Sign in
Sign in
Recover your password.
A password will be e-mailed to you.
ଆଜି ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ
ପୁରୀ : ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥି । ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ । ଏହି ବେଶରେ ଠାକୁର ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବା ସହ ଚୂଡା ମଧ୍ୟ ଧାରଣ କରିଥାନ୍ତି।…
ସଞ୍ଜୟଙ୍କ ସଂଜିବନୀ…
ସୁନ୍ଦରଗଡ (୨୪/୧୧) : ମହାନଦୀ କୋଇଲା ଖଣି ଅଞ୍ଚଳରୁ କୋଇଲା ପରିବହନ କରୁଥିବା ବ୍ୟସ୍ତ ସଡ଼କରେ ଘଟିଯାଏ ଅନେକ ଅବାଞ୍ଛିତ ଦୁର୍ଘଟଣା। ଅକ୍ଟୋବର ମାସରେ ଏହିଭଳି ଏକ ବିଭତ୍ସ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଏକ ପରିବାର। ଏକ ଅଭାବନୀୟ ପରିସ୍ଥିତିରେ ନିର୍ବାପିତ ହୋଇ ଯାଇଥିଲା ଗୃହର ମୁଖ୍ୟ!-->…
ଦୁର୍ଗମ ଅଂଚଳରେ ମ୍ୟାଲେରିଆ ଦୂରିକରଣ ନିମନ୍ତେ ଏଫ.ଟି.ଡି. କାର୍ଯ୍ୟକ୍ରମ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାହଡ ଜଙ୍ଗଲ ଘେରା ଅଂଚଳ ହେତୁ ଏବଂ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଂଚ ହୋଇଥିବାରୁ ମ୍ୟାଲେରିଆ ସଂକ୍ରମଣ ଏକ ସାଧାରଣ ସମସ୍ୟା ହୋଇରହିଛି । ସରକାରଙ୍କ ତରଫରୁ ଏହାର ନିୟନ୍ତ୍ରଣ ନିମନ୍ତେ ଯଥା ସମ୍ଭବ ଚେଷ୍ଟା ଜାରିରହିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର!-->…
ଫୁଲବାଣୀ ବ୍ଲକରେ ପ୍ରଥମ ମୋଘର ଋଣ ବଣ୍ଟନ…
ଫୁଲବାଣୀ : ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ଫୁଲବାଣୀ ଶାଖା ତରଫରୁ ଫୁଲବାଣୀ ବ୍ଲକର ପ୍ରଥମ ମୋ ଘର ଋଣ ତୁଡ଼ିପାଯୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଜୁରିବିଡା ଗ୍ରାମର ଅନିଲ୍ କୁମାର୍ ଗଣ୍ଡାଙ୍କୁ ପ୍ରଦାନ କରାଯାଇଛି। ବ୍ଲକ୍ ପରିସରରେ ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରତୀକ କୁମାର୍ ସାହୁଙ୍କ!-->…
ଶ୍ରୀ ସତ୍ୟସାଇ ବାବାଙ୍କ ୯୮ ତମ ଜୟନ୍ତୀ ପାଳିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସତ୍ୟ ସାଇ ମନ୍ଦିର ପରିସରରେ ଭାଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ୯୮ ତମ ଜୟନ୍ତୀ ଆବାହକ ରାଜୀବ ନେତ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନ ରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି l ଭୋର ୫ ଟା ରୁ ଓଁକାର ଓ ନଗର ସଙ୍କୀର୍ତ୍ତନ ପୂଜା ହୋମ ପରେ ପତାକା!-->…
ନିଃସର୍ତ୍ତ କଥା ପୁଣି ସତ ହେଲା : ବାଲି ମାଫିଆ ସକ୍ରିୟ ନକଲି ୱାଇ-ଫର୍ମ ର ଖେଳ ଆରମ୍ଭ…!
ବଡ଼ ମାଛ ଏବେ ଜେଲରେ ସାନ ମାଛ ମାନେ ପଡ଼ିବେ କେବେ..?
ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ମେଳା ଅନୁଷ୍ଠିତ….
୧୦୧ଟି ପ୍ରକଳ୍ପ ପ୍ରଦର୍ଶିତ...
ବେଆଇନ ଗଞ୍ଜେଇ ଜବତ: ବୃଦ୍ଧ ଗିରଫ…
ଦେବଗଡ଼,୨୩ା୧୧, ଦେବଗଡ ଅବକାରୀ ବିଭାଗ ପକ୍ଷରୁ ଆଜି ରିଆମାଳ ଥାନା ଅନ୍ତର୍ଗତ ତାଳକୁଣ୍ଡି ଗ୍ରାମରେ ଚଢଉ କରାଯାଇ ୧କିଲୋ ୨୦୦ ଗ୍ରାମ ଓଜନର ବେଆଇନ ଗଞ୍ଜେଇ ଜବତ କରାଯିବାସହ ଉକ୍ତ ଗ୍ରାମର କିଶୋର ପ୍ରଧାନ (୬୩)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା!-->…
ସାପ କାମୁଡ଼ାରେ ମା ଓ ଝିଅ ମୃତ୍ୟୁ ଘଟଣାର ନୂଆଁ ମୋଡ : ଚରିତ୍ରକୁ ସନ୍ଦେହ କରି ପତ୍ନୀ ଓ ଦୁଇ ବର୍ଷର ଛୁଆ କୁ ହତ୍ୟା…
ବିଷଧର ସାପର ବ୍ୟବହାର କରି ହତ୍ୟାକାଣ୍ଡ ରୁ ଖସି ଯିବାକୁ କରିଥିଲା ଷଡ଼ଯନ୍ତ୍ର
ବ୍ରହ୍ମପୁର , ୨୩/୧୧(): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ ଏକ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରୁ ନିଜକୁ ବଞ୍ଚାଇବା ପାଇଁ ବିରାଟ ବଡ ଷଡ଼ଯନ୍ତ୍ର ରଚିଥିଲା!-->!-->!-->!-->!-->…
ଗୋଲୋନ୍ଥରା ଭାରତ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା ଜଣେ ମୃତ…
ବ୍ରହ୍ମପୁର : ସନ୍ଧ୍ୟା ଚାରିଟା ବେଳେ ଗୋଳନ୍ଥରା ଥାନା ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇ ଜଣଙ୍କ ମୃତ୍ୟୁ ଘଟିଛି ମୃତକ ଜଣଙ୍କ ହେଲେ ଜରଡ଼ା ଥାନା ସୁବର୍ଣ୍ଣପୁର ଗ୍ରାମର ଗଣପତି ପ୍ରଧାନଙ୍କ ଝିଅ ଲିପା ପ୍ରଧାନ (18)ବର୍ଷ l ସେ ପରିବାର ସହ ସ୍କୁଟିରେ ଗୋପାଳପୁର!-->!-->!-->…