ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ…

ଛତ୍ରପୁର ତା.୨୫.୧୧.୨୩ ଗଞ୍ଜାମ ଜିଲ୍ଲାରେ ଭୋଟର ତାଲିକାର ସ୍ବତନ୍ତ୍ର ନିର୍ଭୁଲ ସଂ‌ଶୋଧନ କାର୍ଯ୍ୟ ଚାଲିଛି । ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ଶେଷ ଥର ପାଇଁ ଭୋଟର ତାଲିକା ସଂଶୋଧନ ଯେପରି ତୃଟିଶୂନ୍ୟ ରହିବ ସେଥି ସକେଶେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଗଞ୍ଜାମ

ରାଇଘର ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟା , ପ୍ରଶାସନ ଜାଣିଶୁଣି ନିରବ…

ଉମରକୋଟ ( ୨୫/୧୧/୨୦୨୩) ଦିନକୁ ଦିନ ରାଇଘର ମୁଖ୍ୟ ରାସ୍ତାର ଟ୍ରାଫିକ ସମସ୍ୱା ବୃଦ୍ଧି ପାଇବାକୁ ଲାଗୁଛି ଏହି ଟ୍ରାଫିକ ସମସ୍ୱାର ସମାଧାନ ନାହିଁ କି ? ରାଇଘର ବ୍ଲକଟି ଅନ୍ତର ରାଜ୍ୟ ଛତିଶଗଡ଼ ସୀମାରେ ଥିବା ଜଗୁ ନୀତି ଦିନ ଶହ ଶହ ବାରି ଜାନ ବାହନ ଚଲାଚଲ ଦୃଷ୍ଟି ଗୋଚର l ରାଇଘରରେ ବସ

ଜଙ୍ଗଲ ମଧ୍ୟରେ ୧୦୦ କିଲୋ ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ…

ଦେବଗଡ଼,୨୫|୧୧:ଅବକାରୀ ବିଭାଗ ପକ୍ଷରୁ ବାରକୋଟ ଥାନା ଅନ୍ତର୍ଗତ ଦମିତା ଗ୍ରାମ ନିକଟସ୍ଥ ଘଂଚ ଜଙ୍ଗଲ ମଧ୍ୟରେ ଚଢଉ କରାଯାଇ ଏକ ନାଳ କଡରେ ଦେଶୀ ମଦ ରାନ୍ଧିବା ପାଇଁ ୩ଟି ଆଲୁମିନିୟମ ଡେକଚିରେ ପ୍ରସ୍ତୁତ କରି ରଖାଯାଇଥିବା ମହୁଲ ପୋଚ ଜବତ କରି ନଷ୍ଟ କରାଯାଇଛି । ଅବକାରୀ ବିଭାଗ ସୂତ୍ରରୁ

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ…

ଫୁଲବାଣୀ : ଆଗାମୀ ନିର୍ବାଚନରେ ନୂତନ ଭୋଟରଙ୍କ ମତଦାନକୁ ସୁନିଶ୍ଚିତ କରିବାପାଇଁ ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗାମି ନିର୍ବାଚନ ପୂର୍ବରୁ ମତାମତ ସାବ୍ୟସ୍ତ କରିବାକୁ ଯୋଗ୍ୟବିବେଚିତ

ବ୍ଲକସ୍ତରୀୟ ବାଲ-ବୈଜ୍ଞାନିକ ପ୍ରଦର୍ଶନୀ…

ଫୁଲବାଣୀ: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଫୁଲବାଣୀଠାରେ ଆଜି ସରକାରୀ ସ୍ତରରେ ବ୍ଲକ ସ୍ତରୀୟ ବାଲ-ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।ଦୀପ ପ୍ରଜ୍ବଳନ ପୂର୍ବକ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରଞ୍ଜନ କୁମାର କହଁର କାର୍ଯ୍ୟକ୍ରମକୁ ଉଦ୍ଘାଟନ

