କେନ୍ଦ୍ରାପଡ଼ା, ଯାଜପୁରରେ ଗ୍ରିନ୍‌ ଆମୋନିଆ କାରଖାନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩୩ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ବୈଠକରେ ୮୪,୯୧୮.୭୫ କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ…

‘୨୮ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ’

ପୁରୀ : ଆସନ୍ତା ୨୮ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବାରୁ କାର୍ତ୍ତିକ ପୂର୍ଣ୍ଣମୀ ପରଦିନଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ। ଏନେଇ…

୨୫ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ୍‌: ଗାଜାରେ ଅଟକିଲା ଯୁଦ୍ଧ, ରାଫା ସୀମାଦେଇ ପହଞ୍ଚିଲା ରିଲିଫ୍‌

ଗାଜା: ଇସ୍ରାଏଲ-ହାମାସ୍‌ ଯୁଦ୍ଧରେ ପ୍ରଥମ ଥର ପାଇଁ ଅସ୍ତ୍ରବିରତି ଆଜି ସକାଳ ୭ଟାରୁ ଲାଗୁ ହୋଇଛି ଏବଂ ଏହା ଆଗାମୀ ୪ ଦିନ ପାଇଁ ଜାରି ରହିବ । ଯୁଦ୍ଧବିରତି ଚୁକ୍ତି ମୁତାବକ ହମାସ୍‌ ଆଜି ୨୫ ପଣବନ୍ଦୀଙ୍କୁ ଖଲାସ କରିଛି। ସେମାନଙ୍କ ମଧ୍ୟରେ ଇସ୍ରାଏଲର ୧୩ ଜଣ ଏବଂ ଥାଇଲାଣ୍ଡର ୧୨ ଜଣ

ମତଦାନ ଅଧିକାର ସାବ୍ୟସ୍ତ କରନ୍ତୁ; ଭୋଟ୍‌ ଦେଇ ନୂଆ ରେକର୍ଡ କରନ୍ତୁ: ରାଜସ୍ଥାନ ଭୋଟର୍‌ଙ୍କୁ ପ୍ରଧାନମନ୍ତ୍ରୀଙ୍କ…

ଜୟପୁର: ଆଜି ରାଜସ୍ଥାନ ବିଧାନସଭା ନିର୍ବାଚନ ନିମନ୍ତେ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ଭୋଟର୍‌ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସେମାନେ ମତଦାନ ଅଧିକାର ସାବ୍ୟସ୍ତ କରିବା ସହିତ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ନୂଆ ରେକର୍ଡ ସୃଷ୍ଟି…

‘ପନୌତି’ ବନାମ ‘ଫ୍ୟୁଜ ଟ୍ୟୁବ୍‌ଲାଇଟ୍‌’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନିର୍ବାଚନୀ ସଭାରେ ‘ପନୌତି’ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାଜପା ଏବଂ କଂଗ୍ରେସ। ଉଭୟ ଦଳ ପୋଷ୍ଟର ମାଧ୍ୟମରେ ପରସ୍ପରକୁ କଟାକ୍ଷ କରିବାକୁ ପଛାଉ ନାହାନ୍ତି। ଏହି କ୍ରମରେ

ଝିଅ ଶ୍ବେତା ନନ୍ଦାକୁ ୫୦ କୋଟି ଟଙ୍କାର ଜୁହୁ ବଙ୍ଗଳା ଉପହାର ଦେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ଜୁହୁସ୍ଥିତ ୫୦ କ‌ୋଟି ଟଙ୍କା ମୂଲ୍ୟର ବଙ୍ଗଳା ‘ପ୍ରତୀକ୍ଷା’କୁ ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଓ ତାଙ୍କ ପତ୍ନୀ ଜୟା ବଚ୍ଚନ ସେମାନଙ୍କ ଝିଅ ଶ୍ବେତା ନନ୍ଦାକୁ ଉପହାର ଦେଇଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।…

