ଚଳଚଞ୍ଚଳ ଧବଳେଶ୍ୱର ପୀଠ, ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି ବାବା…

କଟକ : ଆଜି ପହିଲି ପଞ୍ଚୁକ, ଆସନ୍ତା ଶନିବାର ବଡ଼ ଓଷା। ପଞ୍ଚକ ପାଇଁବେଶ୍‌ ଚଳଚଞ୍ଚଳ ହୋଇଉଠିଛି ଧବଳେଶ୍ୱର ପୀଠ । ସେଥିପାଇଁ ଆଜି ରାତି ୩ଟା ବେଳେ ଦ୍ୱାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇଥିଲା। ଏହାପରେ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି…

୪୨୬ ପଞ୍ଚାୟତରେ ହାଇସ୍କୁଲ ନାହିଁ…

ଭୁବନେଶ୍ୱର : ରାଜ୍ୟର ୭୯୯୮ ପଞ୍ଚାୟତରେ ୮୦୯୯ ହାଇସ୍କୁଲ ରହିଛି। ତେବେ ୪୨୬ ପଞ୍ଚାୟତରେ କୌଣସି ହାଇସ୍କୁଲ ନାହିଁ। ସେହି ପଞ୍ଚାୟତର ପିଲାମାନେ ନିକଟସ୍ଥ ପଞ୍ଚାୟତରେ ଥିବା ହାଇସ୍କୁଲରେ ପଢୁଛନ୍ତି। ବିଜେଡି ସଭ୍ୟ ଭୂପିନ୍ଦର ସିଂଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ…

ଘରୋଇ ସ୍କୁଲରେ ପ୍ରଥମ ମହଲାରୁ ପଡ଼ି ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର, ଅନ୍ୟ ୧୦ ଛାତ୍ରଛାତ୍ରୀ ଅସୁସ୍ଥ

ରାୟଗଡ଼ା: ରାୟଗଡା ସହରରେ ଥିବା ଏକ ଘରୋଇ ସ୍କୁଲରେ ଆଜି ଅଘଟଣ ଘଟିଛି। ବାରିଝୋଲା ନିକଟସ୍ଥ ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲରେ ଶିକ୍ଷାଦାନ ଚାଲିଥିବା ସମୟରେ ହଠାତ୍ ପ୍ରଥମ ମହଲାରୁ ତଳକୁ ଖସି ପଡ଼ି ଦଶମ ଶ୍ରେଣୀର ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ତାଙ୍କୁ ରାୟଗଡ଼ା…

କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା ଆଇନ- ୨୦୧୩ ଉପରେ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ : କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଓ ସମାଧାନ) ଆଇନ- ୨୦୧୩ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଲଳିତ କୁମାର ପଟ୍ଟନାୟକ ଅତିଥିଭାବେ

ନଭେମ୍ବର ୨୭ରୁ ଡିସେମ୍ବର ୫ ଯାଏଁ ଜାରି ରହିବ ଜିନିଷପତ୍ରର ପ୍ରଦର୍ଶନୀ ଓ ବିକ୍ରି

ଭୁବନେଶ୍ବର: କୁଆଖାଇ ନଦୀପଠାରେ ଚଳିତ ନଭେମ୍ବର ୨୭ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବାଲିଯାତ୍ରାର ଆୟୋଜନ ହେବ। ବାଲିଯାତ୍ରାରେ ବିଭିନ୍ନ ଜିନିଷପତ୍ରର ପ୍ରଦର୍ଶନୀ ଓ କିଣାବିକା ହେବ। ଏଥି ସହିତ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ…

୧୦୦ଟି ପିକନିକ୍ ସ୍ପଟ୍ ହେବ ପ୍ଲାଷ୍ଟିକ ମୁକ୍ତ…

ଭୁବନେଶ୍ବର : ରାଜ୍ୟର ୧୦୦ ପିକନିକ୍ ସ୍ପଟ୍ ହେବ ପ୍ଲାଷ୍ଟିକ ମୁକ୍ତ। ଆଗକୁ ପିକନିକ ଋତୁ ଆସୁଥିବାରୁ ପିକନିକ୍ ସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ସ୍ୱତନ୍ତ୍ର କ୍ୟାମ୍ପେନ୍। ପ୍ଲାଷ୍ଟିକ ଫ୍ରି ପିକନିକ୍ ଚ୍ୟାଲେଞ୍ଜ ଆରମ୍ଭ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ…

ଭୁବନେଶ୍ୱରରେ ଧାରଣାରେ ବସିଲେ ସିନେ ପ୍ରଯୋଜିକା ସନଲିସା…

ଭୁଭବନେଶ୍ବର : ଓଡ଼ିଆ ସିନେମା ବଞ୍ଚାଅ ନାରା ଦେଇ ଆଜିଠାରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି ‘ପ୍ରଥା’ ସିନେମାର ପ୍ରଯୋଜିକା ସନଲିସା। ରାଜ୍ୟ ସରକାର ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ନିକଟରେ ସେ ୫ ଦଫା ଦାବି ରଖିଛନ୍ତି। ବ୍ଲକ୍…

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜିଆର୍‌ଏସ୍‌

ଭବାନୀପାଟଣା : ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ୍‌କର୍ଲାକୋଟ ଜିଆରଏସ୍‌ ମାର୍‌ଗ୍ରେଟ୍ ପାଣିଗ୍ରାହୀ। ଜଣେ ଜବ୍‌ କାର୍ଡଧାରୀଙ୍କଠାରୁ ସେ ଏହି ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ହାତରେ…

କଟକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

କଟକ,୨୩ା୧୧: କଳା, ସଂସ୍କୃତି, ଐତିହ୍ୟ, ବାଣିଜ୍ୟର ଗନ୍ତାଘର ହେଉଛି କଟକ ବାଲିଯାତ୍ରା। ଦୀର୍ଘବର୍ଷ ଧରି ଚାଲି ଆସୁଥିବା ଏହି ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନ ମିଳିବାରୁ ମେୟର ସୁବାସ ସିଂହ…

ତାତିଲେ ବିଜେବି ଛାତ୍ର, ରାସ୍ତା ଅବରୋଧ କଲେ

ଭୁବନେଶ୍ବର : ଅଶାନ୍ତ ହୋଇ ଉଠିଛି ବିଜେବି କଲେଜ । ତାତିଛନ୍ତି ଛାତ୍ରଛାତ୍ରୀ। ପୁଲିସ୍‌ର ଦବଙ୍ଗଗିରିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଛାତ୍ରଛାତ୍ରୀ। ଫଳରେ ବିଜେବି କଲେଜ ସମ୍ମୁଖରେ ଆଜି…