Sign in
Sign in
Recover your password.
A password will be e-mailed to you.
କାର ଭିତରୁ ଚାଳକଙ୍କ ମୃତଦେହ ଉଦ୍ଧାର…
ହିଞ୍ଜିଳିକାଟୁ, ୨୩/୧୧(): ଗୁରୁବାର ହିଞ୍ଜିଳି ଥାନା ସାହାପୁର ଗ୍ରାମରୁ ଏକ କାର ଗାଡି (ଓଡି୩୩ଏଇ ୯୨୪୮)ଭିତରୁ ଚାଳକଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମର ବିଦେଶୀ ଡାକୁଆ (୫୫)। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ!-->…
୧୦୮ ଆମ୍ବୁଲାନ୍ସ ସେବା ପାଇ ବ୍ରାହ୍ମଣୀଗାଁ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦୁଃଖ ଲାଘବ ହେଲା…
ଦାରିଙ୍ଗବାଡ଼ି, ୨୩/୧୧, ୧୦୮ ଆମ୍ବୁଲାନ୍ସ ସେବା ଗାଡି ପାଇ ବ୍ରାହ୍ମଣୀଗାଁ ଅଞ୍ଚଳବାସୀଙ୍କ ଦୁଃଖ ଲାଘବ ହୋଇଛି। ଆଜି ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ସହାୟତାରେ ଜିଲା ପ୍ରଶାସନ ବ୍ରାହ୍ମଣୀଗାଁ ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି। ଏଣୁ!-->!-->!-->…
ମୁକ୍ତା ଯୋଜନା ଅଧୀନ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ…
ହିଞ୍ଜିଳିକାଟୁ ୨୨!୧୧ହିଞିଳିକାଟୁ ପୌରପରିଷଦ ସଭାଗୃହରେ ମୁକ୍ତା ଯୋଜନା ଅଧୀନରେ ଗୁରୁବାର ୭ଟି ଏନ ଏ ସିର ମିଶନ ଶକ୍ତି ସ୍ଂଜୋଯକ ଓ ଏସହେଚଜି ସଭାପତି ଓ ସମ୍ପାଦକ ଙ୍କୁ ନେଇ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ବିକାଶ କାର୍ଯ୍ୟକର୍ମ ପୌରପରିଷଦ ଅଧ୍ୟକ୍ଷ!-->…
ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା…
ଦାରିଙ୍ଗବାଡ଼ି,୨୩/୧୧ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୭ଟି ଉଚ୍ଚ ବିଦ୍ୟାଳୟ,୩୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୬ଟି ପ୍ରାଥମିକ ବିଦ୍ୟାଳୟର ୯୮ଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ। ବିଜ୍ଞାନରେ ୫୫ଟି, ଗଣିତରେ ୮ଟି!-->!-->!-->…
ଅଖିଳ ଭାରତୀୟ କିସାନ ମଜଦୂର ତରଫରୁ ତହସିଲ ଆଗରେ ବିକ୍ଷୋଭ…
ହିଞିଳିକାଟୁ ୨୨!୧୧ ଶେରଗଡ଼ ବ୍ଲକ ଠାରେ ଅଖିଳ ଭାରତୀୟ କିଷାନ ମଜଦୂର ସଭା ଶେରଗଡ଼ ବ୍ଲକ କମିଟି ତରଫରୁ ଶେରଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା। ଏହି ବିକ୍ଷୋଭ ସମୟରରେଏଆଇକେମସ ର ଜାତୀୟ ସମ୍ପାଦକ ଶ୍ରୀ ଭାଲାଚନ୍ଦ୍ର ଷଡଙ୍ଗୀ,ଏଆଇକେମସ ର ରାଜ୍ୟ!-->…
ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୩ତମ ଜୟନ୍ତୀ ପାଳିତ
ବ୍ରହ୍ମପୁର(୨୩/୧୧) : ଓଡ଼ିଶାର ପ୍ରାକ୍ତନ ମୁଖମନ୍ତ୍ରୀ, ଆଦର୍ଶ ପୁରୁଷ, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ୧୨୩ତମ ଜୟନ୍ତୀ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସଭାପତି, ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |!-->…
ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ ନିର୍ଦେଶ କ୍ରମେ ସିଭିଲ ଜର୍ଜ ତଥା ରେଜିଷ୍ଟ୍ର କମ ସେକ୍ରେଟାରୀ ଇନ-ଚାର୍ଜ ଅଫ ଡି.ଏଲ.ଏସ.ଏ ଶ୍ରୀ ସୁଶାନ୍ତ କୁମାର ମିଶ୍ରଙ୍କ ପରିଚାଳନାରେ ବ୍ରହ୍ମପୁର ସ୍ଥିତ!-->…
କେ ଏସ୍ ୟୁ ବି କଲେଜରେ ‘ଯୁବ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଉଦଘାଟିତ
ଭଞ୍ଜନଗର, ୨୩।୧୧ : ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଆଜି ‘ଯୁବ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ ରାଜ୍ୟ!-->…
ତାଳଦଣ୍ଡା କେନାଲ: ପାଣି ନ ଥିବାରୁ ବିସର୍ଜନରେ ବିଳମ୍ବ
କଟକ : ତାଳଦଣ୍ଡା କେନାଲରେ ପାଣି ନ ଥିବାରୁ ବିଦ୍ୟାଧରପୁରର ପ୍ରସିଦ୍ଧ ବଡ଼କାଳୀ, ସାନକାଳୀ ଓ ଦକ୍ଷିଣକାଳୀ ମୂର୍ତ୍ତି ବିସର୍ଜନ ପୂର୍ବରୁ ଘାଟକୂଳରେ ରଖାଯାଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ୨ ଘଣ୍ଟାର ଅପେକ୍ଷା ପରେ ତାଳଦଣ୍ଡା କେନାଲରେ ପାଣି ଆସିବାରୁ!-->…
ବିଶ୍ବମତ୍ସ୍ୟ ଦିବସ-୨୦୨୩
ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ବ ମତ୍ସ୍ୟ ଦିବସ-୨୦୨୩ ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ସମସ୍ତ ମତ୍ସ୍ୟ ଚାଷୀ ଅଧିକରୁ ଅଧିକ ମାଛ!-->…