Sign in
Sign in
Recover your password.
A password will be e-mailed to you.
‘ଡିପ୍ଫେକ୍’ ଭିଡିଓ ଯାଞ୍ଚ କରିବାକୁ ନିଯୁକ୍ତ ହେବେ ଅଫିସର୍: କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର…
ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ‘ଡିପ୍ଫେକ୍’ ଭିଡିଓ ପ୍ରସାରଣ ଯୋଗୁଁ ସର୍ବସାଧାରଣରେ ଆତଙ୍କ ଓ ଉଦ୍ବେଗ ଦେଖା ଦେଇଥିବା ବେଳେ ଆଜି ବୈଦ୍ୟୁତିକ ଓ ପ୍ରଯୁକ୍ତି ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ, ଏଭଳି ‘କଣ୍ଟେଣ୍ଟ୍’…
ବ୍ଲକ୍ ଅଫିସ୍ ଘେରାଉ ବେଳେ ବିଜେପିର ଲଙ୍କାକାଣ୍ଡ…
ଚାନ୍ଦବାଲି: ବିଜେପିର ବ୍ଲକ୍ ଅଫିସ୍ ଘେରାଉ ବେଳେ ଲଙ୍କାକାଣ୍ଡ ହୋଇଛି। ଭାଙ୍ଗିଛି ଚେୟାର, ଭାଙ୍ଗିଛି ସିସିଟିଭି। ଢେଲା ପଥର ମାଡ଼ରେ ଫାଟିଛି ଏସ୍ଡିପିଓଙ୍କ ମୁଣ୍ଡ। ଆହତ ହୋଇଛନ୍ତି ଆଇଆଇସି। ଆଜି ଅପରାହ୍ନରେ ଏପରି ଚିତ୍ର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଫିସରୁ…
କାହିଁକି ଏକାଠି ବସୁ ନାହାନ୍ତି ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳ..?
ଦେଶର ରାଜଧାନୀ ଦିଲ୍ଲୀରେ ନୂଆ ମୁଖ୍ୟ ଶାସନ ସଚିବଙ୍କୁ ନେଇ କ୍ଷମତାସୀନ ଆପ୍ ସରକାର ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି। ବିବାଦ ବଢ଼ୁଥିବାରୁ ଆଜି ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିଛନ୍ତି।
ଉଭୟ ପକ୍ଷଙ୍କୁ ଏକାଠି ବସିବାକୁ ସର୍ବୋଚ୍ଚ…
ଚୀନରେ ମାତୁଛି H9N2 ଭୂତାଣୁ; ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଲା- ଭାରତକୁ ବ୍ୟାପିବା ଆଶଙ୍କା କମ୍…
ନୂଆଦିଲ୍ଲୀ: ଚୀନରେ ଗୋଟିଏ ପରେ ଗୋଟିଏ ଭୟଙ୍କର ଭୂତାଣ ଜନିତ ରୋଗ ବ୍ୟାପୁଛି। ଯାହାକୁ ନେଇ ସାରା ବିଶ୍ୱ ଆତଙ୍କିତ। ଦୀର୍ଘ ୫ ବର୍ଷ ହେଲା କରୋନା ମହାମାରୀର ତାଣ୍ଡବ ସାରା ବିଶ୍ୱ ଦେଖିଥିବା ବେଳେ ଏବେ ଉତ୍ତର ଚୀନରେ ଏଚ୍୯ଏନ୍୨(ଏଭିଆନ ଇନ୍ଫ୍ଲୁଏଞ୍ଜା ଭାଇରସ୍)…
ରୁଷ ଉପରେ ୟୁକ୍ରେନର ଘନ ଘନ ଡ୍ରୋନ ଆକ୍ରମଣ, ୧୬ଟି ଡ୍ରୋନକୁ ଖସାଇଲା ରୁଷ୍…
କିବ୍ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ଏବେ ସମଗ୍ର ବିଶ୍ବର ଆଖି ରହିଛି । କିନ୍ତୁ ସେପଟେ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଜାରି ରହିଛି । ସେପଟେ କ୍ରିମିଆରେ ୟୁକ୍ରେନର ୧୬ଟି ଡ୍ରୋନକୁ ଖସାଇ ଦେଇଥିବା ରୁଷ୍ ଦାବି କରିଛି । ୟୁକ୍ରେନ୍…
