ଆରମ୍ଭ ହେଲା ମା ଆଦିଶକ୍ତି କ୍ରିକେଟ ଟୁର୍ନାମେଣ୍ଟ…

add-all

ବ୍ରହ୍ମପୁର : ରୟାଲ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ଆରମ୍ଭ ହେଲା ଦଶ ଓଭର ବିଶିଷ୍ଟ ମ୍ୟାଚ | ଏହା ଚାରି ଦିନ ବ୍ୟାପି ଖେଳାଯିବ ଉଦଘାଟନ ଉଚ୍ଚବରେ ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ | ଆମନ୍ତ୍ରଣ ଅତିଥି ରୂପେ କର୍ପୋରେଟର ଦୁର୍ଗା ଲାୟକ, ପ୍ରଶାନ୍ତ ପଟ୍ଟନାୟକ,ମଳୟ ବିଶୋଇ | ମୁରଲି ମୋହନ,ଜିଲ୍ଲା ମହିଳା ସଭାପତି ମମତା ବିଶୋଇ,ବିଶିଷ୍ଟ ସମାଜ ସେବକ ତଥା ବିଜେଡିର ଦକ୍ଷ ଯୁବ ନେତା ସନ୍ତୋଷ ପାତ୍ର, ସମାଜ ସେବି ସେନାପତି ପ୍ଲାଏ ହାଉସ ର ମାଲିକ ଉପସ୍ଥିତ ରହି ଖେଳର ଆନନ୍ଦ ଉଠାଉ ଥିଲେ ପ୍ରତେକ ଦିନ ଦଶ ଓଭର ଲେଖାଏଁ 4ଟି ମ୍ୟାଚଖେଳାଯିବ ଏହି ଟୁର୍ନାମେଣ୍ଟରେ ସମୁଦାୟ ଷୋହଳଟି ଟିମ ଭାଗ ନେଇଛନ୍ତି ଏହି ଟୁର୍ନାମେଣ୍ଟକୁ ଆୟୋଜନ କରିଛନ୍ତି ରୟାଲ କ୍ରିକେଟ ଟିମ ଟିମର ମୁଖ୍ୟ ପୂର୍ବତନ କର୍ପୋରେଟର ରଂଜିତ ନାୟକଙ୍କ ନେତୃତ୍ୱରେ ଏହାକୁ ସୁଚାରୁ ରୂପେ ସରିବ ବୋଲି ଶ୍ରୀ ନାୟକ ଆଶା ପ୍ରକାଶ କରିଛନ୍ତି ଆଜି ସମୁଦାୟ ତିନୋଟି ମ୍ୟାଚ ହୋଇଛି ଏଥୀରେ RSK ସହ MCC. MCC ବିଜୟୀ ଅନ୍ୟ ଏକ ମ୍ୟାଚ ଭାସ୍କର ଇଲେଭେନ ସହ ଲାଇନ ଇଲେଭେନ ଭାସ୍କର ଇଲେଭେନ ଏଗାର (11)ରଣରେ ବିଜୟୀ ହୋଇଥିଲା ଏମ୍ପାୟାର ଭାବେ ସନ୍ତୋଷ, ଆଲୋକ, ରଂଜିତ ଓ k. ଅନିଲ ଖେଳକୁ ପରିଚାଳନା କରିଥିଲେ |

ad-week
Leave A Reply

Your email address will not be published.