ବିବାହିତା ମହିଳାଙ୍କ ସହିତ ‘ଲିଭ୍‌-ଇନ୍‌’ରେ ରହି ଚାକିରି ହରାଇଲେ ପୁଲିସ କର୍ମଚାରୀ…

ମୁମ୍ବାଇ: ଜଣେ ବିବାହିତା ମହିଳାଙ୍କ ସହିତ ‘ଲିଭ୍‌-ଇନ୍‌’ ସମ୍ପର୍କ ରଖିବା ଓ ତାଙ୍କ ପ୍ରତି ବିଶ୍ବାସଘାତକତା କରିଥିବା କାରଣରୁ ମୁମ୍ବାଇ ପୁଲିସର ଜଣେ କନେଷ୍ଟବଳ ଚାକିରିରୁ ବିଦା ହୋଇଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି। ସରକାରୀ ଅଧିକାରୀଜଣକ କହିଛନ୍ତି,…

୨୭ରେ ଲଘୁଚାପ, ୨୯ରେ ଅବପାତ !

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ୨୭ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ୨୬ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ…

କେରଳ-ତାମିଲନାଡୁରେ ପ୍ରବଳ ବର୍ଷା, IMD ଜାରି କଲା ଆଲର୍ଟ…

ମୁମ୍ଵାଇ : ଗୁରୁବାର ୨୩ ନଭେମ୍ବର ତାମିଲନାଡୁ ଏବଂ କେରଳର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁଁ ତାମିଲନାଡୁର ଅନେକ ଜିଲ୍ଲାରେ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଥିଲା। ​​ଯେଉଁଥିପାଇଁ ଯାତାୟତରେ ମଧ୍ୟ ବ୍ୟାହତ ହୋଇଥିଲା। ରାଜ୍ୟ PWD…

‘୧୦ ଲକ୍ଷ ବିଟ୍‌ କଏନ ଦିଅ, ନଚେତ ମୁମ୍ବାଇ ଏୟାରପୋର୍ଟ ଉଡ଼ାଇ ଦେବୁ ’

‘୪୮ ଘଣ୍ଟା ଭିତରେ ୧୦ ଲକ୍ଷ ଦିଅ, ତାହା ପୁଣି ବିଟ୍‌ କଏନ ହୋଇଥିବା ଦରକାର। ନଚେତ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଉଡ଼ାଇଦେବୁ ।’ ଏପରି ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମୁମ୍ବାଇ ପୁଲିସ୍‌ର ନିଦ ହଜାଇ ଦେଇଛନ୍ତି। ମୁମ୍ବାଇ ପୁଲିସ୍‌ ସୂଚନା ଅନୁଯାୟୀ,…

ଭାଙ୍ଗିଲା ଡ୍ରିଲିଂ ମେସିନ, ନିଆଗଲା ଡ୍ରୋନର ସହାୟତା…

ଗତ ୧୩ ଦିନ ହେଲାଣି ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସି ରହିଛି ୪୧ ଜୀବନ । ସେମାନଙ୍କୁ ଉଦ୍ଧାର ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା କାମ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ସୁଦ୍ଧା ଶ୍ରମିକଙ୍କୁ ବାହାର କରି ଦିଆଯିବ ବୋଲି ଆକଳନ କରାଯାଉଥିବା…

କୋଶଳୀ ଭାଷାରେ କଥା ହେଲା ଶାସକ-ବିରୋଧୀ

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଶ୍ନକାଳରେ ମନ୍ତ୍ରୀ ପ୍ରତାପ ଦେବ ଓ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଛି। ଶିଳ୍ପ ବିଭାଗର ପ୍ରଶ୍ନୋତ୍ତର କାଳରେ ନରସିଂହ ମିଶ୍ର ବଲାଙ୍ଗୀର ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନେଇ ଏକ…

ବନ୍ଧୁକ ମୁନରେ ଛାତ୍ରୀଙ୍କୁ ଅପହରଣ ପାଇଁ ଉଦ୍ୟମ, କାବୁ ହେଲେ ଯୁବକ…

ଜଳେଶ୍ୱର: ସବୁବେଳେ କୁହାଯାଏ ପ୍ରେମ ଶାଶ୍ୱତ, ଚିରନ୍ତନ, ପବିତ୍ର। ଦୁଇଟି ମନ ଓ ହୃଦୟର ମିଳନକୁ ହିଁ ତ ପ୍ରେମ କୁହାଯାଏ। ଏହା ଏକ ସ୍ୱତନ୍ତ୍ର ଭାବନା, ଯାହା ଦେଖେନି ଧନୀ ଗରିବ, ଗୋରା କଳା, ଡେଙ୍ଗାଗେଡ଼ା, ବୟସ ତାରତମ୍ୟ। ହେଲେ ଏକତରଫା ପ୍ରେମକୁ ଆପଣ କଣ କହିବେ…

୧୦୦ ଯୁବତୀଙ୍କୁ ନକଲି ଇନଷ୍ଟା ଜାଲରେ ପକାଇ ଟଙ୍କା ଲୁଟୁଥିବା ଓଡ଼ିଆ ଶ୍ରମିକଙ୍କୁ ବାନ୍ଧିଲା ପୋଲିସ

କଟକ:ନାବାଳିକାଙ୍କ ଫଟୋକୁ ଏଡିଟ କରି ନକଲି ଇନଷ୍ଟା ଆକାଉଣ୍ଟରେ ଅପଲୋଡ କରୁଥିବା ଜଣେ ୨୪ ବର୍ଷୀୟ ଯୁବକଙ୍କୁ ସାଇବର ଏବଂ ଇକୋନମିକ ୱିଙ୍ଗ ପୋଲିସ ଗିରଫ କରିଛି । ଗିରଫ ଯୁବକଙ୍କ ନାମ ଦିନେଶ କୁମାର ସେଠି ଓରଫ ବାବୁ ଏବଂ ତାଙ୍କର ଘର କେନ୍ଦ୍ରାପଡା ଜିଲ୍ଲା…

ଷ୍ଟଡି ଟୁରରେ ଆସି ଭାସିଗଲେ ଛାତ୍ର…

ଯୋଡ଼ା: ଜଳପ୍ରପାତରେ ଗଧୋଇବା ହେଲା କାଳ । ଷ୍ଟଡି ଟୁରରେ ଆସି ଜଳପ୍ରପାତରେ ଭାସିଗଲେ ଛାତ୍ର । ଆସାବଧାନତାରୁ ଭାସିଯାଇ ଜଣେ ଛାତ୍ର ନିଖୋଜ । ଅନ୍ୟ ୨ଜଣ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । କଲିକତାରୁ ଯୋଡ଼ା ଅଞ୍ଚଳକୁ ଆସିଥିବା…

ସୁବର୍ଣ୍ଣପୁରରେ ଜମୁଛି କଲାସି ଯାତ୍ରା…

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଡବଳା ଗାଁରେ ବଡ ଧୂମଧାମ ସହକାରେ ଚାଲିଛି କଲାସି ଯାତ୍ରା । ସନ୍ଧ୍ୟା ହେଲେ ଶହ ଶହ ଭକ୍ତଙ୍କର ସମାଗମ ହେଉଛି । ଡବଳାଠାରେ ଚାଲିଥିବା ଏହି ଯାତ୍ରାର ରହିଛି ଭିନ୍ନ ଆକର୍ଷଣ । କାର୍ତିକ ମାସ…