Sign in
Sign in
Recover your password.
A password will be e-mailed to you.
ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ସମାଜ ସେବା କାର୍ଯ୍ୟକ୍ରମ
ଦାରିଙ୍ଗବାଡ଼ି, ୨୫/୧୧, ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ଡିଗ୍ରୀ କଲେଜରେ ସମାଜ ସେବା କାର୍ଯ୍ୟକ୍ରମ ପାଳିତ ହୋଇଛି। ଏହି ଅବସରରେ ସ୍ଵଛ ଭାରତ, ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ, ବୃକ୍ଷ ରୋପଣ କରି ପ୍ରଦୂଷଣ ମୁକ୍ତ ସୁସ୍ଥ ଜୀବନ ଯାପନ କରିବାପାଇଁ ଏକ ଶୋଭାଯାତ୍ରାର ଆୟୋଜନ!-->…
ଗରମ ଡାଲି ପଡ଼ି ବୋଝିଆ ସେବାୟତ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି…
ପୁରୀ: ଶ୍ରୀମନ୍ଦିରରେ ପୁଣି ଅଘଟଣ ଘଟିଛି। ଆଜି ବାଇଶି ପାହାଚରେ ଠେଲାପେଲା ଯୋଗୁଁ ଜଣେ ବୋଝିଆ ସେବାୟତ ଗୁରୁତର ହୋଇଛନ୍ତି। ଗୁରୁତର ସେବାୟତ ହେଲେ ଜମ୍ବେଶ୍ବର ବରାଡ଼ (୪୭)।
ସୂଚନା ଅନୁସାରେ ସଦର ଥାନା ଅଧୀନ କନ୍ଥପୁର ନିବାସୀ ଜମ୍ବେଶ୍ବର ବରାଡ଼ ଆଜି ବେତାରେ…
୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟିଲେ ଉତ୍ତର କାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର…
ଭୁବନେଶ୍ବର: ଉତ୍ତରାଖଣ୍ଡ ଉତ୍ତର କାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟମାନେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟମାନଙ୍କୁ…
ଦାରିଙ୍ଗବାଡିରେ ସମ୍ମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ
ଦାରିଙ୍ଗବାଡି,୨୫/୧୧: ଦାରିଙ୍ଗବାଡି ଡ଼କ୍ଟର ବି.ଆର ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ସମ୍ମନିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଡ଼!-->…
ମୁମ୍ବାଇରେ ସୁଟକେଶ ଭିତରୁ ମିଳିଥିଲା ମୃତଦେହ…
ସୁନ୍ଦରଗଡ଼: ଗତ ୧୯ ତାରିଖ ରବିବାର ମୁମ୍ବାଇ କୁର୍ଲା ଷ୍ଟେସନ ଯିବା ରାସ୍ତାରେ ଏକ ସୁଟକେଶ ମଧ୍ୟରୁ ମିଳିଥିବା ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ବୁନ୍ଦଲିକାନି ଗାଁର ଯୁବତୀ ପ୍ରତିମା କିସପଟ୍ଟାଙ୍କର ମୃତଦେହ ଗାଁରେ ପହଞ୍ଚିଲା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ…
ହନ୍ତାଲଗୁଡ଼ା ଘାଟିରେ ଟିପର ଓଲଟି ୫ ଜଣ ମୃତ
ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ଟିପର ଓଲଟି ୫ ଜଣ ଶ୍ରମିକ ଙ୍କ ମୃତ ଘଟିଥିବା ସୂଚନା ମିଳୁଛି।ଦୁଇଜଣ ଶ୍ରମିକ ଟିପର ତଳେ ଚାପି ହୋଇଥିବା ସୂଚନା ମିଳୁଛି।ସ୍ୱାଭିମାନ ଅଞ୍ଚଳରେ ରାସ୍ତାକାମ ପାଇଁ ଚିତ୍ରକୋଣ୍ଡା ରୁ!-->…
ଫୁଲବାଣୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଉପ ବାଚସ୍ପତି ସାଲୁଗା ପ୍ରଧାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ଫୁଲବାଣୀ : ପ୍ରଦକ୍ଷିଣ ଗୃହ ଠାରେ ଓକିଲ ସଂଘର ସମ୍ପାଦକ କମଳ କୁମାର ବେହେରାଙ୍କ ନେତୃତ୍ଵରେ ବାର ଆସୋସିଏସନର ସମସ୍ତ ସଦସ୍ୟ ନବ ନିର୍ବାଚିତ ମାନ୍ୟବର ଉପବାଚସ୍ପତି ଶ୍ରୀଯୁକ୍ତ ସାଲୁଗା ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଥିଲା l ଏଥି ସହିତ ଉପସ୍ଥିତ!-->…
ପଞ୍ଚାୟତ ହେଉଛି ଆମ ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର/ରାୟଗଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍ ଚାଲିବ ଏବଂ ସବୁ ପଞ୍ଚାୟତକୁ…
ପ୍ରେମିକାକୁ ୩୧ ଖଣ୍ଡ କରି ଜଙ୍ଗଲରେ ପୋତିଦେଲେ ପ୍ରେମିକ..!
ଉମରକୋଟ : ପ୍ରେମିକ କ’ଣ ଏତେ ନୃଶଂସ ହୋଇପାରେ? ଦେଢ଼ ବର୍ଷର ପ୍ରମ ସମ୍ପର୍କକୁ କ୍ଷଣକ ଭିତରେ ଛିନ୍ନ କରିଦେଲେ। ପ୍ରେମିକାକୁ ମାରି ୩୧ ଖଣ୍ଡ କରି ଜଙ୍ଗଲ ଭିତରେ ପୋତିଦେଲେ! ଏମିତି ଲୋମ ଟଙ୍କୁରା ଦୃଶ୍ୟ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ…
କାବୁହେଲା ଗାଁରେ ବୁଲୁଥିବା ଦନ୍ତା ହାତୀ…
ଯାଜପୁର : ଗାଁରେ ବୁଲୁଥିବା ହାତୀ କାବୁ ହେଲା। ଟ୍ରାଙ୍କୁଲାଇଜ୍ କରି କାବୁ କଲା ବନ ବିଭାଗ। ହାତୀକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଚାଲିଥିବା ଜଣାପଡ଼ିଛି। ଆଜି ଏପରି ଖବର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରୁ ଆସିଛି।
ଗୋଠ ଛଡ଼ା ଦନ୍ତା ହାତୀଟି ପଞ୍ଜରା ସାହି ସ୍କୁଲ…