‘ପନୌତି’ ବୟାନ ପାଇଁ ରାହୁଲଙ୍କୁ ନୋଟିସ ପଠାଇଲେ EC

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧିଙ୍କ ବଢ଼ିଲା ଅଡୁଆ। ତାଙ୍କୁ ନୋଟିସ୍‌ ପଠାଇଲେ ନିର୍ବାଚନ କମିଶନର। ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରୋକ୍ଷରେ…

୭୦୦ କର୍ମଚାରୀଙ୍କ ଇସ୍ତଫା ଧମକ ପରେ ଓପନ୍‌ଏଆଇକୁ ଫେରିଲେ ଅଲ୍ଟମ୍ୟାନ୍

ନୂଆଦିଲ୍ଲୀ: ଗତ ପାଞ୍ଚ ଦିନ ଭିତରେ ବିଶ୍ବର ଚର୍ଚ୍ଚିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସଂସ୍ଥା ଓପନ୍ଏଆଇରେ ବହୁତ କିଛି ଘଟିଯାଇଛି। ପ୍ରଥମେ କଂପାନିର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌କୁ ବୋର୍ଡ ବିଦା କରି…

ଉଦ୍ଧାର ପାଇଁ ଆହୁରି ଲାଗିପାରେ ୧୨ରୁ ୧୪ ଘଣ୍ଟା!

ଉତ୍ତରକାଶୀ : ଟନେଲ ତଳେ ଦୀର୍ଘ ୧୨ ଦିନ ଫସି ରହିଛନ୍ତି ୪୧ ଶ୍ରମିକ। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଏବେ ଆହୁରି ୧୨ରୁ ୧୪ ଘଣ୍ଟା ସମୟ ଲାଗିପାରେ। ଉତ୍ତରାଖଣ୍ଡର ଉତ୍ତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ…

ଅହମ୍ମଦାବାଦ ବଦଳରେ କୋଲକାତା କିମ୍ବା ମୁମ୍ବାଇରେ ଫାଇନାଲ ମ୍ୟାଚ୍‌ ଖେଳା ଯାଇଥିଲେ ଟିମ୍‌ ଇଣ୍ଡିଆ ନିଶ୍ଚିତ…

କୋଲକାତା : ଆଇସିସି ବିଶ୍ୱକପ୍‌ରେ ଭାରତ ହାରିବା ସମସ୍ତଙ୍କୁ ନିରାଶ କରିଛି। ଅଷ୍ଟ୍ରେଲିଆ ଠାରୁ ଭାରତ ହାରିବାକୁ କେହି ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଗୋଟିଏ ପଟେ ଏହାକୁ ନେଇ କ୍ରିକେଟ୍‌ ପ୍ରେମୀ ଦୁଃଖରେ ଥିବାବେଳେ ଅନ୍ୟପଟେ ଏହାକୁ ନେଇ ଜାରି ରହିଛି…

ଏଣିକି +୨ ସାଇନ୍ସରେ ବାୟୋଲୋଜି ରଖିନଥିବା ପିଲା ବି ହୋଇପାରିବେ ଡାକ୍ତର…

ନୂଆଦିଲ୍ଲୀ : ପ୍ଲସ୍ ଟୁ ସାଇନ୍ସରେ ବାୟୋଲୋଜି ନ ରଖି ପାସ୍-ଆଉଟ୍ ହୋଇଥିବା ପିଲାମାନେ ଏଣିକି ଡାକ୍ତର ହୋଇପାରିବେ। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାରଣ NMC ଲାଗୁ କରିବାକୁ ଯାଉଛି ଏହି ନୂଆ ନିୟମ। ଯୁକ୍ତ ଦୁଇ ବିଜ୍ଞାନରେ ବାୟୋଲୋଜି ନ ରଖି ପାସ୍ ଆଉଟ୍…

ସମଗ୍ର ବିଶ୍ବରେ ଥିବା ହମାସ୍‌ ଆତଙ୍କବାଦୀଙ୍କ ସନ୍ଧାନ ନେବାକୁ ଗୁଇନ୍ଦା ଏଜେନ୍‌ସି ‘ମୋସାଦ୍‌’କୁ ଆଦେଶ ଦେଲେ…

ତେଲ୍‌ ଆଭିଭ୍‌: ସମଗ୍ର ବିଶ୍ବରେ ଥିବା ହମାସ୍‌ ଆତଙ୍କବାଦୀଙ୍କ ସନ୍ଧାନ ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦେଶର ଗୁଇନ୍ଦା ଏଜେନ୍‌ସି ‘ମୋସାଦ୍‌’କୁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆଦେଶ ଦେଇଛନ୍ତି। ଗୋଟାଏ…

ସୁପ୍ରିମକୋର୍ଟ ପ୍ରଥମ ମହିଳା ବିଚାରପତି ଫତିମା ବିବିଙ୍କ ପରଲୋକ…

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଫତିମା ବିବିଙ୍କ ପରଲୋକ। ୯୬ ବର୍ଷ ବୟସରେ ଫତିମାଙ୍କର ପରଲୋକ ଘଟିଛି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଫତିମା। ତାଙ୍କ ପରଲୋକରେ କେରଳ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ…

ପଞ୍ଜାବ ଗୁରୁଦ୍ବାରରେ ଦୁଇ ନିହଙ୍ଗ୍‌ ଶିଖ୍‌ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ; ଜଣେ ପୁଲିସ ମୃତ, ୫ ଆହତ…

କପୁରତାଲା: ବୁଧବାର ରାତିରେ ପଞ୍ଜାବର କପୁରତାଲାରେ ଦୁଇ ନିହଙ୍ଗ୍‌ ଶିଖ୍‌ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଓ ଗୁଳିକାଣ୍ଡ ଘଟିବାରୁ ଜଣେ କନେଷ୍ଟବଳଙ୍କର ମୃତ୍ୟୁ ଘଟିଛି ଓ ଆଉ ୫ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ମୃତ ପୁଲିସ କର୍ମଚାରୀ ହେଉଛନ୍ତି, ସୁଲ୍‌ତାନପୁର…

‘ଡିପ୍‌ଫେକ୍‌’ ମୁକାବିଲା ପାଇଁ ଖୁବ୍‌ ଶୀଘ୍ର ଆସିବ ନିୟମାବଳି…

ନୂଆଦିଲ୍ଲୀ: ‘ଡିପ୍‌ଫେକ୍‌’ଜନିତ ସମସ୍ୟାର ମୁକାବିଲା କରିବା ଲାଗି ଖୁବ୍‌ ଶୀଘ୍ର ପ୍ରଚଳିତ ଆଇନକୁ ସଂଶୋଧନ କରାଯିବ କିଂବା ନୂଆ ଆଇନ କରାଯିବ ବୋଲି ଆଜି କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ‘ଡିପ୍‌ଫେକ୍‌’ ଭିଡିଓର…

ରାଜ୍ୟ ସରକାରଙ୍କ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ…

ଫୁଲବାଣୀ : ଗୁରୁବାର ଦିନ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ସ୍କୁଲରେ ରାଜ୍ୟ ସରକାରଙ୍କ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ଉତ୍ସବ ପାଳନ କରାଯାଇଛି। ଉକ୍ତ ଉତ୍ସବକୁ ଫିରିଙ୍ଗିଆ ବ୍ଲକ ଚେୟାରମେନ ଶ୍ରୀମତୀ ସୁନିତା କହଁର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଯୁବ