Sign in
Sign in
Recover your password.
A password will be e-mailed to you.
ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ…
ମୟୂରଭଞ୍ଜ : ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ । ମୃତ ମହିଳା ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ରୁମାପାହାଡି ଗାଁର ତୋପଇ ମହାନ୍ତ ।
ଗତ ୧୦ ତାରିଖରେ ସାପ୍ତାହିକ ହାଟକୁ ଯାଇ ନିଖୋଜ ହୋଇ ଯାଇଥିଲେ ତୋପଇ । ଗତକାଲି ଜଟାପାଣି ଗାଁ ନିକଟସ୍ଥ ଡୁଙ୍ଗୁରିରେ…
ଜଗା ଦର୍ଶନ ପରେ ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ
ପୁରୀ:ଜଗନ୍ନାଥ ଦର୍ଶନ ପରେ ଜଣେ ହବିଷ୍ୟାଳିଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ପବିତ୍ର ପଞ୍ଚୁକରେ ଏପରି ଘଟଣା ହବିଷ୍ୟାଳିଙ୍କ ମୃତ୍ୟୁ ସାରା ଶିବିରରେ ଶୋକର ଛାୟା ଖେଳାଇ ଦେଇଛି ।
ମିଳିଥିବା ସୂଚନା ଅନୁସାରେ, ମୃତା ହବିଷ୍ୟାଳିଙ୍କ ନାଁ ଫକିର ଧଉଳା । ତାଙ୍କର ଘର…
ଧବଳେଶ୍ୱର ମନ୍ଦିରରେ ତାଲା, ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହିଛନ୍ତି ଭକ୍ତ…
ଆଠଗଡ: ବଡ଼ଓଷା ପୂର୍ବରୁ ଆଠଗଡ଼ ଧବଳେଶ୍ବର ମନ୍ଦିରରେ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ଉପୁଜିଲା ବିବାଦ । ମନ୍ଦିରରେ ତାଲା ପକାଇ ଧାରଣାରେ ବସିଲେ ପୂଜକ । ସେପଟେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଭକ୍ତ ।
ସୂଚନା ଅନୁସାରେ, ପବିତ୍ର କାର୍ତ୍ତିକ ମାସରେ…
୨୭ରୁ ଆରମ୍ଭ ହେବ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଶେଷ…
ଭୁବନେଶ୍ବର : ୨୭ରୁ ଆରମ୍ଭ ହେବ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ୫ ତାରିଖରେ ସରିବ ବାଲିଯାତ୍ରା। ହଜିଥିବା ପରମ୍ପରାକୁ ଆଗକୁ ଆଣିବ ବାଲିଯାତ୍ରା କମିଟି। ବଲିଉଡ ଓ ଓଲିଉଡ ନାଇଟରେ ଝୁମିବେ ରାଜଧାନୀବାସୀ। ବାଲିଯାତ୍ରାକୁ ନେଇ ଭୁବନେଶ୍ୱର…
ଆଦିବାସୀ ଜମି ହସ୍ତାନ୍ତର ବିଲର ପୁନର୍ବିଚାର ପାଇଁ ସୁପାରିସ କଲା କ୍ୟାବିନେଟ…
ଭୁବନେଶ୍ୱର:ବହୁ ବାଦବିବାଦ ଏବଂ ବିରୋଧ ପରେ ନରମିଛନ୍ତି ସରକାର । ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିରେ ସଂଶୋଧନ କରାଯିବ ବୋଲି କହିଛନ୍ତି ସରକାର । ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଛି ଏପରି ନିଷ୍ପତ୍ତି । ଏ ନେଇ ସୂଚନା ଦେଇଛନ୍ତି ସଂସଦୀୟ…
ବିଦ୍ୟୁତ ଟାୱାର ଉପରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ୧୩୨ କେଭି ତାର ସଂସ୍ପର୍ଶରେ ଆସି ଗଲା ଜୀବନ…
ଯାଜପୁର : ୧୩୨ କେଭି ବିଦ୍ୟୁତ ଟାୱାର ଉପରେ ଚାଲିଥିଲା ମୃତ୍ୟୁ ସହ ଖେଳ। ବହୁ ସମୟ ଧରି ଜଣେ ବ୍ୟକ୍ତି ଜଣକ ଟାୱାର ଉପରେ ଚଢି ପାଟିତୁଣ୍ଡ କରୁଥିଲେ । ତଳେ ଦେଖୁଥିବା ଲୋକେ ତାଙ୍କୁ ଓହ୍ଲାଇ ଆସିବାକୁ ବାରମ୍ବାର କହୁଥିଲେ । ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଗ୍ନିଶମ ବାହିନୀ ମଧ୍ୟ…
ସାପୁଆ କେଳା ଖୋଲିଲା ସାପ ରହସ୍ୟ, ସ୍ତ୍ରୀ ଓ ଝିଅକୁ ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀ ଜେଲରେ…
ପୁରୁଷୋତ୍ତମପୁର : ସାପୁଆ କେଳା ଖୋଲିଲା ସାପ ସୁପାରୀ ରହସ୍ୟ। କେମିତି ଚାଲ୍ କରି ସ୍ତ୍ରୀ ଓ କୁନି ଝିଅକୁ ମାରିଲା ସୈତାନ ସ୍ବାମୀ। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେଏଭଳି ଅମାନୁଷିକ ଘଟଣା ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ବିଷଧର ସାପ ସାହାଯ୍ୟରେ ସ୍ତ୍ରୀ ଓ ଝିଅକୁ…
ଗଙ୍ଗାଧର ବେଶରେ ବାବା ଧବଳେଶ୍ବର : ଆସନ୍ତାକାଲି ବଡ଼ ଓଷା…
ଆଠଗଡ : ଚାଲିଛି ମହାପଞ୍ଚୁକ ବ୍ରତ । ଏଥିଲାଗି ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି…
ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍…
ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଅବକାରୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟଙ୍କ ଘରେ ରେଡ୍ କରାଯାଉଛି । ଡି ଏସ୍-ଥ୍ରୀ ସିନେମା ହଲ ନିକଟ ଭଡ଼ା ଘରେ ଚଢାଉ ଚାଲିଛି ।
ନବରଙ୍ଗପୁର…
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୫୫ତମ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ
ଆସିକା : ଓଡ଼ିଶା ସରକାରଙ୍କ ନୂଆ ଓଡ଼ିଶା ଯୋଜନା ମୁତାବକ ଉଚ୍ଚଶିକ୍ଷା ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଚ଼ଳିତ ବର୍ଷ ନିଆରା ଢ଼ଙ୍ଗରେ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୫୫ତମ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ ଆନୁଷ୍ଠାନିକ ରୂପେ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ!-->…