତି ରେ ସେତିକି ବାତାବରଣ ସରଗରମ ହେବାରେ ଲାଗିଛି। ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ଶାସକ ଦଳ ର ଦବଦେବା ରହିଛି। କେବଳ ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ବାଦ ଦେଲେ ଅନ୍ୟ ବିଧାନସଭା ନିର୍ବାଚନ!-->…
ବ୍ୟବସାୟୀ ଙ୍କ ଘରୁ ୩୦ ଲକ୍ଷ ଟଙ୍କା ର ସୁନା ଗହଣା ଚୋରି ଅଭିଯୋଗ…
ଚିକିଟୀ-- ସ୍ଥାନୀୟକେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟୀ ପେଣ୍ଠ ର ପ୍ରତିଷ୍ଠିତ ବ୍ୟବସାୟୀ ପି. ନାଗେଶ୍ୱର ରାଓ ସୁବୁଦ୍ଧି ଙ୍କ ଘରୁ ଗତ ବିଳମ୍ବିତ ରାତିରେ ୩୦ ଲକ୍ଷ ଟଙ୍କାର ସୁନା ଗହଣା ଓ ୧୦ ହଜାର ଟଙ୍କା ଚୋରି ହୋଇଥିବା କେ ନୂଆଗାଁ ଥାନା ରେ ନାଗେଶ୍ୱର ଅଭିଯୋଗ କରିଛନ୍ତି l!-->!-->!-->…
ଦେବଗଡରେ ଆମ ହସ୍ପିଟାଲ ଯୋଜନା ଲୋକାର୍ପଣ ଉତ୍ସବରେ ଅବ୍ୟବସ୍ଥା…
ଦେବଗଡ଼,୨୬।୨:ସଭାକୁ ଆସି ହିନସ୍ତା ହେଲେ ଏସଏଚଜି ମହିଳା । ଠେଳାପେଲାରେ କିଏ ଆହତ ହେଲା ତ ଆଉ କାହାର ମୋବାଇଲ ହଜିଲା । ପୁଣି କାହାର ମନି ପର୍ସ ଚୋରି ହୋଇଥିବା ଭଳି ଅଭିଯୋଗ ହୋଇଛି । ଲୋକାର୍ପଣ ଉତ୍ସବକୁ ଆସିଥିଲେ ହଜାର ହଜାର ଏସଏଚଜି ମହିଳା । ମାତ୍ର ସେମାନଙ୍କୁ ପାଣି କିମ୍ବା ଟିଫିନ!-->…
5 ଟି ଅଧ୍ୟକ୍ଷଙ୍କ ଦେବଗଡ଼ ଗସ୍ତ…
ଦେବଗଡ଼, 26/02/2024 : 5 ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ପ୍ରଧାନପାଟ ବଡ ବଗିଚା ଠାରେ ନୁଆ-ଓ ଛାତ୍ର ବୃତ୍ତି ପ୍ରଦାନ କରିଛନ୍ତି। ସଭାସ୍ଥଳରେ ପହଞ୍ଚି ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହ ଭାବର ଆଦାନ ପ୍ରଦାନ ପରେ ଜିଲ୍ଲାର!-->!-->!-->…
ଲୋକାର୍ପଣ ହେଲା ଆମ ହସ୍ପିଟାଲ…
ଦେବଗଡ଼ ତା 26/02/2024 ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକ ଆମ ହସ୍ପିଟାଲ ଅନ୍ତର୍ଗତ ଦେବଗଡ଼ ଜିଲ୍ଲା ଆମ ହସ୍ପିଟାଲ ରୂପାନ୍ତରିତ ସରକାରୀ ହସ୍ପିଟାଲ କୁ ଆଭାସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି, ଏହି ନେଇ ନୂତନ ବସ ଷ୍ଟାଣ୍ଡ ବାଳିରୋହି ପରିସରରେ ଉତ୍ସବ ଅୟୋଜନ କରାଯାଇଥିଲା। ଏହି!-->!-->!-->…
ଆମ ହସ୍ପିଟାଲ ଯୋଜନାରେ ୬୭ ରୂପାନ୍ତରିତ ସରକାରୀ ଚିକିତ୍ସାଳୟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ୧୫ ଜିଲ୍ଲାର ୬୭ଟି ରୂପାନ୍ତରିତ ସରକାରୀ ଡାକ୍ତରଖାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଜବୁତ କରିବା ପାଇଁ କାର୍ଯ୍ୟକାରୀ ହୋଇଥିବା ରାଜ୍ୟ ସରକାରଙ୍କ ‘ଆମ ହସ୍ପିଟାଲ’ ଯୋଜନାରେ ଏହି!-->…
ରାଜଧାନୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ
ଭୁବନେଶ୍ୱର: ସୋମବାର ଲୋୟର ପିଏମଜିରେ ନାଟକୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବହୁ କଂଗ୍ରେସ କର୍ମୀ ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ଓଡ଼ିଶା ସରକାରଙ୍କୁ ଚ୍ୟାଲେଞ୍ଜ କରିବାକୁ ଯାଇ କଂଗ୍ରେସ ଏହି!-->…