ବିଶ୍ୱକପରେ ଭାରତ ହାରିବା ପରେ ଖୁସି ହୋଇଥିଲେ ରାହୁଲ ଓ ପ୍ରିୟଙ୍କା
ଭାରତ ବିଶ୍ୱକପ ଫାଇନାଲ ହାରିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଏହିକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବଡ଼ ଦାବି କରିଛନ୍ତି। ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଦଳର…
ତେଲେଙ୍ଗାନା ନିର୍ବାଚନ ପୂର୍ବରୁ କାର୍ରୁ ମିଳିଲା ୭ କୋଟି…
ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୩୦ ତାରିଖରେ ଭୋଟିଂ ହେବ । ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହେଉଛି ପୁଳା ପୁଳା ଟଙ୍କା । ହାଇଦ୍ରାବାଦର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଦୁଇଟି କାର୍ରୁ ଗତକାଲି ୭ କୋଟି କ୍ୟାସ୍ ଜବତ ହୋଇଥିବା ଜଣାଯାଇଛି।…
୧.୪ ଲକ୍ଷ କୋଟିର ଡିଫେନ୍ସ ଡିଲ୍ ଉପରେ ବାଜିବ ମୋହର; ଆହୁରି ସଶକ୍ତ ହେବ ସେନା…
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଶକ୍ତି ବଢ଼ିବ । କେନ୍ଦ୍ର ସରକାର ଖୁବ୍ ଶୀଘ୍ର ୩ଟି ବଡ଼ ସ୍ବଦେଶୀ ପ୍ରକଳ୍ପକୁ ପ୍ରାରମ୍ଭିକ ମଞ୍ଜୁରୀ ପ୍ରଦାନ କରିବାକୁ ଯାଉଛନ୍ତି । ଏଥିପାଇଁ ମୋଟ୍ ୧.୪ ଲକ୍ଷ କୋଟି ଟଙ୍କା ବ୍ୟୟ ହେବ । ଏହି ବଜେଟରେ ଗୋଟିଏ …
ସରକାରୀ ସ୍କୁଲ୍ରେ ବ୍ରାହ୍ମଣଘର ଝିଅକୁ ଜବରଦସ୍ତି ଅଣ୍ଡା ଖୁଆଇଲେ ଶିକ୍ଷକ; ତଦନ୍ତ ପାଇଁ ଆଦେଶ…
ଶିବମୋଗ୍ଗା: ଶିକ୍ଷକ ଜବରଦସ୍ତି ଅଣ୍ଡା ଖୁଆଇଛନ୍ତି ବୋଲି କର୍ଣ୍ଣାଟକର ଶିବମୋଗ୍ଗା ଜିଲ୍ଲାର ଏକ ସରକାରୀ ସ୍କୁଲ୍ରେ ୨ୟ ଶ୍ରେଣୀରେ ପଢୁଥିବା ଜଣେ ବ୍ରାହ୍ମଣଘର ଝିଅ ଅଭିଯୋଗ କରିଛି।
ସେହି ସରକାରୀ ସ୍କୁଲ୍ରେ ଶିକ୍ଷକତା କରୁଥିବା ସେ ଝିଅର ବାପା ଭି.…
ମୁମ୍ବାଇକୁ ଘାରିଲା ଜିକା ଭାଇରସ୍ ଚିନ୍ତା, ୧୦ ଆକ୍ରାନ୍ତ ଚିହ୍ନଟ…
କରୋନା ସଂକ୍ରମଣ ପରେ ଏବେ ଆଉ ଏକ ସଂକ୍ରମଣ ଦେଶବାସୀଙ୍କ ଚିନ୍ତା ବଢ଼ାଇଛି। ତାହା ହେଉଛି ଜିକା ଭାଇରସ୍। କିଛି ଦିନ ହେଲା ଥମି ଯାଇଥିବା ଜିକା ଭାଇରସ ଉପଦ୍ରବ ପୁଣି ଥରେ ଆରମ୍ଭ ହୋଇଛି। ଏଥର କେବଳ ମହାରାଷ୍ଟ୍ରରେ ୧୦ ନୂଆ ଜିକା ଭାଇରସ ମାମଲା ସାମନାକୁ ଆସିଛି। ଏହାପରେ…