Sign in
Sign in
Recover your password.
A password will be e-mailed to you.
ରେଳଧାରଣାରେ ବସି କ୍ରିକେଟ ମ୍ୟାଚ ଦେଖୁଥିଲେ ଦୁଇ ଭାଇ, ମାଡ଼ିଗଲା ଟ୍ରେନ…
କାନପୁର: ଉତ୍ତରପ୍ରଦେଶର କାନପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ ସାମାନ୍ୟ ଅବହେଳା ହେତୁ ଦୁଇ ଭାଇ ପ୍ରାଣ ହରାଇଛନ୍ତି। ଦୁହେଁ କାନରେ ଇୟରଫୋନ୍ ଲଗାଇ ରେଳଧାରଣାରେ ବସି ମୋବାଇଲରେ ମ୍ୟାଚ୍ ଦେଖୁଥିଲେ। ଏହି ସମୟ ମଧ୍ୟରେ ଏକ ଟ୍ରେନ ଦୁର୍ଘଟଣାରେ…
ନୟାଗଡରେ କମେଣ୍ଟମରାକୁ କେନ୍ଦ୍ରକରି ବୋମାମାଡ଼, ୧୨ ଆହତ…
ନୟାଗଡ: କମେଣ୍ଟମରାକୁ କେନ୍ଦ୍ରକରି ବୋମାମାଡ଼। ନୟାଗଡ଼ ଖଣ୍ଡପଡା ଥାନା କୁମ୍ଭାରପଡା ଗାଁରେ ଏହି ଘଟଣା ଘଟିଛି। ବୋମାମାଡ଼ରେ ୧୨ ଜଣ ଆହତ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ରଂଜିତ ନାୟକ ଏବଂ ପଡୋଶୀ ଦୁଃଶାସନ ନାୟକଙ୍କ ମଧ୍ୟରେ ଦୀର୍ଘଦିନ ହେବ ଶତ୍ରୁତା ଲାଗି ରହିଥିଲା। ଆଜି ସକାଳେ ଦୁଃସାସନ…
ଦୀପାବଳି ପାଳନ କଲା ‘ଟିମ୍ ଇଣ୍ଡିଆ’: ସୋସିଆଲ୍ ମିଡିଆରେ ଫଟୋ, ଭିଡିଓ ଭାଇରାଲ୍…
ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଖେଳାଳିମାନେ ବେଙ୍ଗାଲୁରୁରେ ଦୀପାବଳି ପାଳନ କରିଛନ୍ତି। ସୋସିଆଲ ମିଡିଆରେ ସମସ୍ତ ଖେଳାଳିଙ୍କର ଏକ ଫଟୋ ଭାଇରାଲ ହୋଇଛି। ଆସନ୍ତୁ ଆପଣଙ୍କୁ କହିବା ଯେ ଆଜି ଅର୍ଥାତ୍ ଦୀପାବଳି ଦିନ ଭାରତକୁ ବିଶ୍ୱକପରେ ନେଦରଲ୍ୟାଣ୍ଡ ସହିତ ଶେଷ…
ବିଦ୍ୟୁତ୍ ଆଘାତରେ ଦନ୍ତାହାତୀ ମୃତ୍ୟୁ ଘଟଣା, ୫ ଅଭିଯୁକ୍ତଙ୍କୁ ଗିରଫ…
କେନ୍ଦୁଝର : କେନ୍ଦୁଝରରେ ବିଦ୍ୟୁତ୍ ଆଘାତରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଦୋଷ ସ୍ୱୀକାର କରିଛନ୍ତି ଅଭିଯୁକ୍ତ । କେନ୍ଦୁଝର ତେଲକୋଇ ରେଞ୍ଜ ସଲେଇକେନାରେ ଦନ୍ତାହାତୀର…
ଭୁଶୁଡିଲା ନିର୍ମାଣାଧୀନ ଟନେଲ୍, ଫସିଛନ୍ତି ୪୦ରୁ ଊର୍ଦ୍ଧ୍ୱ ଶ୍ରମିକ…
ସମଗ୍ର ଦେଶ ଦୀପାବଳି ମନାଉ ଥିବାବେଳେ ଉତ୍ତରାଖଣ୍ଡରେ ଘଟିଛି ଏକ ଦୁଃଖଦ ଘଟଣା। ଶ୍ରମିକ ନିୟୋଜିତ ଥିବା ସମୟରେ ଭୁଶୁଡି ପଡିଛି ଏକ ନିର୍ମାଣାଧୀନ ଟନେଲ୍। ପ୍ରାଥମିକ ରିପୋର୍ଟ ଅନୁସାରେ, ଟନେଲ୍ ଭଗ୍ନାବଶେଷ ତଳେ ୪୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି। ଉଦ୍ଧାକ…
ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା…
ବ୍ରହ୍ମଗିରି: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଏଁସା ଗାଁ ନିକଟରେ ଫସି ରହିଛି ଯାତ୍ରୀ ବାହି ଘାଟ ଡ଼ଙ୍ଗା ।ଡଙ୍ଗାରେ ୩୦ ଜଣ ଯାତ୍ରୀ ଥିବା ବେଳେ ୧୦ଟି ବାଇକ୍ ମଧ୍ୟ ଥିଲା ।ସାତପଡାରୁ ଜହ୍ନିକୁଦ ଅଭିମୁଖେ ଏହି ଯାତ୍ରୀବାହୀ…
ଦୁଇ ନବଜାତଙ୍କ ମୃତ୍ୟୁ ପରେ ଗାଜା ହସ୍ପିଟାଲ୍ରୁ ଶିଶୁମାନଙ୍କୁ ସ୍ଥାନାନ୍ତର କରିବାକୁ ଇସ୍ରାଏଲ୍ ପ୍ରସ୍ତୁତ…
ଗାଜା: ଗାଜାରେ ପାଲେଷ୍ଟାଇନ୍ ନାଗରିକଙ୍କ ସୁରକ୍ଷା ସଂପୂର୍ଣ୍ଣ ବିପନ୍ନ ହୋଇପଡ଼ିଥିବା ବେଳେ ଇସ୍ରାଏଲର ଆକ୍ରମଣ ଅଧିକ ତୀବ୍ର ହୋଇଛି। ହମାସ୍ ସଂଗଠନର ମୂଳପୋଛ ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ ପୂର୍ବରୁ ସ୍ପଷ୍ଟ କରିଥିବା ବେଳେ ଇସ୍ରାଏଲର…
ମନ୍ଦିରରୁ ଚୋରୀ କରିବା ସହ ଭାଙ୍ଗିଲେ ମା’ କାଳୀଙ୍କ ମୂର୍ତ୍ତି…
ସମ୍ବଲପୁର: ଆଜି ପବିତ୍ର ଦୀପାବଳି ତଥା ମା’ କାଳୀଙ୍କ ପୂଜା । ମା’ଙ୍କ ପୂଜାରେ ମା’ଙ୍କୁ ଅପମାନ । ମନ୍ଦିରରୁ ଚୋରୀ କରିବା ସହ ମା’ କାଳୀଙ୍କ ପ୍ରତୀମାକୁ ଭାଙ୍ଗିଲେ ଦୁର୍ବୃତ । ଏପରି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ।
ସୂଚନା ଅନୁସାରେ,…
ହାତ ଛାଡି ବିଆରଏସରେ ମିଶିଲେ ପଲବାଇ ଶ୍ରାବନ୍ତି…
ବିଧାନସଭା ନିର୍ବାଚନୀ ମାହୋଲ ମଧ୍ୟରେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି(ଟିପିସିସି)କୁ ବଡ ଝଟକା। ମୁଖପାତ୍ର ପଲବାଇ ଶ୍ରାବନ୍ତି ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ହାତ ଛାଡୁ ଛାଡୁ ଶ୍ରାବନ୍ତି ଭାରତ ରାଷ୍ଟ୍ର ସମିତି(ବିଆରଏସ)ରେ ଯୋଗ ଦେଇଛନ୍ତି।
ଚଳିତ ମାସ…
ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ…
ଭଦ୍ରକ : କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପରେ ଧାରଣ…