ଶୁନ୍ୟ ହାନି ନିମନ୍ତେ ସୁରକ୍ଷା ପଦଯାତ୍ରା…

ହିଞ୍ଜିଳିକାଟୁ ୨୪!୧୧ ହିଞିଳିକାଟୁ ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‍ (ଟିପିସିଓଡିଏଲ୍‍) ପକ୍ଷରୁ ବିଦ୍ୟୁତ୍‍ ଦ୍ୟାରା ଶୂନ୍ୟ ହାନି ନିମନ୍ତେ ସୁରକ୍ଷା ଓ ସଚେତନତା ପଦଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟାଟା ପାୱାରର ହିଞିଳିକାଟୁ ଇଲେକ୍ଟ୍ରିକାଲ

୧୯୭୧ମସିହାର ସ୍ମୃତି ବିଛିନ୍ନ ହୋଇଥିଲା ଗୋବିନ୍ଦପୁରୁ, ପରିଚିତ ହେଲା ଓକିଲପାଳ ଗ୍ରାମବାସୀ ଦେଲେ ସମୂହ…

ରାଜନଗର : ସେଦିନର ଲୋମଟାଙ୍କୁରା କଥା ମନେ ପଡିଲେ ଆଖିର ଲୁହ ଅମାନିଆ ହୋଇ ଝରିପଡୁଛି। ସେସମୟ ଥିଲା ୧୯୭୧ ମସିହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି ଭଗବାନଙ୍କ କୋପ ଦୃଷ୍ଟି କିବା ଆଉ କଣ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟାର ଗୋବିନ୍ଦପୁର ଗାଁ ଉପରେ ହଠାତ୍ ପ୍ରଳୟଙ୍କାରୀ

ଶୀତ ଅଧିବେଶନକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା…

ଭୁବନେଶ୍ବର: ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ଏହି ଅଧିବେଶନ ଗତ ୨୧ ତାରିଖ ଦିନ ଆରମ୍ଭ ହୋଇଥିଲା। ଆଜି ଯାଏଁ ୪ଟି କାର୍ଯ୍ୟ ଦିବସରେ କିଛି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା। କିନ୍ତୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ବାକି…

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପୁଣି ଫିସିଂ ଟ୍ରଲର ଜବତ, ୯ ଗିରଫ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵନଖଣ୍ଡ ଅଧିନସ୍ଥ ଗହୀରମଥା ବାବୁବାଲିରୁ ଗତକାଲି ଏକ ଟ୍ରଲର ଜଵତ ସହ ୧୨ ଜଣଙ୍କୁ କୋର୍ଟ ଚାଲାଣ କରିବାର ୨୪ ଘଣ୍ଟା ନ ପୁରୁଣୁ ଆଜି ରାତି ଭୋର ୩.୩୦ ସମୟରେ ଆଉ ଏକ ଫିସିଂ ଟ୍ରଲରକୁ ବନଵିଭାଗ ଧରିବାରେ ସଫଳତା ହାସଲ କରିଛନ୍ତି। ସୂଚନାଯୋଗ୍ୟ

ମହୁମାଛି ପାଳନ ସମ୍ପର୍କୀତ ତାଲିମ ଶିବିର ଉଦଯାପିତ

ଦେବଗଡ଼,୨୪|୧୧ : ଦେବଗଡ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଚାଲିଥିବା ମହୁମାଛି ପାଳନ ସମ୍ପର୍କୀତ ଚାରିଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଓଡିଶା ଖଣିଜ ସମ୍ପକ ବିକାଶ ବିଭାଗ ସହାୟତାରେ ଦେବଗଡ କୃଷି ବିଜ୍ଞାନ କେନ୍ଦ୍ର ଆନୁକୂଲ୍ୟରେ କୃଷି ବିଜ୍ଞାନ କେନ୍ଦ୍ରର ମୂଖ୍ୟ