କରାଚୀ ସପିଙ୍ଗ୍‌ ମଲ୍‌ରେ ଅଗ୍ନିକାଣ୍ଡ; ଅନ୍ୟୂନ ୧୧ଜଣ ଜୀବନ୍ତ ଦଗ୍ଧ, ଅନେକ ଫସି ରହିଥିବା ଆଶଙ୍କା…

କରାଚୀ: ଆଜି ପାକିସ୍ତାନର କରାଚୀରେ ଥିବା ଏକ ବହୁତଳବିଶିଷ୍ଟ ସପିଙ୍ଗ୍‌ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଅନ୍ୟୂନ ୧୧ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଏବଂ ଆହୁରି ଅନେକ ଜ୍ବଳନ୍ତ ମଲ୍‌ରେ ଫସି ରହିଥିବା ଆଶଙ୍କା କରାଯାଉଥିବା କଥା ‘ଜିଓ ନିଉଜ୍’ ରିପୋର୍ଟ…

ଅନିଶ୍ଚିତତା ମଧ୍ୟରେ ୪୧ ଶ୍ରମିକଙ୍କ ଭାଗ୍ୟ: ଲମ୍ବା ସମୟ ଚାଲିପାରେ ଅପରେସନ…

ଉତ୍ତରକାଶୀ: ଉତ୍ତରକାଶୀରେ ନିର୍ମାଣାଧୀନ ସିଲକ୍ୟାରା ସୁଡ଼ଙ୍ଗ ଦୁର୍ଘଟଣାରେ ଫସି ରହିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଦିନକୁ ଦିନ ଅଧିକ କଠିନ ହେବାରେ ଲାଗିଛି । ଆମେରିକା ନିର୍ମିତ ଅଗର ମେସିନ ସଂପୂର୍ଣ୍ଣ ଖରାପ ହୋଇଯିବା ପରେ ସ୍ଥିତି ସଂପୂର୍ଣ୍ଣ ଅନିଶ୍ଚିତତା…

ରାତି ଅଧରେ କାର୍‌ ଯାଞ୍ଚ କଲା ପୁଲିସ୍‌, ପାଇଲା ୧୦ କେଜି ସୁନା…

କୋଲକାତା : ରାତି ଅଧରେ ଗାଡ଼ି ଉପରେ ଚଢ଼ାଉ କଲା ପୁଲିସ୍‌। ଚଢ଼ାଉ ବେଳେ ତା’ ଭିତରୁ ଯାହା ଜବତ ହେଲା ତାହା ଦେଖି ପୁଲିସ୍‌ ବି ତାଜୁବ ହୋଇଗଲା। କାରଣ କାର୍‌ ଭିତରୁ ବାହାରିଲା ଗୋଟିଏ ପରେ ଗୋଟିଏ ସୁନା ବିସ୍କୁଟ । ଜବତ ସୁନା ବିସ୍କୁଟର ଓଜନ ପ୍ରାୟ ୧୦ କେଜି ପାଖାପାଖି ଓ…

ସହି ପାରିଲେନି ରିଲ୍ସର ହେଟ୍‌ କମେଣ୍ଟ, ଝୁଲି ପଡ଼ିଲେ ନାବାଳକ…

ଭୋପାଲ : ଆଜିକାଲି ସମସ୍ତଙ୍କୁ ଘାରିଛି ଇନ୍‌ଷ୍ଟାଗ୍ରାମର ରିଲ୍ସ ଭିଡିଓ ନିଶା। ପିଲା ଠାରୁ ଆରମ୍ଭ କରି ବୁଢ଼ା ସମସ୍ତେ ଏହି ରିଲ୍ସ ଭିଡିଓ ପିଛରେ ପାଗଳ। ବିଶେଷ କରି ଯୁବପିଢ଼ିଙ୍କୁ ଏହି ଇନ୍‌ଷ୍ଟାଗ୍ରାମ ରିଲ୍ସ କିମିଆ କରିଛି। ସୋଶାଲ ମିଡିଆରେ ପପୁଲାର ହେବା ପାଇଁ…