Sign in
Sign in
Recover your password.
A password will be e-mailed to you.
ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା…
ଭୁବନେଶ୍ୱର: ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା। ଗୋଟେ ପଟେ ଚାଲିଥିଲା ବାଣ ଫୁଟା, ଅନ୍ୟପଟେ ଚାଲିଥିଲା ଲୁଟପାଟ୍। ପରିବାର ଲୋକେ ବାଣ ଫୁଟାଉଥିବାର ସୁଯୋଗ ନେଇ ଘରେ ପଶି ଲୁଟିଲେ ନଗଦ ଟଙ୍କା ସହ ସୁନା ଗହଣା। ଏପରି ଘଟଣା ଘଟିଛି ଭୁବନେଶ୍ୱର ଖଣ୍ଡଗିରି…
ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏସ୍ ଜୟଶଙ୍କର, ଉପହାର ଦେଲେ ଗଣେଶ ମୂର୍ତ୍ତି ଓ ବିରାଟ କୋହଲିଙ୍କ ସ୍ୱାକ୍ଷରିତ…
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଲଣ୍ଡନର ୧୦ ଡାଉନିଙ୍ଗ୍ ଷ୍ଟ୍ରିଟ୍ରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫରୁ ସେ ବ୍ରିଟିଶ ପିଏମ୍ଙ୍କୁ ଦୀପାବଳିର…
କାର୍ ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ, କାର୍ ଡ୍ରାଇଭର ଗିରଫ…
ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ନିକଟରେ ସ୍ବାମୀ ସ୍ତ୍ରୀଙ୍କ ଉପରେ କାର୍ ଚଢିଯିବା ଘଟଣା । ଦୁର୍ଘଟଣା ଘଟାଇଥିବା କାର୍ ଡ୍ରାଇଭରଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଡ୍ରାଇଭର ଜଣକ ମଦ ପିଇ ଫୋନରେ କଥା ହୋଇ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା…
ଦୀପାବଳିରେ ରେକର୍ଡ ଛୁଇଁଲା କଟକ ଓ ଭୁବନେଶ୍ୱରର ପ୍ରଦୂଷଣ…
ଦୀପାବଳିରେ ବିଷାକ୍ତ ହେଲା ଟ୍ୱିନ ସିଟି। ସାଂଘାତିକ ହେଲା କଟକ ଓ ଭୁବନେଶ୍ୱରରେ ପ୍ରଦୂଷଣ ସ୍ଥିତି। ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା ରେକର୍ଡ ଛୁଇଁଥିଲା। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା ୯୯୯ ଥିଲା ବେଳେ ପଟିଆ!-->!-->!-->!-->…
ନକଲି ୱାଇ-ଫର୍ମ ଚେରର ଟେର ପାଉନି ପୋଲିସ !
ସମ୍ରାଟ ଜେଲରେ ପୁଣି ବାଲି ମାଫିଆ ମାନେ ସକ୍ରିୟ……….ଭୁବନେଶ୍ୱର : ଅକ୍ଟୋବର ମାସ ର ଦ୍ୱିତୀୟ ସପ୍ତାହ ରେ ଗଞ୍ଜାମ ଜିଲ୍ଲାର କୋଦଳା ପୋଲିସ ହାତରେ ନକଲି ୱାଇ- ଫର୍ମ ରେ ବାଲି ଚାଲାଣ ର ଗୁମର ଖୋଲିଥିଲା। ଏଥିରେ ଚୋରା ବାଲି ସମ୍ରାଟ କୃପାସିନ୍ଧୁ ମୁଦୁଲିକୁ ନକଲି ୱାଇ-ଫର୍ମ ରେ ଚୋରା ବାଲି!-->…
ଦୀପାବଳିରେ ବାଣ ଫୁଟାଇବାରୁ ପୁଣି ବିଷାକ୍ତ ହେଲା ଦିଲ୍ଳୀ ବାୟୁ…
ନୂଆଦିଲ୍ଲୀ: ବାରଣ ସତ୍ତ୍ବେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବାଣ ଫୁଟାଇ ଦିଲ୍ଳୀର ପରିବଶେକୁ ପୁଣି ଥରେ ବିଷାକ୍ତ କରି ଦେଇଛନ୍ତି ସହରବାସୀ। ଗତକାଲି ଦୀପାବଳି ପାଳନ ପରେ ପୁଣି ଥରେ ରାଜଧାନୀ ଦିଲ୍ଲୀର ବାୟୁ ଅବସ୍ଥା ବିଗିଡ଼ି ଯାଇଛି। ଗତକାଲି ଦୀପାବଳି ରାତିରେ ପରେ ଆଜି…
ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ଟନେଲ, ପାଇପ୍ ଯୋଗେ ଶ୍ରମିକଙ୍କୁ ଦିଆଯାଉଛି ଅକ୍ସିଜେନ ଓ ଖାଦ୍ୟ…
ହଠାତ ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ଟନେଲର ଏକ ଅଂଶ । ଚାହୁଁ ଚାହୁଁ ଟନେଲରେ ଫସି ଗଲେ ୪୦ ଶ୍ରମିକ । କେମିତି ବାହାରିବେ କଣ କରିବେ କିଛି ବୁଝି ହେଲାନି । ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ଉଦ୍ଧାର କରିବା ପାଇଁ ବାହାରି ପଡ଼ିଲେ । ଯାହାର ଉଦ୍ଧାର କାର୍ଯ୍ୟ ଏବେ ବି ଜାରି…
କ୍ୟାପିଟାଲ୍ ହସ୍ପିଟାଲରେ ଶତାଧିକ ଆହତଙ୍କ ଚିକିତ୍ସା…
ଭୁବନେଶ୍ୱର : ଦୀପାବଳିରେ ଅଘଟଣ । ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ପଡ଼ି ଶତାଧିକ ଆହତ ହୋଇଛନ୍ତି । ରାଜଧାନୀର ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣରେ ଶତାଧିକ ଆହତ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଅଧିକ ଚିକିତ୍ସିତ ହୋଇଛନ୍ତି । କାହାର ହାତ…
ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧ ନିର୍ମାଣ କରୁଛନ୍ତି ବାଲି ମାଫିଆ ନଷ୍ଟ କରୁଛନ୍ତି !
ବ୍ରହ୍ମପୁର : ଚୋରା ବାଲି ସମ୍ରାଟ ଜେଲରେ ଏହାର ସୁଯୋଗ ନେଇ ଅନ୍ୟ ବାଲି ମାଫିଆ ଏବେ ଆସିକାରେ ସକ୍ରିୟ। ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧ ନିର୍ମାଣ କରୁଛନ୍ତି। ଏପଟେ ବାଲି ମାଫିଆ ମାନେ ଉକ୍ତ ନଦୀ ବନ୍ଧ ଉପରେ ଭାରି ଯାନ ଚଲାଇ ନଷ୍ଟ କରୁଥିବା ଆସିକା ରେ ଦେଖିବାକୁ!-->…
ଆଜି “ମହାକାଳୀ” ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଦ୍ରକାଳୀ…
ଭଦ୍ରକ : କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । କିନ୍ତୁ ଏହି ପୀଠରେ ମା’ ଭଦ୍ରକାଳୀ ବର୍ଷର ଗୋଟିଏ ଦିନ ଉଗ୍ରରୂପରେ ଧାରଣ…