Sign in
Sign in
Recover your password.
A password will be e-mailed to you.
‘୧୨ ରାଜ୍ୟକୁ ଚାଉଳ ଯୋଗାଉଛି ଓଡ଼ିଶା’
ପୁରୀ: ଆଜି ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ। ଓଡ଼ିଶା ଆଜି ୧୨ଟି ରାଜ୍ୟକୁ ୨୪ ଲକ୍ଷ ଟନ୍ ଚାଉଳ ଯୋଗାଉଛି। ଏହା ଚାଷୀମାନଙ୍କ ନିଷ୍ଠା ଓ ପରିଶ୍ରମର ଫଳ ବୋଲି କହିଛନ୍ତି କୃଷି, ମତ୍ସ୍ୟ ଓ…
ତାମିଲନାଡୁରେ ପ୍ରବଳ ବର୍ଷା, ୮ ଜିଲ୍ଲାର ସମସ୍ତ ସ୍କୁଲ୍ ବନ୍ଦ…
ଚେନ୍ନାଇ : ତାମିଲନାଡୁରେ ଲାଗି ରହିଛି ବର୍ଷା। ଅଦିନିଆ ବର୍ଷା କାରଣରୁ ରାଜ୍ୟର ଆଠଟି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଛି। ଗତକାଲିଠାରୁ ପ୍ରବଳ ବର୍ଷା ଲାଗି ରହିବାରୁ ଆଜି ସମସ୍ତ ସ୍କୁଲ୍ ବନ୍ଦ ରହିଛି।
ଛୁଟି ଘୋଷଣା ହୋଇଥିବା…
ସମୟ ଗଡୁଛି, ବ୍ୟୟ ଅଟକଳ ବଢୁଛି ହେଲେ ସରୁନି ପ୍ରକଳ୍ପ
ଭୁବନେଶ୍ୱର: ରାଜ୍ୟରେ ନିର୍ମାଣଧୀନ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପର ସ୍ଥିତିକୁ ବିଧାନସଭାରେ ଆସିଲା ସାଙ୍ଘାତିକ ଉତ୍ତର । ଲୋୟର ସୁକେତଲ ପ୍ରକଳ୍ପ ୧୯୯୭ ମସିହା ଆରମ୍ଭ ହୋଇଥିବାବେଳେ ପ୍ରକଳ୍ପ ଲାଗି ବ୍ୟୟ…
ବାଇଡେନଙ୍କ ବ୍ୟକ୍ତିଗତ କୂଟନୈତିକ ଉଦ୍ୟମ ସଫଳ
ୱାସିଂଟନ: ଅକ୍ଟୋବର ୭ ତାରିଖରେ ଦକ୍ଷିଣ ଇସ୍ରାଏଲ ଉପରେ ଆକ୍ରମଣ କରି ହମାସ ଆତଙ୍କବାଦୀମାନେ ପ୍ରାୟ ୨୪୦ ଜଣଙ୍କୁ ବନ୍ଦୀ କରି ନେଇଥିଲେ। ଏହାପରେ କତର ସରକାର ହ୍ୱାଇଟ୍ ହାଉସ୍ ସହ ଯୋଗାଯୋଗ କରି ବନ୍ଦୀମାନଙ୍କୁ ମୁକ୍ତ କରିବା ଲାଗି କାର୍ଯ୍ୟ କରିବା ପାଇଁ…
ଓଡ଼ିଶାରେ ଅଛନ୍ତି ୪୦ ହଜାର ୮୮ ଜଣ ଦାଦନ ଶ୍ରମିକ
ଭୁବନେଶ୍ୱର: ସରକାରୀ ଖାତାରେ ଦାଦନ ସଂଖ୍ୟା ୪୦ ହଜାର ୮୮ । ବିଧାନସଭାରେ ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ଶ୍ରମ ମନ୍ତ୍ରୀ। ରାଜ୍ୟରୁ ୪୦ ହଜାର ୮୮ ଜଣ ଶ୍ରମିକ ଅନ୍ୟ ରାଜ୍ୟରେ କାମ କରିବାକୁ ଯାଉଛନ୍ତି।…
ଚୀନ୍ ସ୍କୁଲରେ ବ୍ୟାପୁଛି ରହସ୍ୟଜନକ ନିମୋନିଆ…
