ବ୍ରିଟେନ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ବହିଷ୍କାର କଲେ ସୁନକ…

ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ଗୃହମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ବହିଷ୍କାର କରିଛନ୍ତି । ଆଗାମୀ ବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ସୁନକ ନିଜ କ୍ୟାବିନେଟରେ ଅଦଳବଦଳ କରିଛନ୍ତି । ଗୃହମନ୍ତ୍ରୀ ବ୍ରେଭରମ୍ୟାନଙ୍କୁ ନେଇ ଦେଶରେ ଅସନ୍ତୋଷ ଲାଗି ରହିଥିଲା…

ଅଭିନେତ୍ରୀ ତଥା ମଡେଲ୍ ମୈାସୁମୀ ନାୟକ ଗିରଫ…

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ତଥା ମଡେଲ୍ ମୈାସୁମୀ ନାୟକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସ ସୋମବାର ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଛି। ମର୍ଯ୍ୟାଦା ହାନି କରି ଅଭିନେତ୍ରୀ ଜଣଙ୍କ…

ପାକିସ୍ତାନ ଜେଲ୍‌ରୁ ମୁକୁଳିଲେ ୮୦ ଭାରତୀୟ ମତ୍ସ୍ୟଜୀବୀ…

ଦୀପାବଳି ଅବସରରେ ମୁହଁରେ ଫୁଟିଲା ହସ। ଦୀର୍ଘ ୩ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକ୍ତି ପାଇ ନିଜ ଘରକୁ ଫେରିଛନ୍ତି ୮୦ ଭାରତୀୟ ମତ୍ସ୍ୟଜୀବୀ। ମୁକ୍ତ ହୋଇଥିବା ସମତ୍ସ ମତ୍ସ୍ୟଜୀବୀ ଗୁଜରାଟର ବୋଲି ଜଣାଯାଇଛି। ମୁକ୍ତ ହେବା ପରେ ସେମାନେ ନିଜ ପରିବାର ସଦସ୍ୟଙ୍କ…

ଦୁଇଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ…

ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ଇସ୍ରାଏଲ୍ ସେନା…

ନୂଆଦିଲ୍ଲୀ : ଗାଜାରେ ଧ୍ବଂସ ହେଉଛି ହମାସ ଠିକଣା । ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରୁଛି ଇସ୍ରାଏଲ୍ ସେନା । ଶତ୍ରୁ ପକ୍ଷର ଅନେକ ସୁଡ଼ଙ୍ଗ ସହ ବହୁ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କଲାଣି । ଆଇଡିଏଫର ପ୍ରଚଣ୍ଡ ଆକ୍ରମଣ ପରେ ଗାଜା ଷ୍ଟ୍ରିପରୁ ନିୟନ୍ତ୍ରଣ ହରାଉଛି ହମାସ।…

କଟକଣା ସତ୍ତ୍ୱେ ଢ଼ୋ-ଢ଼ୋ ଫୁଟିଲା ବାଣ, ପ୍ରଦୂଷଣ ବଢ଼ିଲା…

ବ୍ରହ୍ମପୁର : ସୁପ୍ରିମ କୋର୍ଟ ର ଆଦେଶ ସତ୍ତ୍ୱେ ଗଞ୍ଜାମ ଜିଲ୍ଲା ରେ ଢ଼ୋ-ଢ଼ୋ ଫୁଟିଲା ବାଣ ସକାଳେ ଆକାଶ ରେ ଧୂଆଁଳିଆ ପରିବେଶ। କଟକଣା ଫୁ ପ୍ରଦୂଷଣ ପୁଣି ବିଗିଡ଼ିଲା ଗଞ୍ଜାମ ଜିଲ୍ଲା ରେ ବାଣ ଖୁଲାମ ଖୁଲା ବିକ୍ରି ହେଲା। ଲୋକେ ବାଣ ବି ସେମିତି ଫୁଟାଇଲେ କଟକଣା ମାନିବାକୁ ଅଧିକାରୀ ମାନେ

ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ଶୋଇଥିଲେ , ଜଳିଗଲେ ବୃଦ୍ଧ

ଉମରକୋଟ : ଘରେ ଶୋଇଥିବାବେଳେ ଜଳିଗଲେ ବୃଦ୍ଧ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଉମରକୋଟ ଝରିଗାଁ ବ୍ଲକ ବୁଟିସର୍ଗି ଗାଁରେ । ଗତକାଲି ରାତିରେ ଏଭଳି ଅଘଟଣ ଘଟିଛି । ମୃତକ ବୁଟିସର୍ଗି ଗାଁର ଭିକାରୀ ମାଳି ବୋଲି ଜଣାପଡିଛି । ଭିକାରୀ କାଲି ରାତିରେ…

ମଦ ପିଆଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ୫ ଅଭିଯୁକ୍ତ…

ହୋଟେଲରେ ଗଣବଳାତ୍କାରର ଶିକାର ହେଲେ ହୋଟେଲ କର୍ମଚାରୀ । ଯେଉଁ ହୋଟେଲରେ ଯୁବତୀଜଣକ ଗତ ଦେଢ ବର୍ଷ ହେଲା କାମ କରୁଥିଲେ, ସେହି ହୋଟେଲରେ ହେଲେ ଗଣବଳାତ୍କାରର ଶିକାର। ପ୍ରବଳ ବିରୋଧ ସତ୍ତ୍ୱେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଟାଣି ଟାଣି ରୁମ୍‌କୁ ନେବା ସହ ସେଠାରେ ପ୍ରବଳ…

ନେପାଳରେ ନିଷିଦ୍ଧ ହେଲା ଚୀନର ଲୋକପ୍ରିୟ ଆପ ଟିକଟକ୍…

କାଠମାଣ୍ଡୁ : ନେପାଳ ସରକାର ଲୋକପ୍ରିୟ ଚାଇନିଜ୍ ଆପ୍ ଟିକଟକକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସାମାଜିକ ସୌହାର୍ଦ୍ଦ୍ୟ ଉପରେ ଏହାର ନକାରାତ୍ମକ ପ୍ରଭାବ ପକାଉଥିବା ଦର୍ଶାଇ ସୋମବାର ନେପାଳ କ୍ୟାବିନେଟ୍ ବୈଠକରେ ଟିକ୍ଟକ୍ କୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି…

ଛଟ୍ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ…

ଭୁବନେଶ୍ବର: ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ୍ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି । ପୁରୀରୁ…