Sign in
Sign in
Recover your password.
A password will be e-mailed to you.
ସୁରଭି’ କୁଇଜ୍ ପ୍ରତିଯୋଗିତାରେ ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ଛାତ୍ରୀ ସମୀକ୍ଷାଙ୍କ କୃତିତ୍ବ…
ଫୁଲବାଣୀ: ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କ୍ଲଷ୍ଟରସ୍ତରୀୟ, ବ୍ଲକସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ମିଲେଟ୍ ଓ କଳା ଉତ୍ସବର କୁଇଜ୍ ପ୍ରତିଯୋଗିତାରେ ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ସମୀକ୍ଷା ପ୍ରଧାନ ପ୍ରଥମ ସ୍ଥାନ!-->…
ନିର୍ବାଚିତ ଜନ ପ୍ରତିନିଧି ଙ୍କୁ ଅଣଦେଖା ମାଲକାନଗିରି ବ୍ଲକ କାର୍ଯ୍ୟଳୟରେ ତାଲା ପକାଇବା ସହ ବିକ୍ଷୋଭ…
ମାଲକାନଗିରି, ୧୩।୧୧ ଆଜି ମାଲକାନଗିରି ସଦର ବ୍ଲକ କାର୍ଯ୍ୟଳୟରେ ତାଲା ପକାଇବା ସହ ବିକ୍ଷୋଭ କରିଛନ୍ତି ନିର୍ବାଚିତ ଜନ ପ୍ରତିନିଧି ମାନେ । ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକରେ ଥିବା କିଛି ଜନ ପ୍ରତିନିଧିଙ୍କୁ ଅଣଦେଖା କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଅବଗତ ନ କରିବା,!-->!-->!-->…
ସମବାୟ ସପ୍ତାହ ପାଳନ ଉପଲକ୍ଷେରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତି ଯୋଗିତା ଅନୁଷ୍ଠିତ…
ମାଲକାନଗିରି, ୧୩।୧୧ ଆସନ୍ତା ନଭେମ୍ବର ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟାନ୍ତ ସମବାୟ ସପ୍ତାହ ପାଳନ ଉପଲକ୍ଷେ ସମବାୟ ନିବନ୍ଧକ, ମାଲକାନଗିରି ତରଫରୁ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛିା ଏହି ପ୍ରତିଯୋଗିତାରେ ଅଷ୍ଟମ ଶ୍ରେଣୀରୁ ବିଭିନ୍ନ!-->!-->!-->…
ଶ୍ରୀ ଶ୍ରୀ ଶ୍ରୀ ମା ଦକ୍ଷୀଣ କାଳୀଙ୍କ ପୀଠ ପୂଜା ଧୁମ଼ଧାମରେ ପାଳିତ…
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ସ୍ଥିତ ସର୍ବ ପୁରାତନଶ୍ରୀ ଶ୍ରୀ ଶ୍ରୀ ମା ଦକ୍ଷୀଣ କାଳୀଙ୍କ ପିଠ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାତ୍ରି କାଳୀନ ପୂଜା କରାଯାଇଛି । ପୂଜକ ସନ୍ତୋଷ କୁମାର ଦାଶ ପୂଜା କାର୍ଯ୍ୟ ଆରମ୍ଭ କରିଥିବା!-->!-->!-->…
ଅତି ଲୋଭ ରେ ଠକାମୀର ଶିକାର ହେଲେ ୨ ଯୁବକ : ୧୮ ଲକ୍ଷ ଟଙ୍କା ଠକିନେଲେ ଧରାଇଲେ ଜାଲି ଟଙ୍କା ଭର୍ତ୍ତି ବ୍ୟାଗ…
ବି ଏନ ପୁର ପୋଲିସ ଜବତ କରିଛି ୫oo ଟଙ୍କିଆ ପୁଳା ପୁଳା ନକଲି ନୋଟ ଭର୍ତ୍ତି ବ୍ୟାଗ..!
