Sign in
Sign in
Recover your password.
A password will be e-mailed to you.
ଭୋଟିଂ ଭିତରେ ମନ୍ତ୍ରୀଙ୍କୁ ଆକ୍ରମଣ, ଫୁଟିଲା ଗୁଳି
ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ବେଳେ ହିଂସା। ଭୋଟିଂ ଭିତରେ ମନ୍ତ୍ରୀଙ୍କୁ ଆକ୍ରମଣ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମନ୍ତ୍ରୀଙ୍କ ଉପରକୁ ମରାନ୍ତକ ଆକ୍ରମଣ ହୋଇଛି। ସେହିପରି ଅନ୍ୟ ଏକ ଭୋଟିଂ ବୁଥ୍ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଗୁଳି ମଧ୍ୟ ଫୁଟିଛି।…
ଇନଷ୍ଟାରେ ରିଲ୍ସ ପୋଷ୍ଟ କରୁଥିଲେ ପତ୍ନୀ, ତଣ୍ଟି କାଟି ଦେଲା ସ୍ୱାମୀ
କୋଲକାତା : ବାହାଘରର ୧୭ ବର୍ଷ ପରେ ମଧ୍ୟ ପତ୍ନୀଙ୍କୁ ବିଶ୍ୱାସକୁ ନେଇ ପାରିଲେ ନାହିଁ। ପତ୍ନୀ ଇନଷ୍ଟାରେ ରିଲ୍ସ କରୁଥିବା ବେଳେ ତାଙ୍କର ଅନେକ ଜଣଙ୍କ ସହ ବନ୍ଧୁତା ସୃଷ୍ଟି ହୋଇଥିଲା। ହେଲେ ଏହି ବନ୍ଧୁତାକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ ସ୍ୱାମୀ।
ପର ପୁରୁଷଙ୍କ ସହ…
କେସିଆରଙ୍କ ପାଖରେ କାହିଁକି ରହିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ: ରାହୁଲଙ୍କ ପ୍ରଶ୍ନ
ହାଇଦ୍ରାବାଦ : ନଭେମ୍ବର ୩୦ ରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। କଂଗ୍ରେସ ଏବଂ ଭାଜପାର ବିଶେଷ ଧ୍ୟାନ ଏହି ଦକ୍ଷିଣ ରାଜ୍ୟ ଉପରେ ରହିଛି। ଏଥର କଂଗ୍ରେସ ତେଲଙ୍ଗାନାକୁ…
ମୃତ ସାମ୍ବାଦିକାଙ୍କ ମା’ଙ୍କ ଇଚ୍ଛା ପୂରା ହେଲା ; ସୌମ୍ୟାଙ୍କ ହତ୍ୟାକାରୀଙ୍କୁ ହେଲା ଆଜୀବନ ଜେଲ
ନୂଆଦିଲ୍ଲୀ: ସାମ୍ବାଦିକା ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ଜଣ ହତ୍ୟାକାରୀଙ୍କର ଆଜି ଦଣ୍ଡର ଶୁଣାଣି ହୋଇଛି। ୪ଜଣ ହତ୍ୟାକାରୀ ରବି କପୁର, ଅମିତ ଶୁକ୍ଳା, ବଲବୀର ମଲିକ ଓ ଅଜୟ କୁମାରଙ୍କୁ ଦିଲ୍ଲୀର ସାକେତ କୋର୍ଟ ଆଜୀବନ ଜେଲଦଣ୍ଡ…
ମୋଦୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ଭଟିଣ୍ଡା ଏସପି ସସପେଣ୍ଡ୍…
ନୂଆଦିଲ୍ଲୀ: ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଞ୍ଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷା ଉଲ୍ଲଂଘନ ଅଭିଯୋଗରେ ଜଣେ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ସେ ହେଉଛନ୍ତି ତତ୍କାଳୀନ ଫିରୋଜପୁର ଆରକ୍ଷୀ ଅଧୀକ୍ଷକ (ଏସପି) ଗୁରବିନ୍ଦର ସିଂହ। ଗୁରବିନ୍ଦର…
ଦେଶର ୩ବଡ ବ୍ୟାଙ୍କ ଉପରେ ୧୦କୋଟି ଟଙ୍କାର ଜରିମାନା ଲଗାଇଲା ଆରବିଆଇ…
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦେଶର ୩ବଡ ବ୍ୟାଙ୍କ ଉପରେ ନେଇଛି ବଡ କାର୍ଯ୍ୟାନୁଷ୍ଠାନ। ରେଗୁଲେଟୋରୀ ନିୟମର ଉଲ୍ଲଘଂନ ନେଇ ବ୍ୟାଙ୍କଗୁଡିକ ଉପରେ ଜରିମାନା ଲଗାଇଛି ଆରବିଆଇ।
ସୂଚନାଯୋଗ୍ୟ, ସିଟି ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଏବଂ…
ନିର୍ବାଚନ ପୂର୍ବରୁ ଭୂପେଶ ବାଘେଲଙ୍କ ନାଁ ନେଇଥିଲେ, ଏବେ ସ୍ୱର ବଦଳାଇଲେ…
ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମହାଦେବ ବେଟିଂ ଆପ୍ରୁ ୫୦୮ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଥିବା ଜଣେ କୋରିୟର ଏପରି ଦାବି କରିଥିଲେ। ଏହାକୁ ନେଇ ରାଜନୀତିକ…
ଛୁଟିରେ ବିଚାରପତି, ନିରାଶ ହେଲେ ସଞ୍ଜୟ ସିଂହ…
ନୂଆଦିଲ୍ଲୀ : ପ୍ରତ୍ୟାହୃତ ହୋଇ ସାରିଥିବା ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆପ୍ ନେତା ସଞ୍ଜୟ ସିଂହଙ୍କୁ ମିଳିନି ଆଶ୍ୱସ୍ତି। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ବିଚାରପତି ଛୁଟିରେ ଚାଲି ଯାଇଛନ୍ତି। ଫଳରେ ସଞ୍ଜୟ…
ତେଜସ୍ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ : ଲଢ଼ୁଆ ବିମାନରେ ଚଢ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବେଙ୍ଗାଲୁରୁରେ ଯୁଦ୍ଧ ବିମାନ ତେଜସରେ ଉଡ଼ିଲେ। ଶନିବାର ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ତେଜସ୍ ବିମାନରେ ବସି ଉଡାଣ…
ଉପ ବାଚସ୍ପତି ଙ୍କୁ ଗାଁ ମାଟିରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା, ବାଣ ଫୁଟାଇ ଖୁସି ମନାଇଲା ଅଞ୍ଚଳ ବାସୀ…
ଦାରିଙ୍ଗବାଡ଼ି, ୨୪/୧୧ (ନିପ୍ର) ସାଲୁଗା ପ୍ରଧାନ ଓଡିଶା ବିଧାନସଭାର ଉପ ବାଚସ୍ପତି ନିର୍ଦ୍ୱନ୍ଦର ନିର୍ବାଚିତ ହୋଇ ଗାଁ ମାଟିର ପହଞ୍ଚିବା ପରେ ଦାରିଙ୍ଗବାଡି ବ୍ଲକ ବାସୀ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଉପଢୌକନ ଏବଂ ଫୁଲ ତୋଡ଼ା ଦେବା ସହିତ ବାଣ ଫୁଟାଇ ଖୁସି!-->!-->!-->…