ଆଲିଗଡ ବିଶ୍ୱବିଦ୍ୟାଳୟ ଛାତ୍ର ସଙ୍ଗଠନର ଆତଙ୍କବାଦୀ ନେଟ୍‌ଓ୍ଵାର୍କ, ISIS ପାଇଁ କାମ କରୁଥିବା ୬ ସନ୍ଦିଗ୍ଧ ଗିରଫ

ଉତ୍ତର ପ୍ରଦେଶର ଆତଙ୍କବାଦ ନିରୋଧୀ ସ୍କ୍ଵାଡ୍‌ ୟୁପିର ବିଭିନ୍ନ ଅଞ୍ଚଳରୁ ୬ ସନ୍ଦିଗ୍ଧ ISIS ଏଜେଣ୍ଟଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ, ନାଭେଦ ସିଦ୍ଦିକି, ରକିବ ଇନାମ, ମହମ୍ମଦ ନାଜିମ ଓ ମହମ୍ମଦ ନୋମାନ। ଗିରଫ ସମସ୍ତ…

କଡାକଡି ହେବ ମଦୁଆ ଧରା ଅଭିଯାନ: ରାଜଧାନୀ ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ ପୋଲିସ

ଭୁବନେଶ୍ୱର : ସାବାଡ ହେବେ ମଦୁଆ । ରାଜଧାନୀରେ କଡାକଡି ହେବ ମଦୁଆଧରା ଅଭିଯାନ । ରାଜରାସ୍ତାରେ ଆଉ ମଦୁଆଙ୍କ ପ୍ରାର୍ଦୁଭାବ ଦେଖିବାକୁ ମିଳିବନି । ଏଥର ପୋଲିସମାନେ ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ । ମଦ…

ପୁଅର ଜୀବନ ବଞ୍ଚାଇ ପାଣି ସୁଅରେ ବୁଡିଗଲେ ବାପା…

କଟକ : ବାପା, ଯିଏ ନିଜେ ଦୁଃଖ କଷ୍ଟରେ ରହି ନିଜ ପିଲାଙ୍କ ମୁହଁରେ ହସ ଫୁଟାଏ । ବାପା ଯିଏ ଦୁଃଖରେ ଥିଲେ ସମସ୍ତଙ୍କ ଠାରୁ ଲୁଚି କାନ୍ଦିବେ ପଛେ କିନ୍ତୁ କାହାକୁ ଦେଖାନ୍ତିନି ତାଙ୍କ ଭିତରେ ଥିବା କୋହ । ବାପା ଯିଏ ହେଲେ ନିଜ ପିଲାମାନଙ୍କର ସାହସ । ନିଜ…

ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ…

ଭୁବନେଶ୍ବର: ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ…

ଝିଅ ପ୍ରେମ ବିବାହ କରିବାରୁ ଶୁଦ୍ଧି ହେଲେ ବାପା…

ମାହାଙ୍ଗା : ବଞ୍ଚିଥିବା ଝିଅକୁ ଶୁଦ୍ଧି ହେଲେ ପରିବାର ଲୋକେ। ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗାଁରେ । ସେହି ଗାଁର ବିଶ୍ୱଜିତ ମହାପାତ୍ରଙ୍କ ଏକମାତ୍ର ବଡ଼ ଝିଅ ୧୮ ବର୍ଷୀୟ ପାୟଲ ମହାପାତ୍ର ଉମର ଗାଁର କାଶୀନାଥ…

ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି…

ନୂଆଦିଲ୍ଲୀ: ଆଜି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଲୋକ ଉତ୍ସବ ପୂର୍ବରୁ ଦେଶକୁ ସମ୍ବୋଧିତ କରି ଦେଶକୁ ଖୁସି ଏବଂ ସମୃଦ୍ଧ ଦୀପାବଳି ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ନିମ୍ନ ବର୍ଗର ଲୋକଙ୍କୁ ସାହାଯ୍ୟ କରିବାକୁ ଏବଂ ଆବଶ୍ୟକ…

ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀପାବଳି ଶୁଭେଚ୍ଛା। ଆଲୋକର ପର୍ବ ଦୀପାବଳି ଅବସରରେ ରାଜ୍ୟର ସବୁ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିକାଶର ଆଲୋକ ସମସ୍ତଙ୍କ ଜୀବନକୁ ଆଲୋକିତ କରୁ ବୋଲି ସେ ଟ୍ୱିଟ କରି କହିଛନ୍ତି। ସେହିପରି ଆଜିଠାରୁ ଧରାବତରଣ…

ହସ୍ପିଟାଲରେ ଲୋକଙ୍କୁ ପଣବନ୍ଦୀ କରିଥିବା ହମାସ କମାଣ୍ଡର ନିପାତ…

ହମାସର ଆଉ ଜଣେ ବରିଷ୍ଠ କମାଣ୍ଡରକୁ ନିପାତ କଲା ଇସ୍ରାଏଲ୍ ସେନା। ଗାଜା ଡାକ୍ତରଖାନାରେ ଏକ ହଜାରରୁ ଅଧିକ ଲୋକଙ୍କୁ ବନ୍ଦୀ କରି ରଖିଥିବା ହମାସ କମାଣ୍ଡରକୁ ସଫା କରିଛନ୍ତି ଇସ୍ରାଏଲ ସୈନ୍ୟବାହିନୀ। ଏନେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ୍) ଟ୍ୱିଟ୍(ବର୍ତ୍ତମାନର…

ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ ସହ ବଡବଡୁଆ ଡାକିଲେ ଶ୍ରଦ୍ଧାଳୁ…

ପୁରୀ : ଆଜି ଆଲୋକର ପର୍ବ ଦୀପାବଳୀ । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ସବୁଠି ଭକ୍ତମୟ ପରିବେଶ । ମାଆ କାଳୀଙ୍କ ଆବାହନ ଲାଗି ସବୁଠି ଚାଲିଛି ପ୍ରସ୍ତୁତି । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘରଠୁ ଅଫିସ୍ । ଆଜି ପୁରୀରେ…

ଖାଦ୍ୟ ପ୍ରଦାନରେ ଅନିୟମିତାକୁ ନେଇ ଅଙ୍ଗନୱାଡ଼ି କର୍ମୀଙ୍କ ବିରୋଧରେ ଅଭିଯୋଗ

ମାଲକାନଗିରି (୧୧।୧୧) : ମାଲକାନଗିରି ଜିଲ୍ଲାର ଉନ୍ନତି ନିମନ୍ତେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିବା ବେଳେ କୁନି କୁନି ପିଲାଙ୍କୁ ମୌଳିକ ଶିକ୍ଷା ଓ ସହ ମହିଳା ଏବଂ କୁନି କୁନି ପିଲାଙ୍କୁ ସୁଷମ