ବ୍ରହ୍ମପୁର : ୧୩ -୧୧ ବ୍ରହ୍ମପୁର ଶ୍ରୀରାମ ନଗର ର ସଚିନ ମହାପାତ୍ର ଙ୍କୁ ଟାଉନ ଥାନା ପୋଲିସ ଶୁକ୍ରବାର ରାତ୍ର ଦଶ ଘଣ୍ଟା ସମୟ ରେ ହରିଡ଼ା ଖଣ୍ଡି ପେଟ୍ରୋଲ ପମ୍ପ ରୁ ଉଠାଇ ନେଇଛି। ବ୍ରହ୍ମପୁର!-->!-->!-->…
ସ୍ବର୍ଗତ ଦୟାନିଧି ମଲିକଙ୍କ କୁଇ ଲିପିକୁ ସାର୍ବଜନୀନ କୁଇଲିପି ଭାବେ ଘୋଷଣା
ବାଲିଗୁଡା : ନିଖିଳ ଉତ୍କଳ କୁଇ ସମାଜ ୟୁନିଅନ ଘୁ. ଉଦୟଗିରି ଆନୁକୂଲ୍ୟରେ ହଦଗଡ଼ ଶାଖା ଟିକାବାଲିର ଆବାହକତ୍ଵରେ କୁଇ ସମାଜ ଟିକାବାଲି କାର୍ଯ୍ୟାଳୟ ଠାରେ କୁଇ ଭାଷା , ସାହିତ୍ୟ , ଲିପି , ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସମ୍ବନ୍ଧେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ!-->…
ଶହୀଦଙ୍କୁ ଭୁଲିଗଲେ ଆଶାୟୀ ବିଧାୟକ ପ୍ରାର୍ଥୀ
ନିମାପଡ଼ା : ଅର୍ଥ ଓ ବାହୁବଳରେ ନୂଆ ନୂଆ ନେତା ସାଜିଥିବା କିଛି ବ୍ୟକ୍ତିଙ୍କର ଏବେ ନିମାପଡା ନିର୍ବାଚନ ମଣ୍ଡଳୀ ଉପରେ ନଜର ରହିଚି । ବିଧାୟକ ହେବା ପାଇଁ ଏମାନେ ଅର୍ଥଠୁ ଆରମ୍ଭ କରି ନିଜର କଳ, ବଳ ଓ କୌଶଳ ସବୁକିଛି ଲଗାଇ ଦେଇଛନ୍ତି ଏହି ଆଶାୟୀ ନେତାମାନେ । ହେଲେ କିଛିଦିନ ତଳେ ନିମାପଡା!-->…
ବଢ଼ିଲା ଜୈନ୍ଙ୍କ ଅଡୁଆ, ଯାଞ୍ଚ ପାଇଁ ଅନୁମତି ମାଗିଲା ସିବିଆଇ…
ବଢ଼ିଲା ଆମ୍ ଆଦମ୍ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ। ଜାମିନ୍ରେ ଥିଲେ ବି ତାଙ୍କ ପିଛା ଛାଡୁନି କେନ୍ଦ୍ର ତଦନ୍ତକାରୀ ସଂସ୍ଥା। ତାଙ୍କ ବିରୋଧରେ ଯାଞ୍ଚ କରିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର…
ଆଇଆଇସି ଅନିତାଙ୍କ ନାଁରେ ଥାନାରେ ଏତଲା…
ସମ୍ବଲପୁର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମହିଳାଙ୍କୁ ଆକ୍ରମଣ କରିବା ଅଭିଯୋଗ ପ୍ରସଙ୍ଗରେ ଚର୍ଚ୍ଚାକୁ ଆସିଥିବା ସେତେବେଳର ସମ୍ବଲପୁର ଜିଲ୍ଲା ଧନୁପାଲି ଆଇଆଇସି ଅନିତା ପ୍ରଧାନଙ୍କ ନାଁରେ ଏତଲା ଦିଆଯାଇଛି। ଏବେ ତାଙ୍କର ଚାରି ମାସ ହେବ ବଲାଙ୍ଗୀର ଜିଲ୍ଲାକୁ ବଦଳି ହୋଇଛି। କିନ୍ତୁ…
ହାଇଦ୍ରାବାଦରେ ଭୟଙ୍କର ବିସ୍ଫୋରଣ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି…
ହାଇଦ୍ରାବାଦର ଏକ ଆବାସିକ କୋଠାରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର କଲେ ଉଦ୍ଧାରକାରୀ ଟିମ୍। ନୂଆ ସଦ୍ୟତମ ରିପୋର୍ଟ ଅନୁସାରେ, ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି।
ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ଏହି…