ବେଜିଙ୍ଗ୍: ସମ୍ପ୍ରତି ଚୀନ୍ର ସ୍କୁଲ୍ଗୁଡ଼ିକରେ ଗୋଟାଏ ରହସ୍ୟଜନକ ନିମୋନିଆ ବ୍ୟାପିଥିବାରୁ ଡାକ୍ତରଖାନା ସବୁ ଏଥିରେ ଆକ୍ରାନ୍ତ ପିଲାମାନଙ୍କଦ୍ବାରା ଭରପୂର ହୋଇଯାଉଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ତାଇୱାନ୍ର ‘ଏଫ୍ଟିଭି ନିଉଜ୍’…
ଆଦିବାସୀଙ୍କ ଜମି କିଣାବିକା ନେଇ କ୍ୟାବିନେଟ୍ ନିଷ୍ପତ୍ତି ଉପରେ ଉଦ୍ବେଗ ପ୍ରକାଶ କଲେ ଛତିଶଗଡ଼ ରାଜ୍ୟପାଳ
ଭୁବନେଶ୍ବର: ରାଜ୍ୟରେ ଆଦିବାସୀମାନେ ବଞ୍ଚିତ ଆଉ ଅବହେଳିତ ଅବସ୍ଥାରେ ଅଛନ୍ତି। ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଗୁରୁବାର ଏହା କହିଛନ୍ତି। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୮୦…
କ୍ରିକେଟର ଶ୍ରୀସନ୍ଥଙ୍କ ବିରୋଧରେ ଠକେଇ ମାମଲା ରୁଜୁ…
କୋଚି: ଉତ୍ତର କେରଳର ଜଣେ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ଆଧାରରେ ପୁଲିସ କ୍ରିକେଟର ଏସ୍ ଶ୍ରୀସନ୍ଥ ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।
ରିପୋର୍ଟରୁ ପ୍ରକାଶ, ଚୌଣ୍ଡାର ଅଭିଯୋଗକାରୀ…
ଭୁବନେଶ୍ବର ମାର୍କେଟକୁ ଆସିଲା ଭାରତ ଅଟା; ବିକ୍ରି କରୁଛି ନାଫେଡ୍, ଗ୍ରାହକଙ୍କ ମନରେ ଖୁସି
ଭୁବନେଶ୍ବର: ଭୁବନେଶ୍ୱର ବଜାରକୁ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଭାରତ ଅଟା ଆସିଛି। ଦୁଇ ସପ୍ତାହ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଭାରତ ଅଟାକୁ ଶୁଭାରମ୍ଭ କରିଥିଲେ। ଭାରତ ଅଟା କିଲୋ ପିଛା…
ଗଞ୍ଜାମ ଜିଲ୍ଲାରେ ଅଡିଟ୍ ସପ୍ତା୍ହ ପାଳିତ : ସରକାରଙ୍କ ଆର୍ଥିକ ବ୍ଯୟର ଆକଳନ ଜରୁରୀ- ଅଧ୍ୟକ୍ଷା ଜିଲ୍ଲା ପରିଷଦ
ଛତ୍ରପୁର ତା.୨୩.୧୧.୨୩ “ଲୋକ ହିତାର୍ଥ ସତ୍ୟନିଷ୍ଠା”, ଲୋକ ମାନଙ୍କ ହିତ ସାଧନ ଦିଗରେ ସରକାରଙ୍କ ପ୍ରଦତ୍ତ ଅର୍ଥ ବିନିଯୋଗ ହେବାପରେ ସେହି ଅର୍ଥର ସତ୍ୟନିଷ୍ଠ ପ୍ରତିପାଦନ ସମୀକ୍ଷା ନିମନ୍ତେ ଅଡିଟ୍ ବା ଆକଳନ ଜରୁରୀ ଅଟେ । ତେବେଯାଇ ପ୍ରଶାସନରେ ସ୍ବଚ୍ଛତା ବଜାୟ ରହିବ ଏବଂ ଦେଶର ପ୍ରଗତି!-->…