ବିଜେଡ଼ି ଛାନିଆ ! : ପଦ୍ମ ଧରିବେ ପ୍ରଦୀପ…

ବ୍ରହ୍ମପୁର : କିଛି ଦିନର ନୀରବତା ପରେ ପୂର୍ବତନ ଗଞ୍ଜାମ ଜିଲ୍ଲା ବିଜେଡ଼ି ର ଚାଣକ୍ୟ ଭୂମିକା ରେ ଥିବା ପ୍ରଦୀପ ବାବୁ ଏବେ ସକ୍ରିୟ ହେଉଥିବା ଖବର ମିଳିଛି । ଦିନଥିଲା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଏକମାତ୍ର ଅନୁଗତ ଭାବେ ଚର୍ଚ୍ଚାରେ ଥିବା ପ୍ରଦୀପ ପାଣିଗ୍ରାହୀଙ୍କ ଜୀବନରେ କଳାବାଦଲ ଆସିଗଲା

ଯାହାଙ୍କ ନାମରେ ଦଳ ତାଙ୍କ ବେକରେ ନାହିଁ ଫୁଲମାଳ…..

ଏପଟେ ନେତାଙ୍କ ବେକରେ ମାଳମାଳ ଫୁଲମାଳ !ବ୍ରହ୍ମପୁର : ଆଜି ବିଜୁ ଜନତା ଦଳ ପକ୍ଷରୁ ଆସିକା ହରିଡ଼ା ପଦର ପଞ୍ଚାୟତ ରେ ଜନ ସମ୍ପର୍କ ପଦଯାତ୍ରା ଚାଲିଥିଲା। ଏଠାରେ ଏକ ବିଜୁବାବୁଙ୍କ ନାମରେ ପାଠାଗାର ରହିଛି। ତା ସମ୍ମୁଖ ରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରହିଛି। ହେଲେ ଯାହାଙ୍କ ନାମରେ

ଗରିବ ବେହାଲ ନେତା ମାଲେ ମାଲ……ନେତାଙ୍କ ସମ୍ପତ୍ତି ବଢୁଛି ଲୋକଙ୍କ ଘଟୁଛି !

ଭୁବନେଶ୍ୱର : ଏବେ ରାଜ୍ୟରେ ଗରିବ ଗୁରୁବା ଠାରୁ ମଧ୍ୟମଶ୍ରେଣୀ ର ପରିବାର ଲୋକେ ମାହାଙ୍ଗା ମାଡ଼ର ଶିକାର ହୋଇଛନ୍ତି। ପ୍ରତେକ ସାମଗ୍ରୀ ରେ ହୁ ହୁ ହୋଇ ଦର ବୃଦ୍ଧି ଚାଲିଛି। ପ୍ରଥମେ ଚାଉଳ ଅଟା ଟମାଟ ଏବେ ପିଆଜ ପନିପରିବା ଦର ଆକାଶ ଛୁଆଁ ହୋଇଛି। ସାଧାରଣ ଲୋକେ ତ୍ରାହି ତ୍ରାହି ଡାକିଲେଣି

ମିଚେଲ ମାର୍ଶଙ୍କ ଅପରାଜିତ ୧୭୭, ହାରିଲା ବାଂଲାଦେଶ

ବିଶ୍ୱକପର ଶେଷ ଗ୍ରୁପ ମ୍ୟାଚ୍‌ରେ ଗର୍ଜିଛି ଅଷ୍ଟ୍ରେଲୀୟ ବ୍ୟାଟର ମିଚେଲ ମାର୍ଶଙ୍କ ବ୍ୟାଟ। ମାର୍ଶଙ୍କ ୧୩୨ ବଲରେ ଅପରାଜିତ ୧୭୭ ରନ ବଳରେ ୮ ୱିକେଟରେ ବାଂଲାଦେଶକୁ ମାତ ଦେଇଛି ଅଷ୍ଟ୍ରେଲିଆ। ବିଜୟ ସହ ବିଶ୍ୱକପ ଅଭିଯାନ ଶେଷ କରିବାକୁ ବାଂଲାଦେଶ ଆଶା କରିଥିଲେ…

ପ୍ରଶାସନର ଆଢୁଆଳରେ ଆସିକାରେ ଅନଲାଇନ ଜୁଆଖେଳ ବୃଦ୍ଧି !

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଏକ କେନ୍ଦ୍ର ସ୍ଥଳି ଓ ପ୍ରମୁଖ ହେଉଛି ଆସିକା ସହର।ଏଠାରେ ଅନଲାଇନ ରେ ରେ ବର୍ଷ ସାରା ଜୁଆ ଖେଳ ହୁଏ। ଆଇପିଏଲ ହେଉ କି ଟ୍ୱେଣ୍ଟି ଟ୍ୱେଣ୍ଟି କିମ୍ବା ୱାନଡେ କ୍ରିକେଟ ରେ ଅନଲାଇନ ରେ ଲକ୍ଷ ଲକ୍ଷ ଟଙ୍କା ର ବାଜି ଲାଗ। ପୂର୍ବରୁ ଏଠାରେ ଆଇପିଏଲ ରେ ବ୍ୟାଟିଂ

ସରକାରୀ ଯୋଜନାରେ ଦଳୀୟ ଚିହ୍ନ ବ୍ୟବହାର କରାଯିବା ପ୍ରସଙ୍ଗ: ବର୍ଷିଲା ବିଜେପି, ଜବାବ୍ ରଖିଲା ବିଜେଡି

ଭୁବନେଶ୍ୱର: ସରକାରୀ ଯୋଜନାରେ ବିଜେଡି ଦଳୀୟ ଚିହ୍ନ ବ୍ୟବହାର କରାଯିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ଅକ୍ଟୋବର ୧୦ରୁ ମାସାଧିକ କାଳ ଦଳୀୟ ଚିହ୍ନ ଶଙ୍ଖକୁ ସରକାରୀ ଯୋଜନା ପ୍ରଚାର ପାଇଁ ବ୍ୟବହାର କରୁଛି ବିଜେଡି ସରକାର। ଏହାଦ୍ବାରା ଆଇନ ଉଲଂଘନ…

ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ, ଅଭିଯୁକ୍ତ ଗିରଫ…

ଭୁବନେଶ୍ବର: ଚାକିରି କରାଇଦେବା ନାଁରେ ବଡ଼ଧରଣର ଠକେଇ ଅଭିଯୋଗ ଆସିଛି। ଜଣେ ପୂର୍ବତନ ମନ୍ତ୍ରୀଙ୍କ ସଂପର୍କୀୟ ବୋଲି ପରିଚୟ ଦେଇ ଅଭିଯୁକ୍ତମାନେ ଲକ୍ଷାଧିକ ଟଙ୍କା ଠ‌କିଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କୁ କଟକ ସାଇବର ଥାନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା…

ନକଲି ସାର୍ଟିଫିକେଟ ଦର୍ଶାଇ ଚାକିରି କରୁଥିବା ବିଜ୍ଞାନ ଶିକ୍ଷକ ଗିରଫ…

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ପୁଣି ନକଲି ପ୍ରମାଣପତ୍ର ଦେଇ ଚାକିରି କରିଥିବା ଆଉ ଜଣେ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଗିରଫ ଶିକ୍ଷକ ହେଲେ ଭକ୍ତ କୁମାର ସେଠ । ସେ ବିଜ୍ଞାନ ଶିକ୍ଷକ ଭାବେ ଅଗଷ୍ଟ ୨୦୨୨ ମସିହାରେ ଆଗଲପୁର ବ୍ଲକ ଡୁଡୁକା ପଲ୍ଲିଶ୍ରୀ…

ବୃନ୍ଦାବନ ସରକାରୀ ବିଦ୍ୟାଳୟରେ ବିଜ୍ଞାନମେଳା ଓ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ…

ହିଂଜିଳିକାଟୁ (୧୧/୧୧) : ହିଂଜିଳିକାଟୁ ବୃନ୍ଦାବନ ସରକାରୀ ବିଦ୍ୟାଳୟରେ ଶନିବାର ବିଜ୍ଞାନ ମେଳା ସହ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଞିଳିକାଟୁ

ବରଗଡ଼ ଜିଲ୍ଲାରେ ଆୟୋଜିତ ହେବ ଜାତୀୟସ୍ତରୀୟ ହସ୍ତତନ୍ତ ସମ୍ମିଳନୀ…

ଭୁବନେଶ୍ବର : ପଶ୍ଚିମ ଓଡିଶାର କୋଣ ଅନୁକୋଣରେ ଥିବା ହସ୍ତତନ୍ତ ଶିଳ୍ପ ତଥା ବୁଣାକାରଙ୍କୁ ମିଳିବ ଜାତୀୟସ୍ତରରେ ବାଣିଜ୍ୟିକ ଲୋକପ୍ରିୟତା । ସ୍ଥାନୀୟ ଅର୍ଥନୀତି ତଥା ବଜାର ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ନୂଆ ବର୍ଷରେ ବରଗଡ ଜିଲ୍ଲାରେ ଆୟୋଜିତ ହେବ…